ମନୋଜ ଦାସଙ୍କ କଥା ଓ କାହାଣୀ

ଉଇକିପିଡ଼ିଆ‌ରୁ
ମନୋଜ ଦାସଙ୍କ କଥା ଓ କାହାଣୀ  
ଲେଖକମନୋଜ ଦାସ
ମଲାଟ ଚିତ୍ରକରଅସିତ୍ ମୁଖାର୍ଜୀ
ଦେଶ ଭାରତ
ଭାଷାଓଡ଼ିଆ
ବିଭାଗଗଳ୍ପ ସଙ୍କଳନ
ପ୍ରକାଶକଫ୍ରେଣ୍ଡସ୍ ପବ୍ଲିଶର୍ସ୍,
ବିନୋଦ ବିହାରୀ, କଟକ[୧]
ପ୍ରକାଶ ତାରିଖ୧୯୭୧, ୧୯୭୬, ୧୯୮୧, ୧୯୮୪, ୧୯୯୧, ୧୯୯୬, ୨୦୦୦, ୨୦୦୩, ୨୦୦୯
ମାଧ୍ୟମ ପ୍ରକାରବନ୍ଧେଇ, ଛପାବହି
ପୃଷ୍ଠା୩୪୩
ISBN୮୧-୭୪୦୧-୧୧୧-୦

ମନୋଜ ଦାସଙ୍କ କଥା ଓ କାହାଣୀ ମନୋଜ ଦାସଙ୍କ ରଚିତ ଏକ ଗପ ସଙ୍କଳନ ।[୨] କଥାକାର ମନୋଜ ଦାସଙ୍କୁ ଏଥି ପାଇଁ ୧୯୭୨ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୩] ପୁସ୍ତକଟି ଅନ୍ୟ ଭାରତୀୟ ଭାଷା[୪] ଏବଂ ଇଂରାଜୀକୁ[୫] ମଧ୍ୟ ଅନୁବାଦିତ ହୋଇଛି ।

ସଙ୍କଳନରେ ଥିବା ଗଳ୍ପ ଗୁଡ଼ିକ[ସମ୍ପାଦନା]

  1. ଅପହୃତ ଟୋପିର ରହସ୍ୟ
  2. ବିହଙ୍ଗ
  3. ପ୍ରତ୍ୟାବର୍ତନ
  4. ଏକ ଚୋରିର ବୃତାନ୍ତ
  5. ବିଲେଇ
  6. ଲାଜକୁଳି ଲତା
  7. ଅନ୍ତରଙ୍ଗ ଦାନବ
  8. ସଉକ
  9. ଦୂର ନିର୍ଜନ ସୁର
  10. କୂଅ
  11. ଝଡର ଗତି ପଥେ
  12. ଅତିକ୍ରାନ୍ତ
  13. ସାତଜଣ ପ୍ରବୀଣ : ରାତ୍ରି ଓ ପ୍ରଭାତ
  14. ତରୁଣଗିରିର ତପସ୍ୱୀ ଓ ସାତଜଣ ପ୍ରବୀଣ
  15. ସେମାଙ୍କ ସମ୍ପର୍କରେ ଶେଷ ଖବର
  16. ନିଜନ ପୁରରେ କେତୋଟି ସନ୍ଧ୍ୟା
  17. ରାୟସିଂହର ଡାଏରୀ
  18. ସଂଗୋପନ କାହାଣୀ
  19. ଉପଗ୍ରହ
  20. ଭୁତକୋଠିରେ ଏକ ରାତି
  21. ହୃଦୟ ପରିବର୍ତ୍ତନ ସଂକ୍ରାନ୍ତିୟ ଏକ କାହାଣୀ
  22. ବିଷ କନ୍ୟାର କାହାଣୀ
  23. ଯାଯାବର ପୁତ୍ରର କାହାଣୀ
  24. ରାୟବାହାଦୂରଙ୍କ ନିଶ
  25. ଚୁପ୍ -ସଇତାନ
  26. ନାଗଲୋକ ପ୍ରତ୍ୟାଗତ
  27. ଜାଅଁଳା ଘାଇରକୁର୍ମ
  28. ତୃତୀୟ ପୁରୁଷ
  29. ମନୁଷ୍ୟ-ମର୍କଟ ସମ୍ବାଦ
  30. ବାବୁଲପୁରର ଷଣ୍ଢ
  31. ଅନେକ ଫୁଲ ଅନେକ
  32. ସୀତାପାଇଁ ବର
  33. ଲୁଲୁର୍ଭା ପର୍ବତରେ ଏକ ଦ୍ୱିପହର
  34. ଅବଶିଷ୍ଟ ପୃଥିବୀ
  35. ଚଳନ୍ତା କାହାଣୀ
  36. ଅଦୃଷ୍ଟ ମୁହୂର୍ତ୍ତ
  37. ଶଶକର ମନସ୍ତ୍ୱତ
  38. ବାଘ
  39. ସମୁଦ୍ରର କ୍ଷୁଧା
  40. ଆବିଷ୍କାର
  41. ପ୍ରତ୍ୟାଗତର କାହାଣୀ
  42. ସୂର୍ଯ୍ୟାସ୍ତର ରଙ୍ଗ
  43. ବନ୍ୟା
  44. କନ୍ୟା
  45. ନିଶାର୍ଦ୍ଧ
  46. ମହମବ ତୀ
  47. କୁତୁରୀ ନାନୀ
  48. ବିୟୋଗାନ୍ତକ
  49. ତିନୋଟି ମହାର୍ଘ ଭୋଟ୍
  50. ରବିବାସରୀୟ ସଙ୍ଗୀତ
  51. ଅନେକ ସ୍ମିତ ହସ
  52. ଆରଣ୍ୟକ
  53. ଶେଷ ବସନ୍ତର ଚିଠି
  54. ଜ ହ୍ନରାତିର ଗଳ୍ପ

ଆଧାର[ସମ୍ପାଦନା]

  1. P. Raja (1 January 1993). Many Worlds of Manoj Das. B.R. Publishing Corporation. ISBN 978-81-7018-761-5.
  2. National Book Trust (1997). Masterpieces of Indian literature. National Book Trust. ISBN 978-81-237-1978-8.
  3. କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ
  4. Manoj Das (1 January 1999). Manoj Dasak Katha O Kahini. Sahitya Akademi Publications. ISBN 978-81-260-0504-8.
  5. D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 27–. ISBN 978-81-260-2060-7.

ଆହୁରି ଦେଖନ୍ତୁ[ସମ୍ପାଦନା]