ଓଏ ଅଞ୍ଜଲି

ଉଇକିପିଡ଼ିଆ‌ରୁ
ଓଏ ଅଞ୍ଜଲି
ନିର୍ଦ୍ଦେଶକରମାଶଙ୍କର
ପ୍ରଯୋଜକସୁମନ ବର୍ମା
ସଂଳାପଦେବାଶିଷ ଅଶ୍ୱିନୀ ଗଡ଼ନାୟକ
ଚିତ୍ରନାଟ୍ୟରମାଶଙ୍କର
କାହାଣୀରମାଶଙ୍କର
କଳାକାରସ୍ୱରାଜ ବାରିକ
ମାନବୀ ପଟେଲ
ଶ୍ରେୟାନ୍ ନାୟକ
ଯୋଗେଶ ଜୋଜୋ
ସଙ୍ଗୀତପ୍ରେମ ଆନନ୍ଦ
ଚିତ୍ରଗ୍ରହଣବି. ଲକ୍ଷ୍ମଣ
ସମ୍ପାଦକଆସିଫ ଖାନ୍
ମୁକ୍ତିଲାଭ ତାରିଖ
୧୪ ଅକ୍ଟୋବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଓଏ ଅଞ୍ଜଲି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମନ ବର୍ମା । ଦେବାଶିଷ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ରମାଶଙ୍କର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ସ୍ୱରାଜ ବାରିକ, ମାନବୀ ପଟେଲ, ଶ୍ରେୟାନ ନାୟକ, ଯୋଗେଶ ଜୋଜୋ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩][୪] ଏହି କଥାଚିତ୍ରଟି ୨୦୨୨ ମସିହା ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିଥିଲା ।[୫]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ[୨] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୌରଭ, ଆଶୁତୋଷ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ଓଏ ଅଞ୍ଜଲି"ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ୦୪:୧୭
2."ମରିବାକୁ ଦେ"ହ୍ୟୁମାନ ସାଗର୦୩:୪୬
3."ତମଠୁ ତମେ ସୁନ୍ଦର"ସୌରଭ, ଦୀପ୍ତିରେଖା ପାଢ଼ୀ୦୪:୧୮
4."ତତେ କଉଠି ରଖିବି"ଆଶୁତୋଷ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ୦୩:୨୪

ଆଧାର[ସମ୍ପାଦନା]

  1. ୧.୦ ୧.୧ "୧୦ଟି ଭାଷାରେ ଓଏ ଅଞ୍ଜଳି". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  2. ୨.୦ ୨.୧ "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
  3. "ଖୁବଶୀଘ୍ର ପରଦାକୁ ଆସୁଛି ସ୍ବରାଜଙ୍କ ନୂଆ ଫିଲ୍ମ ଓଏ ଅଞ୍ଜଲି". ETV Bharat News. ଭୁବନେଶ୍ୱର. 8 December 2021. Archived from the original on 22 December 2022. Retrieved 22 December 2022.
  4. "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.
  5. Oyee Anjali Movie: Showtimes, Review, Trailer, Posters, News & Videos | eTimes, retrieved 2022-12-22
  6. "ଆସୁଛି ସ୍ୱରାଜଙ୍କ". Zee ଓଡ଼ିଶା News. ନୂଆଦିଲ୍ଲୀ. 9 December 2021. Archived from the original on 22 December 2022. Retrieved 22 December 2022.

ବାହାର ଆଧାର[ସମ୍ପାଦନା]