ବିଚିତ୍ରବର୍ଣ୍ଣା
ଦେଖଣା
| ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
| ବିଚିତ୍ରବର୍ଣ୍ଣା | |
|---|---|
| ଲେଖକ | ରବି ପଟ୍ଟନାୟକ |
| ଦେଶ | |
| ଭାଷା | ଓଡ଼ିଆ |
| ବିଭାଗ | ଗପ ସଙ୍କଳନ |
| ପ୍ରକାଶକ | ଲାର୍କ ବୁକ୍ସ |
| ପ୍ରକାଶ ତାରିଖ | ୧୯୯୧ |
| ପୃଷ୍ଠା | ୧୬୪ |
ବିଚିତ୍ରବର୍ଣ୍ଣା ରବି ପଟ୍ଟନାୟକଙ୍କ ରଚିତ ଏକ ଗପ ସଙ୍କଳନ ।[୧] ଏହା ୧୯୯୧ ମସିହାରେ "ଲାର୍କ ବୁକ୍ସ" ପ୍ରକାଶନା ସଂସ୍ଥାଦ୍ୱାରା ପ୍ରକାଶିତ ହୋଇଥିଲା ।[୨] କଥାକାର ରବି ପଟ୍ଟନାୟକଙ୍କୁ ଏଥି ପାଇଁ ୧୯୯୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩]
ଆଧାର
[ସମ୍ପାଦନା]- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ Indian Literature. Sahitya Akademi. 1994.
- ↑ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ