ଦେବବ୍ରତ ଦାସ
ଦେବବ୍ରତ ଦାସ | |
---|---|
ଜନ୍ମ | ୧୯୮୭ |
ଜାତୀୟତା | ଭାରତୀୟ |
ଉଲ୍ଲେଖନୀୟ କୃତି | ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ |
ପୁରସ୍କାର | କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର ୨୦୨୧ |
ଦେବବ୍ରତ ଦାସ (ଜନ୍ମ : ୧୯୮୭), ଜଣେ ଓଡ଼ିଆ ଗାଳ୍ପିକ । ସେ ୨୦୨୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।[୧]
ରଚନାବଳୀ[ସମ୍ପାଦନା]
- ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ
- ଆଉଜଣେ ଆମ୍ରପାଲି
- ମାୟା
- ଚାଲ ରୂପା ଗାଁ ଦେଖିଆସିବା ଚାଲ[୨]
ବ୍ୟକ୍ତିଗତ ଜୀବନ[ସମ୍ପାଦନା]
ଦେବବ୍ରତ ୧୯୮୭ ମସିହାରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତ୍ରଗତ କେଦାରପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୩]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାର - ୨୦୨୧ (ସ୍ପର୍ଶ ଓ ଅନ୍ୟାନ୍ୟ ଗଳ୍ପ ପାଇଁ)
ଆଧାର[ସମ୍ପାଦନା]
- ↑ "PRESS RELEASE : SAHITYA AKADEMY YUVA PURASKARA 2021" (PDF). www.sahitya-akademi.gov.in/. Sahitya Akademi. Archived from the original (PDF) on 30 December 2021. Retrieved 31 December 2021.
- ↑ "ହୃଷୀକେଶ ମଲ୍ଲିକଙ୍କୁ ଅକାଦେମି ପୁରସ୍କାର". No. ସମ୍ବାଦ ୩୧/୧୨/୨୦୨୧ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧, ୭. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 31 December 2021. Retrieved 31 December 2021.
- ↑ "ଲେଖିସାରିବା ପରର ଆନନ୍ଦ ହିଁ ଲେଖକ ପାଇଁ ସବୁ କିଛି". No. ସମ୍ବାଦ ୨୩/୦୧/୨୦୨୨ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୬. ଇଷ୍ଟର୍ଣ୍ଣ ମିଡ଼ିଆ. 23 January 2022. Archived from the original on 23 January 2022. Retrieved 23 January 2022.