ଓଏ ଅଞ୍ଜଲି
ଦେଖଣା
ଓଏ ଅଞ୍ଜଲି | |
---|---|
ନିର୍ଦ୍ଦେଶକ | ରମାଶଙ୍କର |
ପ୍ରଯୋଜକ | ସୁମନ ବର୍ମା |
ସଂଳାପ | ଦେବାଶିଷ ଅଶ୍ୱିନୀ ଗଡ଼ନାୟକ |
ଚିତ୍ରନାଟ୍ୟ | ରମାଶଙ୍କର |
କାହାଣୀ | ରମାଶଙ୍କର |
କଳାକାର | ସ୍ୱରାଜ ବାରିକ ମାନବୀ ପଟେଲ ଶ୍ରେୟାନ୍ ନାୟକ ଯୋଗେଶ ଜୋଜୋ |
ସଙ୍ଗୀତ | ପ୍ରେମ ଆନନ୍ଦ |
ଚିତ୍ରଗ୍ରହଣ | ବି. ଲକ୍ଷ୍ମଣ |
ସମ୍ପାଦକ | ଆସିଫ ଖାନ୍ |
ମୁକ୍ତିଲାଭ ତାରିଖ | ୧୪ ଅକ୍ଟୋବର ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଓଏ ଅଞ୍ଜଲି ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁମନ ବର୍ମା । ଦେବାଶିଷ ଅଶ୍ୱିନୀ ଗଡ଼ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ।[୧] ନିର୍ଦ୍ଦେଶକ ରମାଶଙ୍କର ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ସ୍ୱରାଜ ବାରିକ, ମାନବୀ ପଟେଲ, ଶ୍ରେୟାନ ନାୟକ, ଯୋଗେଶ ଜୋଜୋ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୩][୪] ଏହି କଥାଚିତ୍ରଟି ୨୦୨୨ ମସିହା ଅକ୍ଟୋବର ୧୪ ତାରିଖରେ ମୁକ୍ତିଲାଭ କରିଥିଲା ।[୫]
ଅଭିନୟ
[ସମ୍ପାଦନା]- ସ୍ୱରାଜ ବାରିକ[୬]
- ମାନବୀ ପଟେଲ
- ଶ୍ରେୟାନ୍ ନାୟକ
- ଯୋଗେଶ ଜୋଜୋ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ପ୍ରେମ ଆନନ୍ଦ ।[୨] ଗୀତିକାର ବସନ୍ତରାଜ ସାମଲ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୧] ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ, ହ୍ୟୁମାନ ସାଗର, ସୌରଭ, ଆଶୁତୋଷ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଓଏ ଅଞ୍ଜଲି" | ବିଶ୍ୱଜିତ ମହାପାତ୍ର, ଦୀପ୍ତିରେଖା ପାଢ଼ୀ | ୦୪:୧୭ |
2. | "ମରିବାକୁ ଦେ" | ହ୍ୟୁମାନ ସାଗର | ୦୩:୪୬ |
3. | "ତମଠୁ ତମେ ସୁନ୍ଦର" | ସୌରଭ, ଦୀପ୍ତିରେଖା ପାଢ଼ୀ | ୦୪:୧୮ |
4. | "ତତେ କଉଠି ରଖିବି" | ଆଶୁତୋଷ ମହାନ୍ତି, ଅନନ୍ୟା ଶ୍ରୀତମ ନନ୍ଦ | ୦୩:୨୪ |
ଆଧାର
[ସମ୍ପାଦନା]- ↑ ୧.୦ ୧.୧ "୧୦ଟି ଭାଷାରେ ଓଏ ଅଞ୍ଜଳି". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
- ↑ ୨.୦ ୨.୧ "ମୁକ୍ତିଲାଭ କରୁଛି ୩ ଓଡ଼ିଆ ଚଳଚ୍ଚିତ୍ର: କମ୍ ହଲ୍ ମିଳୁଥିବାରୁ ଅସନ୍ତୁଷ୍ଟ ପ୍ରଯୋଜନା ସଂସ୍ଥା". ପ୍ରମେୟ. ଭୁବନେଶ୍ୱର. 14 October 2022. p. 19. Archived from the original on 22 December 2022. Retrieved 22 December 2022.
- ↑ "ଖୁବଶୀଘ୍ର ପରଦାକୁ ଆସୁଛି ସ୍ବରାଜଙ୍କ ନୂଆ ଫିଲ୍ମ ଓଏ ଅଞ୍ଜଲି". ETV Bharat News. ଭୁବନେଶ୍ୱର. 8 December 2021. Archived from the original on 22 December 2022. Retrieved 22 December 2022.
- ↑ "ପରଦାରେ ୩ ଓଡ଼ିଆ ଚଳଚ୍ଚିତ୍ର". ଧରିତ୍ରୀ. No. ଭୁବନେଶ୍ୱର. 14 October 2022. p. 6. Archived from the original on 23 December 2022. Retrieved 23 December 2022.
- ↑ Oyee Anjali Movie: Showtimes, Review, Trailer, Posters, News & Videos | eTimes, retrieved 2022-12-22
- ↑ "ଆସୁଛି ସ୍ୱରାଜଙ୍କ". Zee ଓଡ଼ିଶା News. ନୂଆଦିଲ୍ଲୀ. 9 December 2021. Archived from the original on 22 December 2022. Retrieved 22 December 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଓଏ ଅଞ୍ଜଲି