ଶକୁନ୍ତଳା ବଳିଆରସିଂହ

ଉଇକିପିଡ଼ିଆ‌ରୁ
(ଶକୁନ୍ତଳା ବଳିୟାରସିଂହରୁ ଲେଉଟି ଆସିଛି)
ଶକୁନ୍ତଳା ବଳିଆରସିଂହ
Odia Wikimedians celebrating 3rd anniversary of odia wikisource (cropped).jpg
ଜନ୍ମ ଓ ଜନ୍ମସ୍ଥାନ (1948-02-18) ୧୮ ଫେବୃଆରୀ ୧୯୪୮ (ବୟସ ୭୫)
ନରଣଗଡ଼, ଖୋର୍ଦ୍ଧା ଜିଲ୍ଲା
ବୃତ୍ତିଅଧ୍ୟାପନା
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକୋତ୍ତର, ପିଏଚଡି
ଶିକ୍ଷାନୁଷ୍ଠାନଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତିକାବେରୀ ଭଳି ଝିଅଟିଏ, ପୁଣି ସେ ଫେରିନି
ପୁରସ୍କାରକେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ୨୦୧୫ (ଅନୁବାଦ)
ଜୀବନ ସାଥିଡା. ସୁଧାକର ସାମନ୍ତସିଂହାର
ଜ୍ଞାତି କୁଟୁମ୍ବଡା. ବେଣୁଧର ବଳିଆରସିଂହ (ବାପା)
ସୁଲୋଚନା ବଳିୟାର ସିଂହ (ମାଆ)[୧]

ଦସ୍ତଖତ

ଶକୁନ୍ତଳା ବଳିୟାରସିଂହ (ଜନ୍ମ ୧୮ ଫେବୃଆରୀ ୧୯୪୮)[୨]କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ (ଅନୁବାଦ), ୨୦୧୫ ନିମନ୍ତେ ମନୋନୀତ ଜଣେ ଓଡ଼ିଆ ଅନୁବାଦକ ଓ ସାହିତ୍ୟିକ । ୩୭ ବର୍ଷ ଧରି ଅଧ୍ୟାପନା କ୍ଷେତ୍ରରେ ସକ୍ରିୟ ରହିବା ସହ ସେ ରାଜଧାନୀ ମହାବିଦ୍ୟାଳୟର ଅଧ୍ୟକ୍ଷା[୩] ରୂପରେ ୨୦୦୬ରେ ଅବସର ଗ୍ରହଣ କରିଥିଲେ ।

ରଚନାବଳୀ[ସମ୍ପାଦନା]

  • ସାହିତ୍ୟରେ ଜାତୀୟବାଦୀ ଚେତନା, ୧୯୮୫
  • କାଣ୍ଡିଡ, ୧୯୯୮
  • ପରାଜିତ ନାୟକ, ୧୯୯୨
  • ମୋପାସାଁଙ୍କ ଅନନ୍ୟ ଗଳ୍ପ, ୧୯୯୩
  • କାଷ୍ଟରବ୍ରିଜର ମେୟର, ୧୯୯୩
  • ସ୍ୱୟଂସିଦ୍ଧା, ୧୯୯୫
  • ବିଭ୍ରଂଶ, ୧୯୯୭
  • ଆଜାଦି, ୨୦୦୨
  • ଇଡିୟଟ, ୧୯୯୪
  • ପାକିସ୍ତାନକୁ ଟ୍ରେନ, ୨୦୧୫
  • ବିଶ୍ରାମପୁରର ସନ୍ଥ, ୨୦୦୯
  • ପୁଣି ସେ ଫେରିନି, ୨୦୦୯
  • ୧୭ ରାନାଡ଼େ ରୋଡ଼
  • ରୋମାଞ୍ଚ କାହାଣୀ
  • ବିପନ୍ନ ନାବିକ
  • ଅଜ୍ଞାତବାସର ଇତିକଥା, ୨୦୧୪
  • କଳଙ୍କିତ ଜ୍ୟୋତ୍ସ୍ନା
  • ଭିନ୍ନ ମାଟି ଭିନ୍ନ ଆକାଶ (ଭ୍ରମଣ କାହାଣୀ)
  • ଇଶ୍ୱରଙ୍କ ଅପେକ୍ଷାରେ
  • ଟ୍ରୟର ନାରୀ
  • କେନ୍ଦ୍ରହରା
  • ରାଗରେ ଫେରିଚାହାଁ

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୫[୪]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୦୯[୫][୬]
  • ଉତ୍କଳ ସାହିତ୍ୟ ସମାଜ ପ୍ରଫୁଲ୍ଲ ଅନୁବାଦ ସମ୍ମାନ, ୨୦୦୨
  • ଆଦିକବି ଲିଟରେଚର ପୁରସ୍କାର, ୨୦୦୨
  • ଉତ୍କଳ ଭାରତୀ କୁନ୍ତଳା କୁମାରୀ ପୁରସ୍କାର[୭]

ଆଧାର[ସମ୍ପାଦନା]

  1. "Dharitri E-Paper". Retrieved 20 February 2016.
  2. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 95–. ISBN 978-81-260-0873-5.
  3. "NRO sparks Oriya brethren spirit". The Times of India. Retrieved 20 February 2016.
  4. "Sahitya Akademi Announces Winners of Translation Prize". www.outlookindia.com/. Retrieved 20 February 2016.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 9 October 2017.
  6. "Odia litterateur Sakuntala Baliarsingh to be conferred Sahitya Akademi Award". Retrieved 20 February 2016.
  7. "Odisha story-teller Sakuntala Panda to receive Utkal Bharati award". OdishaSunTimes.com. Retrieved 20 February 2016.