| କ୍ରମାଙ୍କ |
ନାମ | ନିର୍ଦ୍ଦେଶକ | ଅଭିନେତା | ମୁକ୍ତିଲାଭ ତାରିଖ |
|
୨୦୨୦ |
| ୧ | ମୁଁ ପରଦେଶୀ ଚଢ଼େଇ | କେ. ମୂରଲୀ କ୍ରିଷ୍ଣା | ଅର୍ଦ୍ଧେନ୍ଦୁ ସାହୁ, ଅନୁଭା ସୌର୍ଯ୍ୟା, ମିହିର ଦାସ, ପୁଷ୍ପା ପଣ୍ଡା | ୧୦ ଜାନୁଆରୀ |
| ୨ | ବାବୁ ଭାଇଜାନ୍ | ତାପସ ସରଘରିଆ | ଅରିନ୍ଦମ ରାୟ, ଶିବାନୀ ସଙ୍ଗୀତା, ବବି ମିଶ୍ର, ସମରେଶ ରାଉତରାୟ | ୧୨ ଜାନୁଆରୀ |
| ୩ | କୁଇନ୍ | ମୃତ୍ୟୁଞ୍ଜୟ ସାହୁ | ବର୍ଷା ପ୍ରିୟଦର୍ଶିନୀ, ଜୟଜିତ ଦାସ, ଲିପ୍ସା ମିଶ୍ର, ହରିହର ମହାପାତ୍ର | ୧୫ ଜାନୁଆରୀ |
| ୪ |
ଶଲା ବୁଢ଼ାର ବଦ୍ଲା |
ସବ୍ୟସାଚୀ ମହାପାତ୍ର |
ଅଟଳ ବିହାରୀ ପଣ୍ଡା, ଚନ୍ଦନ ସିଂହ, ଲୋଚନ ବାଗ |
୧୭ ଜାନୁଆରୀ |
| ୫ |
ଅଦୃଶ୍ୟମ୍ |
ରାଜେନ୍ଦ୍ର ମହନ୍ତ |
ସାନୁ, ଅଙ୍କିତା, ଚିତ୍ତ ରଞ୍ଜନ ତ୍ରିପାଠୀ, ସମରେଶ, ଲିପ୍ସା ମିଶ୍ର |
୩୧ ଜାନୁଆରୀ |
| ୬ |
ଡହରା ଟୋକା |
ଦେବୁ ପଟ୍ଟନାୟକ, ଶ୍ରୀତମ ଦାସ |
ଲିପ୍ସା ମିଶ୍ର, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ପ୍ରିୟଙ୍କା ପଟ୍ଟନାୟକ |
୯ ଫେବୃଆରୀ |
| ୭ |
ଗୋଲ୍ମାଲ୍ |
ଅଶ୍ୱିନୀ ଗଡ଼ନାୟକ |
ସିଦ୍ଧାନ୍ତ ମହାପାତ୍ର, ଆନିଷା ଶର୍ମା, ଚିତ୍ତ ତ୍ରିପାଠୀ, ବବି ମିଶ୍ର |
୮ ମାର୍ଚ୍ଚ |
| ୮ |
ଅନୁ ଦିଦି ନଟ୍ ଆଉଟ୍ |
ତାପସ ସରଘରିଆ |
ଅନୁ ଚୌଧୁରୀ, ଅମନ, ତନୁଶ୍ରୀ, ବିଜୟିନୀ |
୮ ମାର୍ଚ୍ଚ |
| ୯ |
ମୂଷା ମୋର ରଜନୀକାନ୍ତ |
ସଞ୍ଜୟ ନାୟକ |
ଲିପିକା ସେନାପତି, କରଣ, ଅଭିଜିତ, ଅଶ୍ରୁମୋଚନ ମହାନ୍ତି, ବିଜୁ ବଡ଼ଜେନା |
୧୪ ଜୁନ |
| ୧୦ |
ମୁଁ ତୁମେ ଲକ୍ଡାଉନ୍ |
ଦ୍ୱିପାୟନ ମଜୁମଦାର |
ଦୀପିକା ତ୍ରିପାଠୀ, ବିଶ୍ୱଭୂଷଣ ପଣ୍ଡା |
୧୪ ଜୁନ |
| ୧୧ |
ପାଇକ ବିଦ୍ରୋହ (କ୍ଷୁଦ୍ର ଚଳଚ୍ଚିତ୍ର) |
ନିଶ୍ଚୟ ରାଉତ |
ସମରେଶ ରାଉତରାୟ, ମନୋଜ ମିଶ୍ର, ଶକ୍ତି ବରାଳ, ପ୍ରିୟ ମିଶ୍ର |
୧୪ ଅଗଷ୍ଟ |
| ୧୨ |
ଫେରିଆ |
ମିହିର ରଞ୍ଜନ ଆଚାର୍ଯ୍ୟ |
ପ୍ରୀତିରାଜ ଶତପଥୀ, ଜୀନା ସାମଲ, ଦେବୀଦତ୍ତ ପ୍ରଧାନ, ଜୟନ୍ତ ସାଁନ୍ତରା |
୧୫ ଅଗଷ୍ଟ |
| ୧୩ |
ଅଙ୍ଗୁରୁ ନମିଳିଲେ ଖଟା |
ଅଶ୍ୱିନୀ ଗଡ଼ନାୟକ |
ଦେବାଶିଷ ପାତ୍ର, ଅଙ୍କିତା ମହାନ୍ତି, ପୁପିନ୍ଦର ସିଂହ, ପିଣ୍ଟୁ ନନ୍ଦ |
୩୦ ଅଗଷ୍ଟ |
| ୧୪ |
ମୋ ମମି ପାପାଙ୍କ ବାହାଘର |
ରଜେଶ ମହାନ୍ତି |
ସାଇ ଯଶୋବନ୍ତ, କୁକିସ୍ ସ୍ୱାଇଁ, ଅନନ୍ତ ମିଶ୍ର |
୬ ସେପ୍ଟେମ୍ବର |
| ୧୫ |
ଲକିର ଲକ୍ଡାଉନ୍ ଲଭ୍ ଷ୍ଟୋରୀ |
ଅଶୋକ ପତି |
ସବ୍ୟସାଚୀ ମିଶ୍ର, ତମନ୍ନା ବ୍ୟାସ, ବବି ମିଶ୍ର, ପପୁ ପମ ପମ |
୧୮ ଅକ୍ଟୋବର |
| ୧୬ |
ପ୍ରେମ ନା' ପାଗଳପଣ |
ଅଶ୍ୱିନୀ ଗଡ଼ନାୟକ |
ଆକାଶ ଦାସନାୟକ, ଲିପ୍ସା ମିଶ୍ର, କୁନା ତ୍ରପାଠୀ, ରାଇମୋହନ |
୧୮ ଅକ୍ଟୋବର |
| ୧୭ |
ଦୁର୍ଗତିନାଶିନୀ |
ରାଜା ଦାଶ |
ଅର୍ଚ୍ଚିତା ସାହୁ, ଜୀବନ ପଣ୍ଡା, ପାର୍ଥସାରଥୀ ରାୟ |
୧୫ ନଭେମ୍ବର |
| ୧୮ |
ଚରିତ୍ର |
ଶିଶର କୁମାର ସାହୁ, ପିନାକୀ ସିଂହ |
ଗାର୍ଗୀ ମହାନ୍ତି, ଅନନ୍ୟା ମିଶ୍ର, ହର ରଥ, ପାର୍ଥସାରଥୀ ରାୟ, ଦ୍ୱିପନ୍ୱୀତ ଦାସ ମହାପାତ୍ର |
୨୫ ଡିସେମ୍ବର |
| ୧୯ |
ଲଭ୍ ୟୁ ପ୍ରିୟା |
ବିବେକ କୁମାର |
ସୋହମ ସିଂହ, ମହିମା ଦାସ, ପୁଷ୍ପା ପଣ୍ଡା, ପ୍ରୀତିରାଜ ଶତପଥୀ |
୨୭ ଡିସେମ୍ବର |
| ୨୦ |
ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍ |
ଏସ୍. କେ. ମୂରଲୀଧରନ |
ସମ୍ବିତ ଆଚାର୍ଯ୍ୟ, ପୁନମ ମିଶ୍ର, ମିହିର ଦାସ, ସମରେଶ ରାଉତରାୟ |
୨୭ ଡିସେମ୍ବର |
| ୨୧ |
ତୁ ମୋର ସାଥିରେ |
ରାଜା ଡି |
ଶୈଳେନ୍ଦ୍ର ସାମନ୍ତରାୟ, ଦିବ୍ୟା ମହାନ୍ତି, ଅଶ୍ରୁମୋଚନ ମହାନ୍ତି, ତୃପ୍ତି ସିହ୍ନା |
୨୭ ଡିସେମ୍ବର |