ଦିଲ୍ ମୋର ମାନେନା

ଉଇକିପିଡ଼ିଆ‌ରୁ
ଦିଲ୍ ମୋର ମାନେନା
ନିର୍ଦ୍ଦେଶକହିମାଂଶୁ ପରିଜା
ପ୍ରଯୋଜକବାପୁନ କୁମାର, ଛବିତା ମାର୍ଥା
ସଂଳାପବିଜୟ ରାଉଳ
ଚିତ୍ରନାଟ୍ୟହିମାଳୟ ପୃଷ୍ଟି
କାହାଣୀହିମାଂଶୁ ପରିଜା
କଳାକାରସ୍ୱରାଜ ବାରିକ
ଶିବାନୀ ସଙ୍ଗୀତା
ହରିହର ମହାପାତ୍ର
ସଲିଲ ମିତ୍ର
ମିହିର ଦାସ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣଶୁଭମ
ସମ୍ପାଦକରାଜେଶ ଦାସ
ମୁକ୍ତିଲାଭ ତାରିଖ
୧୦ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଦିଲ୍ ମୋର ମାନେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ବାପୁନ କୁମାର ଓ ଛବିତା ମାର୍ଥା ।[୨] ବିଜୟ ରାଉଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୩] ନିର୍ଦ୍ଦେଶକ ହିମାଂଶୁ ପରିଜା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୪] ସଙ୍ଗୀତକାର ପ୍ରେମ ଆନନ୍ଦ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସ୍ୱରାଜ ବାରିକ ଓ ଶିବାନୀ ସଙ୍ଗୀତା ।[୫][୬] ହରିହର ମହାପାତ୍ର, ସଲିଲ ମିତ୍ର, ମିହିର ଦାସ, ଜୀବନ ପଣ୍ଡା, ବିଦୁସ୍ମିତା, ଉଷସୀ ମିଶ୍ର, ଶ୍ରୀଧର ମାର୍ଥା ଆଦି କଳାକାରମାନ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୭] ଏହି କଥାଚିତ୍ରଟିର ୨୦୨୨ ମସିହାର ଜୁନ ୧୦ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

  • ସ୍ୱରାଜ ବାରିକ
  • ଶିବାନୀ ସଙ୍ଗୀତା
  • ହରିହର ମହାପାତ୍ର
  • ସଲିଲ ମିତ୍ର
  • ମିହିର ଦାସ
  • ଜୀବନ ପଣ୍ଡା
  • ବିଦୁସ୍ମିତା
  • ଉଷସୀ ମିଶ୍ର
  • ଶ୍ରୀଧର ମାର୍ଥା[୭]
  • ଗୁଡ୍ଡୁ
  • ଅମର

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨] ନିର୍ମଳ ନାୟକ, ଅରୁଣ ମନ୍ତ୍ରୀ, ବସନ୍ତରାଜ ସାମଲ, ସୁବ୍ରତ ସ୍ୱାଇଁ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ବିଶ୍ୱଜିତ ମହାପାତ୍ର, ଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."କାହିଁକି ହେଲା"ସୁବ୍ରତ ସାଇଁସବିଶେଷ ମିଶ୍ର, ଅନନ୍ୟା ଶ୍ରୀତମ ନନ୍ଦ୦୪:୩୨
2."ଝୁଲ୍ ବେବି ଝୁଲ୍"ନିର୍ମଳ ନାୟକଆଶୁତୋଷ ମହାନ୍ତି, ଦୀପ୍ତିରେଖା ପାଢ଼ୀ 
3."ଦିଲ୍ ମୋର ମାନେନା"ବସନ୍ତରାଜ ସାମଲହ୍ୟୁମାନ ସାଗର, ଅନନ୍ୟା ଶ୍ରୀତମ ନନ୍ଦ୦୩:୪୩
4."ତୋର ହାଲ୍କା ହାଲ୍କା ହସ"ସୁବ୍ରତ ସାଇଁହ୍ୟୁମାନ ସାଗର, ଦୀପ୍ତିରେଖା ପାଢ଼ୀ୦୫:୦୪

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ୨.୦ ୨.୧ "ଆଜି ମୁକ୍ତିଲାଭ କରୁଛି ସ୍ୱରାଜ-ଶିବାନୀ ଯୋଡ଼ିର 'ଦିଲ୍ ମୋର ମାନେନା' | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 10 June 2022. Archived from the original on 11 June 2022. Retrieved 11 June 2022.
  3. "ସିନେ ଦୁନିଆରେ ରଜ ଉତ୍ସବ, ଫିଲ୍ମ ଫ୍ରାଇଡେ ରିଲିଜ୍‌ କଲା 'ଦିଲ୍‌ ମୋର ମାନେନା' ଓ 'ଗୁପ୍‌ଚୁପ୍‌'". Prameya. ଭୁବନେଶ୍ୱର. 10 June 2022. Archived from the original on 11 June 2022. Retrieved 11 June 2022.
  4. ୪.୦ ୪.୧ Dil Mora Manena Movie: Showtimes, Review, Trailer, Posters, News & Videos | eTimes, retrieved 2022-06-11
  5. "ପାଖେଇ ଆସୁଛି ରଜ, ଚାରିଆଡେ ଉତ୍ସବର ମାହୋଲ୍". Argus News. 9 June 2022. Archived from the original on 11 June 2022. Retrieved 11 June 2022.
  6. "ଏବେଠୁ ରଜ ସଜବାଜ". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.
  7. ୭.୦ ୭.୧ "ରଜରେ କରିବ ରାଜ୍: ରିଲିଜ ହେଲା ଓଡ଼ିଆ ଚଳଚ୍ଚିତ୍ର 'ଦିଲ୍ ମୋର ମାନେନା' | Kanak News". Kanak News. kanaknews.com. 10 June 2022. Archived from the original on 11 June 2022. Retrieved 11 June 2022.

ବାହାର ଆଧାର[ସମ୍ପାଦନା]