ସବୁଠାରୁ ଦୀର୍ଘ ରାତି

ଉଇକିପିଡ଼ିଆ‌ରୁ
ସବୁଠାରୁ ଦୀର୍ଘ ରାତି  
ଲେଖକଚନ୍ଦ୍ରଶେଖର ରଥ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗପ ସଙ୍କଳନ
ପ୍ରକାଶକଗ୍ରନ୍ଥମନ୍ଦିର
ପ୍ରକାଶ ତାରିଖ୧୯୯୫

ସବୁଠାରୁ ଦୀର୍ଘ ରାତି ଚନ୍ଦ୍ରଶେଖର ରଥଙ୍କ ରଚିତ ଏକ ଓଡ଼ିଆ ଗପ ସଙ୍କଳନ ।[୧] ଏହା ୧୯୯୫ ମସିହାରେ ଗ୍ରନ୍ଥମନ୍ଦିର ପ୍ରକାଶନଦ୍ୱାରା ପ୍ରକାଶିତ ହୋଇଥିଲା ।[୨] କଥାକାର ଚନ୍ଦ୍ରଶେଖର ରଥଙ୍କୁ ଏଥି ପାଇଁ ୧୯୯୭ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]

ଏହି ଗଳ୍ପ ସଂକଳନରେ ଥିବା ଗପଗୁଡ଼ିକ :

  • ସବୁଠାରୁ ଦୀର୍ଘରାତି
  • ରୁନିପାଇଁ ନୀରବ ପ୍ରାଥନା
  • ନିମ୍ନ ପାହାଚ
  • ଏଇ ବୋଧେ ଶେଷଦୁଃଖ
  • ଘର ନିଲାମ ହଉଛି
  • ସେ ତୁମ ମା' ପରା !
  • ତିଳିଛି ମହାପାତ୍ର
  • ଦୀନବନ୍ଧୁ ଦାସ
  • ଛୁଇଁଲେ ଉଭାନ ହୋଇଯିବି
  • ବର୍ଷକ ଏକ ଋତୁ : ଋତୁକ ତିନି ଦିନ
  • କମଳେଶ୍ୱରୀ
  • ପ୍ରଶ୍ନବାଚକ

ଆଧାର[ସମ୍ପାଦନା]

  1. India Who's who. INFA Publications. 2003.
  2. "National Library of India Online Catalog". opac.nationallibrary.gov.in. National Library of India. Retrieved 28 February 2019.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ

ଆହୁରି ଦେଖନ୍ତୁ[ସମ୍ପାଦନା]