ଲାଲ ଓଢ଼ଣି
Appearance
ଲାଲ ଓଢ଼ଣୀ | |
---|---|
ନିର୍ଦ୍ଦେଶକ | କପିଳାଶ ଭୂୟାଁ |
ପ୍ରଯୋଜକ | ସୌମ୍ୟ ରଞ୍ଜନ ପଟ୍ଟନାୟକ |
କଳାକାର | ସତ୍ୟଜ୍ୟୋତି ମନିଶୀତା ଅଜିତ ଦାସ ଅନିତା ଦାସ ଶ୍ୱେତା ଆଚାର୍ଯ୍ୟ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲାଲ ଓଢ଼ଣି ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୌମ୍ୟ ରଞ୍ଜନ ପଟ୍ଟନାୟକ । କପିଳାଶ ଭୂୟାଁ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[୧]
ସତ୍ୟଜ୍ୟୋତି, ମନିଶୀତା, ଅଜିତ ଦାସ, ଅନିତା ଦାସ, ଶ୍ୱେତା ଆଚାର୍ଯ୍ୟ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଡିସେମ୍ବର ୨୮ ତାରିଖରେ ଷ୍ଟାର୍ କିରଣରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ସତ୍ୟଜ୍ୟୋତି
- ମନିଶୀତା
- ଅଜିତ ଦାସ
- ଅନିତା ଦାସ
- ଶ୍ୱେତା ଆଚାର୍ଯ୍ୟ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "Red metaphor rules new Odia film". The Telegraph Online (in English). Bhubaneswar. 7 September 2012. Archived from the original on 4 January 2023. Retrieved 4 January 2023.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲାଲ ଓଢ଼ଣି