ପ୍ରଶାନ୍ତ କୁମାର ମହାନ୍ତି

ଉଇକିପିଡ଼ିଆ‌ରୁ
ପ୍ରଶାନ୍ତ କୁମାର ମହାନ୍ତି
Nationalityଭାରତୀୟ
Citizenshipଭାରତୀୟ
Occupation(s)ଲେଖକ, ଶିକ୍ଷାବିତ୍
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ସମ୍ମାନ, ୨୦୧୨

ପ୍ରଶାନ୍ତ କୁମାର ମହାନ୍ତି ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଅନୁବାଦ, ନାଟ୍ୟକାର ଓ ଶିକ୍ଷାବିତ୍ । ସେ ୧୨ଟି ଗୁଜରାଟି ପୁସ୍ତକକୁ ଓଡ଼ିଆରେ ଅନୁବାଦ କରିବା ସହିତ ଦୁଇଟି ଓଡ଼ିଆ ପୁସ୍ତକକୁ ମଧ୍ୟ ଗୁଜରାଟି ଭାଷାରେ ଅନୁବାଦ କରିଛନ୍ତି ।[୧] ସେ ପଙ୍କଜ ବିଷ୍ଟଙ୍କର ହିନ୍ଦୀ ଉପନ୍ୟାସ 'ଉସ୍ ଚିଡ଼ିଆ କା ନାମ୍'କୁ ଓଡ଼ିଆରେ ଅନୁବାଦ କରି ୨୦୧୨ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ (ଅନୁବାଦ) ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ।

ସେ ଶିଶୁ ସାହିତ୍ୟିକ ଭାରେ ଲେଖନୀ ଚାଳନା ଆରମ୍ଭ କରିଥିଲେ । ଛାତ୍ର ଜୀବନରୁ ହିଁ ଲେଖିବା ଆରମ୍ଭ ହୋଇଥିଲା ତାଙ୍କର । ପରବର୍ତ୍ତୀ ସମୟରେ ସେ ଗୁଜରାଟି ସାହିତ୍ୟରେ ଡିପ୍ଲୋମା କରିବା ପରେ ଅନୁବାଦ ଆରମ୍ଭ କରିଥିଲେ । ସେ କିଛି ନାଟକ ମଧ୍ୟ ରଚନା କରିଛନ୍ତି ।[୧]

ରଚନାବଳୀ[ସମ୍ପାଦନା]

ଅନୁବାଦ[ସମ୍ପାଦନା]

ସମ୍ମାନ ଓ ପୁରସ୍କାର[ସମ୍ପାଦନା]

ଆଧାର[ସମ୍ପାଦନା]

  1. ୧.୦ ୧.୧ "ସାକ୍ଷାତକାରରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶିଷ୍ଟ ଅନୁବାଦକ : ପ୍ରଶାନ୍ତ କୁମାର ମହାନ୍ତି". Rayshree tv Odisha. Retrieved 12 July 2022.
  2. "AKADEMI TRANSLATION PRIZES (1989-2021)". www.sahitya-akademi.gov.in. Sahitya Akademi. Archived from the original on 12 July 2022. Retrieved 12 July 2022.