ଓଡ଼ିଆ ସାହିତ୍ୟର ଇତିହାସ

ଉଇକିପିଡ଼ିଆ ରୁ
Jump to navigation Jump to search

ଓଡ଼ିଆ ସାହିତ୍ୟର ଇତିହାସ ଓଡ଼ିଆ ଭାଷା ସାହିତ୍ୟରେ ସଙ୍ଘଟିତ ଘଟଣାବଳି ବିଶେଷକରି ସାହିତ୍ୟରେ ନାନାଦି ବିଭାବରେ ସମୟାନୁସାରେ ହୋଇଥିବା ପରିବର୍ତ୍ତନକୁ ବୁଝାଇଥାଏ । ଲିଖନ କ୍ଷେତ୍ରରେ ଅନେକ ସାହିତ୍ୟିକ ଓ ସମାଲୋଚକ ଅନେକ ଉଦ୍ୟମ ମାନ କରିଅଛନ୍ତି । ଏଠି ମଧ୍ୟରୁ ପଣ୍ଡିତ ବିନାୟକ ମିଶ୍ରଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ପଣ୍ଡିତ ନୀଳକଣ୍ଠ ଦାସଙ୍କ ଓଡ଼ିଆ ସାହିତ୍ୟର କ୍ରମପରିଣାମ, ପଣ୍ଡିତ ସୂର୍ଯ୍ୟନାରାୟଣ ଦାଶଙ୍କ ଓଡ଼ିଆ ସାହିତ୍ୟର ଇତିହାସ, ସୁରେନ୍ଦ୍ର ମହାନ୍ତିଙ୍କ ଆଦିପର୍ବ ଓ ମଧ୍ୟପର୍ବ, ଡ. ମାୟାଧର ମାନସିଂହଙ୍କ ଲିଖିତ ଓଡ଼ିଆ ସାହିତ୍ୟର ଇତିହାସ ତଥା ଡ. ନଟବର ସାମନ୍ତରାୟ, ଡ. ବଂଶୀଧର ମହାନ୍ତି, ନୀଳମଣି ମିଶ୍ର, ବୃନ୍ଦାବନ ଆଚାର୍ଯ୍ୟ, ଗୋପାଳ ଚନ୍ଦ୍ର ପଟ୍ଟନାୟକପଠାଣି ପଟ୍ଟନାୟକ ଆଦି ଲେଖକଙ୍କ ଭୂମିକା ଖୁବ ଗୁରୁତତ୍ୱପୂର୍ଣ୍ଣ । ଏହା ଛଡ଼ା ସାହିତ୍ୟର ବିଭିନ୍ନ ବିଭାବଗୁଡ଼ିକ ସମ୍ଭନ୍ଧରେ ମଧ୍ୟ ଅନେକ ବହି ରଚିତ ହୋଇଅଛି । ଏ ସଂକ୍ରାନ୍ତରେ ଗିରିଜା ଶଙ୍କର ରାୟଙ୍କର ଓଡ଼ିଆ ନାଟ୍ୟକଳା ଆଦି ପ୍ରଧାନ । ସେହି ପରି ବାକି ବିଭାବ ଯଥା ଲିପି ସାହିତ୍ୟ, କଥା ସାହିତ୍ୟ ଆଦି ବାବଦରେ ମଧ୍ୟ ଆଲୋଚନା କରାଯାଇଅଛି ।

ଓଡ଼ିଆ ସାହିତ୍ୟର ସମୟ କାଳ ଓ ନାନାଦି ବିଭାବକୁ ନେଇ ଏହାକୁ ତଳଲିଖିତ ବିଭାଗରେ ବଣ୍ଟା ଯାଇଥାଏ ।[୧]

ବିଷୟସୂଚୀ

ପ୍ରାକ ସାରଳା ଓ ପୁରାଣ ସାହିତ୍ୟ[ସମ୍ପାଦନା]

=== ଚର୍ଯା ସାହିତ୍ୟ

ପୁରାତନ ବୌଦ୍ଧ ଗାନ ଓ ଦୋହା[ସମ୍ପାଦନା]

ସନ୍ଥ (ଭକ୍ତି) ସାହିତ୍ୟ[ସମ୍ପାଦନା]

ରୀତି ସାହିତ୍ୟ[ସମ୍ପାଦନା]

ଉପେନ୍ଦ୍ର ଯୁଗ ପର୍ଯ୍ୟନ୍ତ[ସମ୍ପାଦନା]

ଉପେନ୍ଦ୍ର ଓ ପରବର୍ତ୍ତୀ ସ୍ରଷ୍ଟାଗଣ[ସମ୍ପାଦନା]

ପୁରାତନ ଗୀତି ଓ ଚଉପଦୀ ସାହିତ୍ୟ[ସମ୍ପାଦନା]

ପୁରାତନ ଗଦ୍ୟ ସାହିତ୍ୟ[ସମ୍ପାଦନା]

ପୁରାତନ ଓଡ଼ିଆ କଥା ସାହିତ୍ୟ[ସମ୍ପାଦନା]

ପୁରାତନ ଓଡ଼ିଆ ଲୋକ ସାହିତ୍ୟ ସାଧାରଣ ଲୋକଙ୍କର ଜୀବନଯାପନ ଓ ପରିବେଶକୁ ନେଇ ଗଢ଼ିଉଠିଥିଲା । ଏଥିରେ ଆଧୁନିକ ଜୀବନର ସୁଖ ଦୁଃଖର ଗାଥା ସାଙ୍ଗକୁ ନିତିଦିନିଆ ଜୀବନରେ ଉପୁଜୁଥିବା ଅସୁବିଧା ଓ ତାହାର ସମାଧାନର ଅବତାରଣା ରହିଥାଏ । ପୁରାତନ ସାହିତ୍ୟରେ କିନ୍ତୁ ମାନବବାଦର ଦାବି ଖଣ୍ଡିତ ଏଥିରେ ଆହେତୁକ କଳ୍ପନା ଓ ଦେବ ନିର୍ଦେଶ ଭାଗ୍ୟ ଆଦିର ଅବତରଣ ଦେଖିବାକୁ ମିଳିଥାଏ ଯାହା ଆଧୁନିକ କଥା ସାହିତ୍ୟରେ ଖୁବ କମ ।

ଅଳଙ୍କାରିକ କାବ୍ୟ ଓ କଥା ସାହିତ୍ୟ[ସମ୍ପାଦନା]

ଆଧୁନିକ କାବ୍ୟ କବିତା[ସମ୍ପାଦନା]

=ଆଧୁନିକ ନାଟକ[ସମ୍ପାଦନା]

ଆଧୁନିକ କଥା ସାହିତ୍ୟ[ସମ୍ପାଦନା]

୧୯ଶ ଶତକର ଓଡ଼ିଆ କଥା ସାହିତ୍ୟରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳିଥିଲା ଏହି କାଳରେ ଇଟାଲିୟ ଯୁବା ଧରଣର ଲେଖା ଓ ରାଧାନାଥ ରାୟ, ରାମଶଙ୍କର ରାୟ, ଉମେଶଚନ୍ଦ୍ର ସରକାର, ଫକିର ମୋହନ ଓ ଗୋପାଳବଲ୍ଲଭ ଆଦିଙ୍କ ଲେଖା ଉଲ୍ଲେଖଯୋଗ୍ୟ । ୧୯ଶ ଶତକ ବେଳରେ ଓଡ଼ିଶାର ରାଜନୀତିରେ ଅନେକ ବଦଳ ଦେଖିବାକୁ ମିଳିଥିଲା .୧୮୦୩ରେ ଇଂରେଜ ବଣିକମାନେ ଓଡ଼ିଶା ଅଧିକାର କଲାପରେ ଓଡ଼ିଶାର ୨୬ଟି ଗଡ଼ଜାତ ବହୁକାଳ ଧରି ଇଂରେଜ ମାନଙ୍କୁ ପ୍ରତିହତ କରିଥିଲେ । ଏହି ରାଜନୈତିକ ପ୍ରବାହ ସାହିତ୍ୟକୁ ବହୁଭାବରେ ପ୍ରଭାବିତ କରିଥିଲା ।

ଗଳ୍ପ[ସମ୍ପାଦନା]

ଉପନ୍ୟାସ[ସମ୍ପାଦନା]

୨୦ଶ ଶତକର ଓଡ଼ିଆ ଉପନ୍ୟାସ[ସମ୍ପାଦନା]

୧ମ ପର୍ବ[ସମ୍ପାଦନା]
  • ସାମାଜିକ ଓ ସାଂସ୍କୃତିକ ଭୂମି-ଫକିର ମୋହନ-ନନ୍ଦକିଶୋର-ଚିନ୍ତାମଣି:
  • କେତୋଟି ଏକକ ଉପନ୍ୟାସ, କୁନ୍ତଳା କୁମାରୀ ଓ ଅନ୍ୟାନ୍ୟ ନାରୀ ଲେଖିକା:
୨ୟ ପର୍ବ[ସମ୍ପାଦନା]
  • ୩୦ ଦଶକର ଓଡ଼ିଆ ସାହିତ୍ୟ ଓ ସମାଜ:
  • ପ୍ରମୁଖ ଔପନ୍ୟାସିକ:
ଆଧୁନିକ ପର୍ବ (ସ୍ୱାଧୀନତା ପରର)[ସମ୍ପାଦନା]
  • ସ୍ୱାଧୀନତା ପରର ଓଡ଼ିଆ ସମାଜ ଓ ଜୀବନ:
  • ପ୍ରମୁଖ ଲେଖକ:
  • ପ୍ରମୁଖ ନାରୀ ଲେଖିକା:

ସେହି କାଳରେ ସୀତାଦେବୀ ଖାଡ଼ଙ୍ଗା ଓ ଅନ୍ୟାନ୍ୟ ଗୋଏନ୍ଦା ଉପନ୍ୟାସ, ଅନେକ ଏକକ ଉପନ୍ୟାସ ଯଥା ଚିତ୍ର ଗ୍ରୀବ, ଅମବାସ୍ୟାର ଚନ୍ଦ୍ର, ମଶାଣି ତୁଳସୀ ଆଦି ରଚିତ ହୋଇଥିଲା ।ସମକାଳୀନ ଔପନ୍ୟାସିକ ମାନେ ଥିଲେ କୃଷ୍ଣପ୍ରସାଦ, ଶାନ୍ତନୁ ଆଚାର୍ଯ୍ୟ ଆଦି ।

ଅନୁବାଦ ଉପନ୍ୟାସ[ସମ୍ପାଦନା]

ଆଧୁନିକ ଗଦ୍ୟ ସାହିତ୍ୟ[ସମ୍ପାଦନା]

ପ୍ରବନ୍ଧ ସମାଲୋଚନା ଓ ରମ୍ୟ ରଚନା[ସମ୍ପାଦନା]

ପ୍ରବନ୍ଧ, ସମାଲୋଚନା ଓ ରମ୍ୟ ରଚନା ଦିଗରେ ମଧ୍ୟ କିଛି ଆଲୋଚନା ମୂଳକ ନିବନ୍ଧ ରଚିତ ହୋଇଅଛି । ତେବେ ସାଧାରଣ ଗଦ୍ୟ ଓ ପଦ୍ୟ ସାହିତ୍ୟ ପରି ବିଜ୍ଞାନ କାହାଣୀ, ଆତ୍ମଚରିତ, ଭ୍ରମଣ କାହାଣୀ ଆଦିରେ ମଧ୍ୟ ଧୀରେ ଧୀରେ ଅନେକ ଇତିହାସମୂଳକ ସାହିତ୍ୟ ଲେଖାଯାଇଅଛି । ଏଠି ସହିତ ସାହିତ୍ୟର ସମୟ ଅନୁସାରେ ନାନା ପରୀକ୍ଷା ନିରୀକ୍ଷା ମଧ୍ୟ ଚାଲିଛି । ସାମାଜିକ ପୃଷ୍ଠଭୂମିରେ ଏସବୁ ସାହିତ୍ୟ ପାଇଁ ବହୁ ଭାବରେ ଦରକାରୀ ।

ବୈଜ୍ଞାନିକ ସାହିତ୍ୟ, ଆତ୍ମଚରିତ ଓ ଭ୍ରମଣ କାହାଣୀ[ସମ୍ପାଦନା]

ଓଡ଼ିଆ ଲିପି ଓ ଭାଷାର ବିକାଶଧାରା[ସମ୍ପାଦନା]

ଟୀକା[ସମ୍ପାଦନା]

  1. ଦାସ, ରାଇଚରଣ. [ଅଗ୍ରଲେଖ, ଆଧୁନିକ ଓଡ଼ିଆ କଥା ସାହିତ୍ୟ]. ଓଡ଼ିଶା ସାହିତ୍ୟ ଏକାଡେମି. (୧୯୮୨). ପୃ.

ଆଧାର[ସମ୍ପାଦନା]