ଭି. ପି. ଜୋଗଲେକର
ଭି. ପି. ଜୋଗଲେକର | |
---|---|
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ବୃତ୍ତି | ଲେଖକ |
ପୁରସ୍କାର(ଗୁଡ଼ିକ) | କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୧୯୯୪ |
ଭି. ପି. ଜୋଗଲେକର ଜଣେ ଓଡ଼ିଆ ଲେଖକ । ସେ ଓଡ଼ିଆ ଭାଷାରେ ବିଭିନ୍ନ ପୁସ୍ତକ ରଚନା କରିବା ସହିତ କିଛି ପୁସ୍ତକ ଅନୁବାଦ କରିଛନ୍ତି । ସେ ଭି. ପି. କାଲେଙ୍କ ମରାଠୀ ଭାଷାରେ ରଚିତ କ୍ଷୁଦ୍ରଗଳ୍ପ ସଂକଳନ 'ଠୁମରୀ'କୁ ଓଡ଼ିଆରେ ଅନୁବାଦ କରିଥିଲେ, ଯାହା ପାଇଁ ତାଙ୍କୁ ୧୯୯୪ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସେ ଠୁମରୀ ବ୍ୟତୀତ ସେ କଣ୍ଢେଇର ଖେଳ, ଛତ୍ରପତି ଶିବାଜୀ, ମନକଥା ଆଦି ପୁସ୍ତକର ଅନୁବାଦ କରିଥିଲେ । ସେ କଟକର ଚାଉଳିଆଗଞ୍ଜସ୍ଥିତ ଅପର୍ଣ୍ଣାନଗରର ବାସିନ୍ଦା ।[୧]
ରଚନାବଳୀ[ସମ୍ପାଦନା]
ଅନୁବାଦ[ସମ୍ପାଦନା]
- ଠୁମରୀ (ମୂଳ ମରାଠୀ - ଠୁମରୀ) - ୧୯୯୩
- କଣ୍ଢେଇର ଖେଳ
- ଛତ୍ରପତି ଶିବାଜୀ
- ମନକଥା
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ ରାଜକିଶୋର ମିଶ୍ର (15 July 2004). ଓଡ଼ିଆ ଲେଖକ ପରିଚୟ (ଭାଗ ୨) (in ଓଡ଼ିଆ). ସଂସ୍କୃତି ଭବନ, ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ. p. ୨୦୭. ISBN 81-7586-097-9.
{{cite book}}
: CS1 maint: unrecognized language (link) - ↑ "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.