ଶ୍ରଦ୍ଧାଞ୍ଜଳି କାନୁନଗୋ
ଶ୍ରଦ୍ଧାଞ୍ଜଳି କାନୁନଗୋ | |
---|---|
ଜନ୍ମ | ୧୯ ଅପ୍ରେଲ ୧୯୬୩ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮ |
ଶ୍ରଦ୍ଧାଞ୍ଜଳି କାନୁନଗୋ (ଜନ୍ମ: ୩୦ ଅପ୍ରେଲ ୧୯୬୩ ) ଜଣେ ଓଡ଼ିଆ ସାହିତ୍ୟିକା ।[୧] ୨୦୧୮ ମସିହା ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ନବ କୁମାର ବସୁଙ୍କ ବଙ୍ଗଳା ପୁସ୍ତକ ଶ୍ରୀମୟୀ ମାକୁ ଓଡ଼ିଆରେ ଅନୁବାଦ କରି ସେ ଏହି ପୁରସ୍କାର ପାଇଥିଲେ ।[୨]
ରଚନାବଳୀ[ସମ୍ପାଦନା]
- ଶ୍ରୀମୟୀ ମା - ୨୦୧୮ (ଆମେ ଓଡ଼ିଶା ପ୍ରକାଶନ)[୩]
- ରାତି ଶେଷରେ ପ୍ରିୟ ସଖା - ୧୯୯୯ ( ପ୍ରାଚୀ ଲେଖକ ସମବାୟ ସମିତୀ, କଟକ)
- ନୀଳନଦୀର ମାୟା - ୨୦୧୦ (ପକ୍ଷୀଘର ପ୍ରକାଶନ)[୪]
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ୨୦୧୮[୫]
ଆଧାର[ସମ୍ପାଦନା]
- ↑ "INTERNATIONAL TRANSLATION DAY" (PDF). www.odishapostepaper.com/. Odisha Post. Archived from the original (PDF) on 21 September 2021. Retrieved 21 September 2021.
- ↑ "ଶ୍ରଦ୍ଧାଞ୍ଜଳିଙ୍କୁ କେନ୍ଦ୍ର ସାହିତ୍ୟ ଅକାଦେମୀ ଅନୁବାଦ ସାହିତ୍ୟ ପୁରସ୍କାର". www.samajalive.in. ସମାଜ. Archived from the original on 21 September 2021. Retrieved 21 September 2021.
- ↑ "Home » Literature » Sahitya Akademi Translation Prize 2018 announced: odia Book Srimayee Maa selected for award Sahitya Akademi Translation Prize 2018 announced: odia Book Srimayee Maa selected for award". odishanewstimes.com. odisha news times. Archived from the original on 21 September 2021. Retrieved 21 September 2021.
- ↑ "National Library of India Online Catalogue". nationallibrary.gov.in/. National Library of India. Retrieved 21 September 2021.
- ↑ "AKADEMI TRANSLATION PRIZES (1989-2018)". sahitya-akademi.gov.in/. sahitya akademi. Archived from the original on 21 September 2021. Retrieved 21 September 2021.