ପୁଣ୍ୟପ୍ରଭା ଦେବୀ

ଉଇକିପିଡ଼ିଆ ରୁ
Jump to navigation Jump to search
ପୁଣ୍ୟପ୍ରଭା ଦେବୀ
ଜନ୍ମ (1938-10-07) 7 October 1938 (age 81)
ତଳ ତେଲଙ୍ଗାବଜାର, କଟକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ଶିକ୍ଷାଷଷ୍ଠ ଶ୍ରେଣୀ
ସାହିତ୍ୟ କୃତିକୁନି ଗୋଇନ୍ଦା
ପୁରସ୍କାରକେନ୍ଦ୍ର ସାହିତ୍ୟ ଏକାଡେମି
ଜୀବନ ସାଥିପ୍ରଫୁଲ୍ଲ ଚନ୍ଦ୍ର ମହାନ୍ତି
ଜ୍ଞାତି କୁଟୁମ୍ବବିଦ୍ଯୁତପ୍ରଭା ଦେବୀ (ବଡ଼ ଭଉଣୀ)

ପୁଣ୍ୟପ୍ରଭା ଦେବୀ ଓଡ଼ିଶାର କଟକର ତଳ ତେଲଙ୍ଗାବଜାରରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ କବି, ଗାଳ୍ପିକା ଓ ଶିଶୁ ସାହିତ୍ୟିକା । ୧୯୬୪ ମସିହାରୁ ସେ ବିଶାଖାପଟନମରେ ରହୁଛନ୍ତି ।[୧]

ସାହିତ୍ୟ ସର୍ଜନା[ସମ୍ପାଦନା]

ଶିଶୁ ଗଳ୍ପ ସଙ୍କଳନ[ସମ୍ପାଦନା]

  • ଟିକି ରାଇଜ
  • କାଳିଆ ବଳଦ ଗଲା ଗଲା (ଜାତୀୟ ପୁରସ୍କାର)
  • ପିଲାଙ୍ଗ ମେଘଦୁତ
  • ଶିଶୁ ସୈନିକ
  • କୁନି ଗୋଇନ୍ଦା (କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର)

ଗଳ୍ପ ସଙ୍କଳନ[ସମ୍ପାଦନା]

  • ଅନ୍ୟ ଏକ ଶ୍ରବଣ କୁମାର
  • ଶୁନ୍ୟ ମନ୍ଦିର
  • ହଜି ଯାଇଥିବା ଝିଅ

ଉପନ୍ୟାସ[ସମ୍ପାଦନା]

  • ଅସ୍ତରଙ୍ଗ
  • ଶୁଦ୍ର ସାଇକତା
  • ସ୍ୱାମିନୀ
  • ଚନ୍ଦନ ଘୋରିଲେ ବାସେ

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
  • ଶିଶୁ ସାହିତ୍ୟ ରତ୍ନ ପୁରସ୍କାର (ଓଡ଼ିଶା ସରକାର)
  • ସାହିତ୍ୟ ପ୍ରଭା (ଉତ୍କଳ ସାଂସ୍କୃତିକ ସମାଜ)[୨]
  • ଜାତୀୟ ପୁରସ୍କାର
  • ଆକାଶବାଣୀ ପୁରସ୍କାର

ଆଧାର[ସମ୍ପାଦନା]

  1. "'Shishu Sahitya Ratna' award for Punyaprava". The New Indian Express. Retrieved 30 November 2013.
  2. "In Oriya flavour". The Hindu. Retrieved 30 November 2013.