ଲକ୍ଷ୍ମୀ ନାରାୟଣ ମହାନ୍ତି

ଉଇକିପିଡ଼ିଆ‌ରୁ
ଲକ୍ଷ୍ମୀ ନାରାୟଣ ମହାନ୍ତି
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାର(ଗୁଡ଼ିକ)କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ ୨୦୦୯

ଲକ୍ଷ୍ମୀ ନାରାୟଣ ମହାନ୍ତି ଜଣେ ଓଡ଼ିଆ ସାହିତ୍ୟିକ । ସେ ଅନ୍ୟଭାଷାରୁ ଓଡ଼ିଆ ଭାଷାକୁ ଅନେକ ପୁସ୍ତକ ଅନୁବାଦ କରିଛନ୍ତି ।[୧] ବିଭୂତି ଭୁଷଣ ବନ୍ଦୋପାଧ୍ୟାୟଙ୍କ ଉପନ୍ୟାସ ବନଚାରୀକୁ ଓଡ଼ିଆରେ ଅନୁବାଦ କରି ସେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ଲାଭ କରିଛନ୍ତି ।

ରଚନାବଳୀ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

  • କାଦମ୍ବରୀ - ୧୯୭୧ (ଜେ ମହାପାତ୍ର, କଟକ)
  • ଇଂଲଣ୍ଡର ଶ୍ରେଷ୍ଠଗଳ୍ପ - ୧୯୬୭ (ଓଡ଼ିଶା ବୁକ ଷ୍ଟୋର, କଟକ)
  • ବାତୋୟାଲା - ୧୯୫୫ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
  • ମାଁ ଓ ପୁଅ - ୧୯୫୪ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
  • ନଗ୍ନସତ୍ୟ - ୧୯୫୭ (ପ୍ରଫୁଲ୍ଲ ଚନ୍ଦ୍ର ଦାସ, କଟକ)
  • ମୁଁ ନୁହଁ ସେହି ଜହ୍ନ - ୨୦୧୧ (ସୁମିତ୍ରା ଦାସ, ଭୁବନେଶ୍ୱର)
  • ସୂର୍ଯ୍ୟାସ୍ତ - ୧୯୭୨ (ଜେ ମହାପାତ୍ର, କଟକ)
  • ଜେମସ ବଣ୍ଡ ଓ ନୀଳ ନୟନା - ୧୯୭୩ (ସାଥୀ ପ୍ରକାଶନ, କଟକ)
  • ଶିକାର କାହାଣୀ - ୧୯୯୮ (ବହିଘର, ବାଲେଶ୍ୱର)
  • ସିଦ୍ଧାର୍ଥ - ୧୯୭୨ (ଜେ ମହାପାତ୍ର, କଟକ)
  • ଯେତେ ମତ ସେତେ ପଥ - ୧୯୯୮ (ବହିଘର, ବାଲେଶ୍ୱର)
  • ମଣିମହେଶ - ୨୦୦୨ (ସାହିତ୍ୟ ଏକାଡ଼େମୀ, ନୂଆଦିଲ୍ଲୀ)
  • ଗୋରା - ୧୯୯୬[୨]
  • ବନଚାରୀ[୩]
  • ନୈବେଦ୍ୟ[୪]


ସମ୍ମାନ ଓ ପୁରସ୍କାର[ସମ୍ପାଦନା]

  • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଅନୁବାଦ ପୁରସ୍କାର - ୧୯୯୦[୫]

ଆଧାର[ସମ୍ପାଦନା]

  1. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  2. Lua error in ମଡ୍ୟୁଲ:Citation/CS1/Date_validation at line 335: attempt to compare nil with number.
  3. [www.nationallibrary.gov.in "National Library Online Catalogue"]. www.nationallibrary.gov.in. national library. Retrieved 12 July 2022. {{cite web}}: Check |url= value (help)
  4. "ନୈବେଦ୍ୟ". www.archive.org. Retrieved 12 July 2022.
  5. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.