Jump to content

ତନ୍ମୟ ଧୂଳି

ଉଇକିପିଡ଼ିଆ‌ରୁ
ତନ୍ମୟ ଧୂଳି  
ଲେଖକପ୍ରତିଭା ଶତପଥୀ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗକବିତା ସଙ୍କଳନ
ପ୍ରକାଶକବିଦ୍ୟାପୁରୀ
ପୃଷ୍ଠା୧୦୮

ତନ୍ମୟ ଧୂଳି ପ୍ରତିଭା ଶତପଥୀଙ୍କ ରଚିତ ଏକ କବିତା ସଙ୍କଳନ ।[] ଏହା କଟକର ବିଦ୍ୟାପୁରୀ ପ୍ରକାଶନ ସଂସ୍ଥାଦ୍ୱାରା ୧୯୯୬ରେ ପ୍ରକାଶିତ ହୋଇଥିଲା । କବି ଓ ଲେଖିକା ପ୍ରତିଭା ଶତପଥୀଙ୍କୁ ଏଥି ପାଇଁ ୨୦୦୧ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[] ପୁସ୍ତକଟି "ରାଜେନ୍ଦ୍ର ପ୍ରସାଦ ମିଶ୍ର"ଙ୍କଦ୍ୱାରା ହିନ୍ଦୀ ଭାଷାରେ ଅନୁବାଦିତ ହୋଇଛି ।[]

  1. "ନାରୀସତ୍ତାର ସ୍ବଚ୍ଛ ରୂପ କବି ପ୍ରତିଭା ଶତପଥୀଙ୍କ ସହ ସାକ୍ଷାତକାର". www.odiasahitya.com. ଓଡ଼ିଆ ସାହିତ୍ୟ ଡଟ୍ କମ୍. Archived from the original on 4 February 2018. Retrieved 21 February 2019.
  2. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  3. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 63–. ISBN 978-81-260-2060-7.

ଆହୁରି ଦେଖନ୍ତୁ

[ସମ୍ପାଦନା]