| କ୍ରମାଙ୍କ |
ନାମ |
ନିର୍ଦ୍ଦେଶକ |
ଅଭିନେତା |
ମୁକ୍ତିଲାଭ ତାରିଖ |
|
୨୦୨୨ |
| ୧ |
ସାହାଣୀ ଘର କାହାଣୀ |
ନିରଞ୍ଜନ ବେହେରା |
ଲିପ୍ସା ମିଶ୍ର, ମହାଶ୍ୱେତା ରାୟ, ଜୀବନ ପଣ୍ଡା |
୨ ଜାନୁଆରୀ |
| ୨ |
ଭିଜା ମାଟିର ସ୍ୱର୍ଗ |
ମନମୋହନ ମହାପାତ୍ର |
ମିହିର ଦାସ, ଗାର୍ଗୀ ମହାନ୍ତି, ବିଜୟିନୀ ମହାନ୍ତି |
୧୩ ଜାନୁଆରୀ |
| ୩ |
ଅନାମିକା ନାୟିକା |
ଅଶୋକ ପତି |
ଦେବାଶିଷ ପାତ୍ର, ପ୍ରିୟା ଚୌଧୁରୀ, ଏଲିନା ସାମନ୍ତରାୟ |
୧୬ ଜାନୁଆରୀ |
| ୪ |
ହଉ ହଉ ହେଇଗଲାରେ |
ରମେଶ ରାଉତ |
ରାଜ ରାଜେଶ ପଣ୍ଡା, ରିୟା ଦେ, ପିଣ୍ଟୁ ନନ୍ଦ, ଅକ୍ଷୟ ବସ୍ତିଆ, ପିଙ୍କି ପ୍ରଧାନ, ଶ୍ୱେତା ଆଚାର୍ଯ୍ୟ |
୨୧ ଜାନୁଆରୀ |
| ୫ |
ଫୋର୍ |
ଅଭିଶେକ ସ୍ୱାଇଁ |
ପାର୍ଥସାରଥୀ ରାୟ, ସତ୍ୟ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସ୍ୱସ୍ତିକ ଚୌଧୁରୀ |
୨୮ ଜାନୁଆରୀ |
| ୬ |
ସମାପାଜୁର ରଘୁ |
ଚିନ୍ମୟ ମିଶ୍ର |
ମନୋଜ ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ପାର୍ଥସାରଥୀ ରାୟ, ଦେବଯାନୀ |
୩୦ ଜାନୁଆରୀ |
| ୭ |
ମିଷ୍ଟର କହ୍ନେୟା |
ରମେଶ ରାଉତ |
ପପୁ ପମ ପମ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ପ୍ରଦ୍ୟୁମ୍ନ ଲେଙ୍କା |
୪ ଫେବୃଆରୀ |
| ୮ |
କ୍ରେଜି-୪ |
ସମ୍ରାଜ |
ଅଭିଶେକ ରଥ, ସୂର୍ଯ୍ୟମୟୀ ମହାପାତ୍ର, ସୁଭାଶିଷ ଶର୍ମା, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ |
୬ ଫେବୃଆରୀ |
| ୯ |
ଅଧାଲେଖା ଗପ |
ସୁଧାଂଶୁ ମୋହନ ସାହୁ |
ଅଭିଶେକ ଗିରି, ସ୍ୱସ୍ତିକ ମିଶ୍ର, ଚୋଧୁରୀ ବିକାଶ ଦାସ |
୧୩ ଫେବୃଆରୀ |
| ୧୦ |
କୁରୁକ୍ଷେତ୍ର |
ଅଶ୍ୱିନୀ ତ୍ରିପାଠୀ |
ସମରେଶ ରାଉତରାୟ, ଆକାଶ ଦାସନାୟକ, ତମନ୍ନା ବ୍ୟାସ |
୧୩ ଫେବୃଆରୀ |
| ୧୧ |
ମନ ମୋର କାଗଜ ଗୁଡ଼ି |
ଦେବଜ୍ୟୋତି ପାତ୍ର |
ରାକେଶ ଦେଓ, ଭୂମିକା ଦାଶ, ପ୍ରୀତିରାଜ ଶତପଥୀ |
୪ ମାର୍ଚ୍ଚ |
| ୧୨ |
ଲଗାମ୍ |
ପୀନୁ ନାୟକ |
ଅମ୍ଳାନ ଦାସ, ତମନ୍ନା ବ୍ୟାସ, ବବି ମିଶ୍ର, ହରିହର ମହାପାତ୍ର |
୬ ମାର୍ଚ୍ଚ |
| ୧୩ |
ପାଣିଗ୍ରହଣ |
ହିମାଂଶୁ ପରିଜା |
ଅଭିଶେକ ରଥ, ସୂର୍ଯ୍ୟମୟୀ ମହାପାତ୍ର, ପୃଥ୍ୱୀରାଜ ନାୟକ, ମହାଶ୍ୱେତା ରାୟ |
୨୦ ମାର୍ଚ୍ଚ |
| ୧୪ |
ସୁନୟନା |
ମୃତ୍ୟୁଞ୍ଜୟ ସାହୁ |
ପ୍ରଦୀପ କୁମାର ସାହୁ, ଜାଗୃତି ରଥ |
୩ ଅପ୍ରେଲ |
| ୧୫ |
ଦିଦି ନମସ୍କାର |
ମୃତ୍ୟୁଞ୍ଜୟ ସାହୁ |
ଶୀତଲ ପାତ୍ର, ଶାଶ୍ୱତ, ସୋମା ଭୌମିକ |
୧୭ ଅପ୍ରେଲ |
| ୧୬ |
ଯଥା ରାବଣସ୍ୟ ମନ୍ଦୋଦରୀ |
ପୀନୁ ନାୟକ |
ଦୀପକ ବାରିକ, ଲିପିକା ସେନାପତି, ରାକ୍ଷୀ ଦାଶ, ଚୌଧୁରୀ ଜୟପ୍ରକାଶ ଦାସ, |
୧ ମଇ |
| ୧୭ |
ଡିଟେକ୍ଟିଭ୍ କରନ୍ ଅର୍ଜୁନ |
ଅଶ୍ୱିନୀ ଗଡ଼ନାୟକ |
ପପୁ ପମ ପମ, ପ୍ରଜ୍ଞା ଖଟୁଆ, ଲିପ୍ସା ମିଶ୍ର, କୁନା ତ୍ରିପାଠୀ, ଜୀବନ ପଣ୍ଡା |
୧୫ ମଇ |
| ୧୮ |
କୋଉ ଆକାଶର ଜହ୍ନ ତୁ |
ରାଜେନ୍ଦ୍ର ମହନ୍ତ |
ସୁଭାଶିଷ ଶର୍ମା, ଦିବ୍ୟା ମହାନ୍ତି, ସରୋଜ ଦାସ |
୧୫ ମଇ |
| ୧୯ |
ଆଉ ଗୋଟେ ଲଭ୍ ଷ୍ଟୋରୀ |
ସଞ୍ଜୟ ନାୟକ |
ଜ୍ୟୋତି ରଞ୍ଜନ ନାୟକ, ଭୂମିକା ଦାଶ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା |
୨୦ ମଇ |
| ୨୦ |
ଲଭ୍ ଫିଭର୍ |
ଚନ୍ଦନ ଜେନା |
ରାଜବୀର ଶଙ୍କର ଦେଓ, ବନ୍ଦନା ପରମାଣିକ, ଅସୀତ ପତି, ଅଶ୍ରୁମୋଚନ ମହାନ୍ତି |
୨୦ ମଇ |
| ୨୧ |
ପ୍ରେମ ଏଟିଏମ୍ |
ସୁଧାଂଶ ମୋହନ ସାହୁ |
ପ୍ରଦୀପ ଦତ୍ତ, ଦିବ୍ୟା ମହାନ୍ତି, ଲିପିକା ସେନାପତି |
୨୭ ମଇ |
| ୨୨ |
ଦୃଷ୍ଟିକୋଣ |
ସୁଶାନ୍ତ ମଣି |
ଏଲିନା ସାମନ୍ତରାୟ, ଶୁଭଶ୍ରୀ ନାଏକ, ହର ରଥ, ହରପ୍ରସାଦ ଦାସ |
୨୭ ମଇ |
| ୨୩ |
କୁକୁଡ଼ା ଚୋର |
ଆନନ୍ଦ କୁମାର |
ଶୁଭେନ୍ଦୁ ପାଢ଼ୀ, ପ୍ରଜ୍ଞା, ସୁମନ |
୨୭ ମଇ |
| ୨୪ |
ଭାବେ ସିନା କହିପାରେନା |
ଅସୀତ ପତି |
ଅଭିଶେଖ ରଥ, ଅର୍ଚ୍ଚିତା ମହାନ୍ତି, ଦୁଷ୍ମନ୍ତ ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ |
୧ ଜୁନ |
| ୨୫ |
ପ୍ରେମମ୍ |
ତାପସ ସରଘରିଆ |
ବାବୁଶାନ୍, ପ୍ରକୃତି ମିଶ୍ର, ସିଦ୍ଧାନ୍ତ ମହାପାତ୍ର, ସାତ୍ୟକି ମିଶ୍ର |
୩ ଜୁନ |
| ୨୬ |
ଦିଲ୍ ମୋର ମାନେନା |
ଚଣ୍ଡୀ ପରିଜା |
ସ୍ୱରାଜ ବାରିକ, ଶିବାନୀ ସଙ୍ଗୀତା, ସଲିଲ ମିତ୍ର, ମିହିର ଦାସ |
୧୦ ଜୁନ |
| ୨୭ |
ଗୁପ୍ଚୁପ୍ |
ପୃଥ୍ୱୀରାଜ ପଟ୍ଟନାୟକ |
ଅମ୍ଳାନ ଦାସ, ସନ୍ମିରା ନାଗେଶ, ଶୈଳେନ୍ଦ୍ର ସାମନ୍ତରାୟ, ପପୁ ପମ ପମ |
୧୦ ଜୁନ |
| ୨୮ |
ବିଶ୍ୱନାଥ |
ବବିଲି କିରଣ |
ସମ୍ବିତ ଆଚାର୍ଯ୍ୟ, ସମ୍ଭାବନା ମହାନ୍ତି, ମିହିର ଦାସ, ପିଣ୍ଟୁ ନନ୍ଦ, ରାଇମୋହନ |
୧୨ ଜୁନ |
| ୨୯ |
ଚୋରଣୀ ୨ |
ମୃତ୍ୟୁଞ୍ଜୟ ପାତ୍ର |
ସୂର୍ଯ୍ୟମୟୀ ମହାପାତ୍ର ଓ ଅଭିଶେକ ପଣ୍ଡା, ପିଣ୍ଟୁ ନନ୍ଦ, ଅଶୋକ ଦାଶ |
୧୨ ଜୁନ |
| ୩୦ |
ମୋ ପଣତକାନୀରେ ତୁ |
ପୀନୁ ନାୟକ |
ଜ୍ୟୋତି ପ୍ରକାଶ ପଣ୍ଡା, ଶ୍ରଦ୍ଧା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର, ମହାଶ୍ୱେତା ରାୟ |
୧୨ ଜୁନ |
| ୩୧ |
ଏକା ତୁ ଏକା ମୁଁ |
ସୁଧାଂଶୁ ମୋହନ ସାହୁ |
ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ପ୍ରଦ୍ୟୁମ୍ନ ଲେଙ୍କା, ଭୂପତି ତ୍ରିପାଠୀ |
୧୪ ଜୁନ |
| ୩୨ |
ନଟରାଜ ୦୦୯ |
ଭକ୍ତ ପ୍ରସାଦ ବାରିକ |
ଉମାକାନ୍ତ ବାରିକ, ଟ୍ୱିଙ୍କଲ୍, ଜୟୀରାମ ସାମଲ |
୨୨ ଜୁନ |
| ୩୩ |
ବିଦ୍ୟାରାଣ |
ଜ୍ୟୋତି ଦାସ |
ବାବୁଶାନ୍, ଶିବାନୀ ସଙ୍ଗୀତା, ଉତ୍ତମ ମହାନ୍ତି, ସୋମା ଭୌମିକ |
୧ ଜୁଲାଇ |
| ୩୪ |
ପ୍ରତିଜ୍ଞା |
ଗୋପାଳ ପଟ୍ଟନାୟକ |
ରବି ପ୍ରସାଦ ପାତ୍ର, ଏମ୍. ଡି. ବବୁଲ, ରୋହିତ, ମେଘା |
୭ ଜୁଲାଇ |
| ୩୫ |
ଲାଗେ ପ୍ରେମ ନଜର |
ଦିଲ୍ଲୀପ ପଣ୍ଡା |
ଅମ୍ଳାନ ଦାସ, ପ୍ରିୟା ଚୌଧୁରୀ, ରିୟା ଦେ, ରାଗିଣୀ ସୁତ୍ରଧାର, ରାକେଶ ଦେଓ, ବବି ମିଶ୍ର, ପପି ସନ୍ତୁକା |
୮ ଜୁଲାଇ |
| ୩୬ |
ଆସ୍ତିକ ନାସ୍ତିକ |
ସୁଧାଂଶ ମୋହନ ସାହୁ |
ବୁଦ୍ଧାଦିତ୍ୟ ମହାନ୍ତି, ସୁପ୍ରିୟା ନାୟକ, କୁକିସ୍ ସ୍ୱାଇଁ, ଅଭିଶେକ ଗିରି, ଶୁଭମ |
୧୦ ଜୁଲାଇ |
| ୩୭ |
ଦିଲ୍ରେ ଅଛି ତୋ'ରି ନାଁ |
ତ୍ରିପତି ସାହୁ |
ସମ୍ବିତ ଆଚାର୍ଯ୍ୟ, ଅନୁରାଧା ପାଣିଗ୍ରାହୀ, ପ୍ରିୟଙ୍କା ପାଣିଗ୍ରାହୀ, ପ୍ରଦ୍ୟୁମ୍ନ ଲେଙ୍କା |
୧୫ ଜୁଲାଇ |
| ୩୮ |
କହିବିନି ତତେ ଆଇ ଲଭ୍ ୟୁ |
ଲୁବୁନ୍-ଟୁବୁନ୍ |
ଲୁବୁନ୍, ସୋନା, ମନସ୍ୱିନୀ, ଅର୍ପିତା କର, ସରୋଜ ଦାସ, ପୁଷ୍ପା ପଣ୍ଡା, ମିଲି ମହାନ୍ତି |
୧୭ ଜୁଲାଇ |
| ୩୯ |
ବାଏ ବାଏ ଦିଲ୍ |
କୁନାଲ ପଟ୍ଟନାୟକ |
ରାଜ୍, ପଲ୍ଲବୀ, ପ୍ରୀତିରାଜ ଶତପଥୀ, ଜୀବନ ପଣ୍ଡା |
୩୧ ଜୁଲାଇ |
| ୪୦ |
ଶେଷ ରାତି |
ଅମରେଶ ପତି |
ଦେବାଶିଷ ପାତ୍ର, ରିୟା ଦେ, ଶୁଭାଙ୍ଗି ଜେନା, ଦେବୁ ବ୍ରହ୍ମା, ଉଷସୀ ମିଶ୍ର |
୫ ଅଗଷ୍ଟ |
| ୪୧ |
ହାଏ କୃଷ୍ଣ |
ହାପି ଚନ୍ଦନ |
ଶୈଳେନ୍ଦ୍ର ସାମନ୍ତରାୟ, ଜସ୍ମିନ ରଥ, ମନୋଜ ମିଶ୍ର, ସୁକାନ୍ତ ରଥ, ଶ୍ୱେତା ଆଚାର୍ଯ୍ୟ, ରାକ୍ଷୀ ଦାଶ |
୧୪ ଅଗଷ୍ଟ |
| ୪୨ |
କିଛି କହିବାର ଅଛି |
ତାପସ ସରଘରିଆ |
ସିଦ୍ଧାନ୍ତ ମହାପାତ୍ର, ରିୟା ଦେ, ହରିହର ମହାପାତ୍ର, ପ୍ରିୟଙ୍କା ମହାପାତ୍ର |
୧୫ ଅଗଷ୍ଟ |
| ୪୩ |
ଏଇ ରାକ୍ଷୀ ତୋ' ରକ୍ଷା କବଚ |
ସଞ୍ଜୟ ନାୟକ |
ରିଶି, ରାଜଦୀପ, ବିକ୍ରମ, ଅନନ୍ୟା, ସୋନାକ୍ଷୀ |
୨୧ ଅଗଷ୍ଟ |
| ୪୪ |
ମାୟାବୀ |
ସୁଧାଂଶ ମୋହନ ସାହୁ |
ଅମ୍ଳାନ ଦାସ, ଭୂମିକା ଦାଶ, ଆର୍ଲିନ ଅଙ୍କିତା |
୨୬ ଅଗଷ୍ଟ |
| ୪୫ |
କିସ୍ ମିସ୍ |
ସୁଶାନ୍ତ ମଣି |
ସ୍ୱରାଜ ବାରିକ, ଶିବାନୀ ସଙ୍ଗୀତା, ପୃଥ୍ୱୀରାଜ ନାୟକ, ନୀତୁ ସିଂହ |
୩୧ ଅଗଷ୍ଟ |
| ୪୬ |
ମହାବାହୁ |
ଶ୍ରୀତମ ଦାସ |
ଆକାଶ ଦାସନାୟକ, ପୁନମ ମିଶ୍ର, ତନୁଶ୍ରୀ ଦାସ, ଶ୍ରୀତମ ଦାସ, ଉଷସୀ ମିଶ୍ର, ହରିହର ମହାପାତ୍ର |
୨ ସେପ୍ଟେମ୍ବର |
| ୪୭ |
ଏଡିୟୁ ଗୋଦାର |
ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ |
ଚୌଧୁରୀ ବିକାଶ ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ସୁଧାଶ୍ରୀ ମଧୁସ୍ମିତା |
୨ ସେପ୍ଟେମ୍ବର |
| ୪୮ |
ଚୁମ୍କି ସେ' ତ ପାଣିରେ ବୁଡ଼ିବ ନାହିଁକି |
ଗିରିଶ ମହାନ୍ତି |
ଶ୍ରେୟାନ ନାୟକ, ଉପାସନା ମହାନ୍ତି, ପ୍ରଦ୍ୟୁମ୍ନ ଲେଙ୍କା, ପୁଷ୍ପା ପଣ୍ଡା, ଜ୍ୟୋତି ମିଶ୍ର |
୧୬ ସେପ୍ଟେମ୍ବର |
| ୪୯ |
ଫେରି ଆସୁଥିବି କୋଳକୁ ତୋ'ର |
ସଞ୍ଜୟ ନାୟକ |
ଜ୍ୟୋତିପ୍ରକାଶ ପଣ୍ଡା, ପୁନମ ମିଶ୍ର, ବିରେନ ମିଶ୍ର, ରବି ମିଶ୍ର |
୧୮ ସେପ୍ଟେମ୍ବର |
| ୫୦ |
ବାଳୀ - ଦ ସେଭିଅର୍ |
କେ. ମୂରଲୀକ୍ରିଷ୍ଣା |
ସୂର୍ଯ୍ୟକାନ୍ତ ସାମଲ, ମାମା ସାମଲ, ମନୋଜ ମିଶ୍ର, ଅଶ୍ରୁମୋଚନ ସାମଲ, ସ୍ମିତା ମହାନ୍ତି |
୨୩ ସେପ୍ଟେମ୍ବର |
| ୫୧ |
ତିତ୍ଲି |
ଏସ୍.କେ. ମୂରଲୀଧରନ |
ତୁଷାର କେ. ସିହ୍ନା, ଦିବ୍ୟାସାନ୍ତା ମହାନ୍ତି, ମିହିର ଦାସ, ପ୍ରୀତିରାଜ ଶତପଥୀ, ପ୍ରତିଭା ପଣ୍ଡା |
୩୦ ସେପ୍ଟେମ୍ବର |
| ୫୨ |
କ୍ୟାପିଟାଲ୍ ଟକିଜ୍ |
|
|
|
| ୫୩ |
ମହିଷାସୁର |
ମୃତ୍ୟୁଞ୍ଜୟ ସାହୁ |
ଅର୍ଚ୍ଚିତା ସାହୁ, ବବି ମିଶ୍ର, ବିରଞ୍ଚି |
୫ ଅକ୍ଟୋବର (ଓଟିଟି)
୯ ଅକ୍ଟୋବର (ଟିଭି) |
| ୫୪ |
ପ୍ରେମରେ ରିସ୍କ ହେଲା ମୋତେ ଇସ୍କ |
କେ. ମୂରଲୀକ୍ରିଷ୍ଣା |
ଶୈଳେନ୍ଦ୍ର ସାମନ୍ତରାୟ, ଦିବ୍ୟା ମହାନ୍ତି, ରତନ ମେହେର, ରବି ମିଶ୍ର |
୯ ଅକ୍ଟୋବର |
| ୫୫ |
ଓଏ ଅଞ୍ଜଲି |
ରାମଶଙ୍କର |
ସ୍ୱରାଜ ବାରିକ, ମାନଭି ପଟେଲ, ଶ୍ରେୟାନ ନାୟକ, ଯୋଗେଶ ଜୋଜୋ |
୧୪ ଅକ୍ଟୋବର |
| ୫୬ |
ତୃଷ୍ଣା |
ସୁରେଶ ପଟ୍ଟନାୟକ |
ଶୈଳେନ୍ଦ୍ର ସାମନ୍ତରାୟ, ସମରେଶ ରାଉତରାୟ, ଅଭିଶେକ ଗିରି, ଲିପ୍ସା ମିଶ୍ର, ସୂର୍ଯ୍ୟମୟୀ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା |
୧୪ ଅକ୍ଟୋବର |
| ୫୭ |
ଅଳ୍ପ ଦିନର ଗଳ୍ପ |
ଅଶୋକ ପତି |
ଜ୍ୟୋତି ରଞ୍ଜନ ପଣ୍ଡା, ସାୟଲ ବାନାର୍ଜୀ, ରତନ ମେହେର, ଧରିତ୍ରୀ ଖଣ୍ଡୁଆଳ, ମାମୁନି ପଣ୍ଡା |
୧୬ ଅକ୍ଟୋବର |
| ୫୮ |
ରୁଦ୍ରାଣୀ |
କେ. ମୂରଲୀକ୍ରିଷ୍ଣା |
ଝିଲିକ୍ ଭଟ୍ଟାଚାର୍ଯ୍ୟ, ସୁବାଶିଷ ଶର୍ମା, ଟୁଟୁ ନାଏକ, ବବି ମିଶ୍ର, ପିଣ୍ଟୁ ନନ୍ଦ |
୨୧ ଅକ୍ଟୋବର |
| ୫୯ |
ତୁ ମୋର ଓକେ |
ମୃତ୍ୟୁଞ୍ଜୟ ସାହୁ |
ଜ୍ୟୋତି ରଞ୍ଜନ ନାୟକ, ଶୀତଲ ପାତ୍ର, ଉଷସୀ ମିଶ୍ର, ପିଣ୍ଟୁ ନନ୍ଦ |
୨୧ ଅକ୍ଟୋବର |
| ୬୦ |
ଆମେ ତ ମିଡିଲ୍ କ୍ଲାସ୍ |
ରାସେଶ ମହାନ୍ତି |
ଅଶ୍ରୁମୋଚନ ମହାନ୍ତି, ମହାପ୍ରସାଦ କର, ସୁଭାଶିଷ ଶର୍ମା |
୨୨ ଅକ୍ଟୋବର |
| ୬୧ |
ଦମନ |
ବିଶାଲ ମୋୖରୟା
ଦେବୀ ପ୍ରସାଦ ଲେଙ୍କା |
ବାବୁଶାନ ମହାନ୍ତି , ଦୀପନ୍ୱିତ ଦାଶମହାପାତ୍ର |
୪ ନଭେମ୍ବର |
| ୬୨ |
ପାରିକରିବେ ଭୋଳାଶଙ୍କର |
ମୃତ୍ୟୁଞ୍ଜୟ ସାହୁ |
ଦୀପକ ବାରିକ, ସସ୍ମିତା ପିୟାଲି ସାହୁ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ବୀଣା ମହାରଣା |
୬ ନଭେମ୍ବର |
| ୬୩ |
ସହରୀ ବାଘ |
ରାମଣା ମୋଗୁଲି |
ସମ୍ବିତ ଆଚାର୍ଯ୍ୟ, ପବାଣୀ, ପୃଥ୍ୱୀରାଜ ନାୟକ, ସଞ୍ଜୟ ମହାନନ୍ଦ |
୧୧ ନଭେମ୍ବର |
| ୬୪ |
ବିଛାଗ୍ୟାଙ୍ଗ୍ |
ସଞ୍ଜୟ ନାୟକ |
ଦୀପକ ବାରିକ, ଅର୍ଲିନ ଅଙ୍କିତା, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ, କ୍ରିଷ୍ଣା କର |
୨୦ ନଭେମ୍ବର |
| ୬୫ |
ପ୍ରତୀକ୍ଷା |
ଅନୁପମ ପଟ୍ଟନାୟକ |
ଦୀପନ୍ୱିତ ଦାଶମହାପାତ୍ର, ବର୍ଷା ପଟ୍ଟନାୟକ, ଚୌଧୁରୀ ଜୟପ୍ରକାଶ ଦାସ |
୨ ଡିସେମ୍ବର |
| ୬୬ |
ପୋଲିସ୍ ବାବୁ |
ଶୈଳେନ୍ଦ୍ର ପରିଡ଼ା |
ସୁଭାଶିଷ ଶର୍ମା, ସାୟଲ୍ ବାନାର୍ଜୀ, କ୍ରିଷ୍ଣା କର, ପିଣ୍ଟୁ ନନ୍ଦ |
୧୧ ଡିସେମ୍ବର |
| ୬୭ |
ଲାଇଫ୍ରେ କିଛି ବି ହେଇପାରେ |
ତ୍ରିପତି ସାହୁ |
ସମ୍ବିତ ଆଚାର୍ଯ୍ୟ, ପୁନମ ମିଶ୍ର, ସାତ୍ୟକି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ଚୌଧୁରୀ ବିକାଶ ଦାସ |
୧୧ ଡିସେମ୍ବର |
| ୬୮ |
ମୁଖା |
ସୁଧାଂଶ ମୋହନ ସାହୁ |
ଜଗଜିତ ପାଲ୍, ଅର୍ଲିନ ଅଙ୍କିତା, ପିଣ୍ଟୁ ନନ୍ଦ |
୧୧ ଡିସେମ୍ବର |
| ୬୯ |
ପ୍ରସ୍ଥାନମ୍ |
ରାଜା ଡି |
ଅମ୍ଳାନ ଦାସ, ଶ୍ରଦ୍ଧା ପାଣିଗ୍ରାହୀ, ମିହିର ଦାସ, ମନୋଜ ମିଶ୍ର, ପାର୍ଥସାରଥୀ ରାୟ |
୧୬ ଡିସେମ୍ବର |
| ୭୦ |
ତୋ ନା'ର ମାନେ ହଁ |
ସୁଧାଂଶୁ ମୋହନ ସାହୁ |
ସମ୍ବିତ ଆଚାର୍ଯ୍ୟ, ରିୟା ଦେ, କାବ୍ୟା କିରଣ, ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ |
୨୫ ଡିସେମ୍ବର |
| ୭୧ |
ଡିଅର୍ ଲଭ୍ |
ଅଶ୍ୱିନୀ ତ୍ରିପାଠୀ |
ଗୁରୁଦେବ ମହାରଥି, ତମନ୍ନା ବ୍ୟାସ, ସମରେଶ ରାଉତରାୟ |
୨୫ ଡିସେମ୍ବର |
| ୭୨ |
ଲାଲ ଓଢ଼ଣି |
କପିଳାଶ ଭୂୟାଁ |
ସତ୍ୟଜ୍ୟୋତି, ମନିଶୀତା, ଅଜିତ ଦାସ, ଅନିତା ଦାସ, ଶ୍ୱେତା ଆଚାର୍ଯ୍ୟ |
୨୮ ଡିସେମ୍ବର |
| ୭୩ |
ବୋଉର ହାତବାକ୍ସ |
ନାରାୟଣ ପତି |
ନାରାୟଣ ପତି, ଶୁଭଶ୍ରୀ ସବିତା ପଲେଇ, ରାଜେଶ ପଣ୍ଡା, ଲୋପାମୁଦ୍ରା ମିଶ୍ର |
୩୦ ଡିସେମ୍ବର |