ଭାବେ ସିନା କହିପାରେନା

ଉଇକିପିଡ଼ିଆ‌ରୁ
ଭାବେ ସିନା କହିପାରେନା
ନିର୍ଦ୍ଦେଶକଅସୀତ ପତି
ପ୍ରଯୋଜକପଙ୍କଜ ରାଉତ
ସଂଳାପଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରନାଟ୍ୟଚିନ୍ମୟ ଦାସ ପଟ୍ଟନାୟକ
କାହାଣୀଚିନ୍ମୟ ଦାସ ପଟ୍ଟନାୟକ
କଳାକାରଅଭିଶେକ ରଥ
ଅର୍ଚ୍ଚିତା ମହାନ୍ତି
ଦୁଷ୍ମନ୍ତ ପଣ୍ଡା
ପ୍ରଦ୍ୟୁମ୍ନ ଲେଙ୍କା
ସଙ୍ଗୀତଚିନ୍ମୟ ଦାସ ପଟ୍ଟନାୟକ
ଚିତ୍ରଗ୍ରହଣଚିତ୍ତ ବିଶ୍ୱାଳ
ସମ୍ପାଦକଅମିୟ
ମୁକ୍ତିଲାଭ ତାରିଖ
୧ ଜୁନ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଭାବେ ସିନା କହିପାରେନା ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପଙ୍କଜ ରାଉତ ।[୨] ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ, ଚିତ୍ରନାଟ୍ୟ, ସଂଳାପ ଓ ଗୀତ ରଚନା କରିବା ସହିତ ସ୍ୱର ସଂଯୋଜନା କରିଥିଲେ । ଅଭିନେତା ଅସୀତ ପତି ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୩]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେକ ରଥ ଓ ଅର୍ଚ୍ଚିତା ମହାନ୍ତି । ଦୁଷ୍ମନ୍ତ ପଣ୍ଡା, ଅସୀତ ପତି ପ୍ରଦ୍ୟୁମ୍ନ ଲେଙ୍କା, ମନିଷା ରଥ, ପୁପୁନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ର ଜରିଆରେ ଅଭିନେତ୍ରୀ ଅର୍ଚ୍ଚିତା ମହାନ୍ତି ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫] ଏହି କଥାଚିତ୍ରଟି ୨୦୨୨ ମସିହାର ଜୁନ ୧ ତାରିଖରେ ମୁକ୍ତିଲାଭ କରିଥିଲା ।[୬]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଚିନ୍ମୟ ଦାସ ପଟ୍ଟନାୟକ ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଓ ଗୀତ ରଚନା କରିଥିଲେ ।[୨]

ଗୀତ[ସମ୍ପାଦନା]

କ୍ରମଗୀତସମୟ
1."ଭାବେ ସିନା କହିପାରେନା" 
2."ମେଘ ତୁମେ ମନ ପାରା" 
3."ପ୍ରେମର ସୁରଭି" 

ଆଧାର[ସମ୍ପାଦନା]

  1. "ରିଲିଜ ହେଲା ଭାବେ ସିନା କହିପାରେନା ଫିଲ୍ମର ଅଡ଼ିଓ ଟ୍ରାକ୍". argusnews.in. 19 May 2022. Archived from the original on 1 June 2022. Retrieved 1 June 2022.
  2. ୨.୦ ୨.୧ "ଲୋକପ୍ରିୟ ନାୟକ ଅଭିଷେକଙ୍କ ନୂଆ ନାୟିକା | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 23 November 2021. Archived from the original on 27 December 2021. Retrieved 1 June 2022.
  3. "ଦେବୋଲିନା ପ୍ରଡକ୍ସନର ଦ୍ୱିତୀୟ ଅବଦାନ 'ଭାବେ ସିନା କହିପାରେନା' | Sambad". ସମ୍ବାଦ. sambad.in. 20 December 2021. Archived from the original on 21 December 2021. Retrieved 1 June 2022.
  4. "'ପ୍ରେମମ୍' ସହ 'ଭାବେ ସିନା କହିପାରେନା'". ପ୍ରମେୟ. 1 June 2022. Archived from the original on 1 June 2022. Retrieved 1 June 2022.
  5. "ଅର୍ଚ୍ଚିତାଙ୍କୁ ମିଳିଲା ଆଉ ଏକ ସିନେମା". ନିର୍ଭୟ. 12 September 2022. p. 10. Archived from the original on 13 September 2022. Retrieved 13 September 2022.
  6. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.

ବାହାର ଆଧାର[ସମ୍ପାଦନା]