୨୦୧୩ର ଓଡ଼ିଆ କଥାଚିତ୍ର
ଦେଖଣା
| ଓଡ଼ିଆ ସିନେମା |
|---|
| ପ୍ରସିଦ୍ଧ |
| ୧୯୩୦-୧୯୩୯ |
| ୧୯୩୬ |
| ୧୯୪୦-୧୯୪୯ |
| ୧୯୪୯ |
| ୧୯୫୦-୧୯୫୯ |
| ୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬ ୧୯୫୯ |
| ୧୯୬୦-୧୯୬୯ |
| ୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪ ୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯ |
| ୧୯୭୦-୧୯୭୯ |
| ୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪ ୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯ |
| ୧୯୮୦-୧୯୮୯ |
| ୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪ ୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯ |
| ୧୯୯୦-୧୯୯୯ |
| ୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪ ୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯ |
| ୨୦୦୦-୨୦୦୯ |
| ୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪ ୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯ |
| ୨୦୧୦-୨୦୧୯ |
| ୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪ |
| ୨୦୨୦-୨୦୨୯ |
| ୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪ |
ଓଡ଼ିଆ ସିନେମା ଜଗତରେ ୨୦୧୩ମସିହାରେ ମୁକ୍ତିଲାଭ କରିବାକୁ ଥିବା ଓଡ଼ିଆ କଥାଚିତ୍ର ।
| ନାମ | ନିର୍ଦ୍ଦେଶକ | ଅଭିନେତା | ଟୀକା | |||
|---|---|---|---|---|---|---|
| ୨୦୧୩ | ||||||
| ବଧୂ ନୁହେଁ ମୁଁ ବନ୍ଧୁ | ଶୈଳେନ୍ଦ୍ର ପରିଡ଼ା | ପ୍ରଭାସ, ବିଦୁସ୍ମିତା, ମୁନ୍ନା ଖାଁ, ଉତ୍ତମ ମହାନ୍ତି | ୧ ଜାନୁଆରୀ | |||
| ମୋ ଦିଲ୍ ତୋ ଦିୱାନା | ଅଳକା ନନ୍ଦ | ଶୁଭେନ୍ଦୁ, କାଜଲ, ଅଶ୍ରୁମୋଚନ ମହାନ୍ତି | ୧ ଜାନୁଆରୀ | |||
| ତୁ ମୋ ସୁନା ତୁ ମୋ ହୀରା | ରାଜୀବ ମହାନ୍ତି | ବବି ମିଶ୍ର, ପ୍ରିୟଙ୍କା ହଳଧର, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି | ୧ ଜାନୁଆରୀ | |||
| ମୋ' ଦୁନିଆ ତୁ ହିଁ ତୁ[୧] | ସୁଧାକର ବସନ୍ତ | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର | ୧୧ ଜାନୁଆରୀ | |||
| ପାରିବେନି କେହି ଅଲଗା କରି[୨] | ସୁଧାଂଶୁ ମୋହନ ସାହୁ | ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ସ୍ନିଗ୍ଧା ମହାନ୍ତି | ୧୧ ଜାନୁଆରୀ | |||
| ଲଭ୍ ହେଲା ଏମିତି | ଲଳିତ୍ କୁମାର ତ୍ରିପାଠୀ | ଇଲୁ ବାନାର୍ଜୀ, ଅଶୋକ ଦାସ, ଡିମ୍ପଲ, ସୋମେଶ ମହାନ୍ | ୧ ଫେବୃଆରୀ | |||
| ମୁଁ ଆଶିକ୍ ମୁଁ ଆୱାରା | ଏସ୍ କେ ମୁରଲୀଧରନ | ସୁନୀଲ କୁମାର, ମେଘା ଘୋଷ, ସମରେଶ ରାଉତରାୟ | ୮ ଫେବୃଆରୀ | |||
| ନଈ ସେପାରୀ କନକ ଗୋରୀ | ପଙ୍କଜ ପାଢ଼ୀ | ପାର୍ଥ ରାୟ, ରାଲି ନନ୍ଦ, ରୋଜି, ମିହିର ଦାସ | ୧ ମାର୍ଚ୍ଚ | |||
| ମାଇଁ ଲଭ୍ ଷ୍ଟୋରି | ଦୀପକ ପଣ୍ଡା | ଦୀପକ ପଣ୍ଡା, ପ୍ରିୟଙ୍କା ମହାପାତ୍ର, ସୁନୀତା ଗରବଡ଼ୁ | ୧ ମାର୍ଚ୍ଚ | |||
| ଏସିପି ସାଗରିକା | ବିରଞ୍ଚି ନାରାୟଣ ପଣ୍ଡା | ଅର୍ଚ୍ଚିତା ସାହୁ, ପପୁ ପମ ପମ, ଅଭିଶେଖ ରଥ, ପ୍ରକୃତି ମିଶ୍ର | ୮ ମାର୍ଚ୍ଚ | |||
| ଦିୱାନା ଦିୱାନୀ | ଅଶୋକ ପତି | ବାବୁଶାନ୍, ମଧୁମିତା ଚକ୍ରବର୍ତ୍ତୀ, ମିହିର ଦାସ, ମୀନକେତନ | ୨୪ ମାର୍ଚ୍ଚ | |||
| ଚଉକା ଛକା | କେ. ମୂରଲି କ୍ରୀଷ୍ଣା | ସମ୍ବିତ, ନୂତନ, ପପୁ ପମ ପମ, ଲଭ୍ଲି | ୨୪ ମାର୍ଚ୍ଚ | |||
| ଟାର୍ଗେଟ | ଏସ୍ କେ ମୁରଲୀଧରନ୍ | ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅମ୍ଳାନ ଦାସ, ନମ୍ରତା ଦାସ, ଅପରାଜିତା ମହାନ୍ତି | ୧୨ ଅପ୍ରେଲ୍ | |||
| ରୁମ୍କୁ ଝୁମାନା | ତାପସ ସରଘରିଆ | ହରିହର ମହାପାତ୍ର, ଭୂମିକା ଦାଶ, ପ୍ରିୟା ଚୌଧୁରୀ, ମିହିର ଦାସ | ୧୯ ଅପ୍ରେଲ | |||
| ସୁପରଷ୍ଟାର | ବରଦା ପ୍ରସନ୍ନ ତ୍ରିପାଠୀ | ଅଂଶୁମାନ, ରାଲି ନନ୍ଦ, ଅଶ୍ୱିନୀ ବ୍ରହ୍ମା, ମିହିର ଦାସ | ୧୩ ମଇ | |||
| ପ୍ରେମ ସବୁଠୁ ବଳବାନ | ଅରୁଣ ମହାନ୍ତି | ଦୁଷ୍ମନ୍ତ ପଣ୍ଡା, ବର୍ଷା ପ୍ରିୟଦର୍ଶିନୀ, ସିଦ୍ଧାନ୍ତ ମହାପାତ୍ର, ଉତ୍ତମ ମହାନ୍ତି, ହର ପଟ୍ଟନାୟକ | ୧୭ ମଇ | |||
| ସଲାମ ସିନେମା | ନିଶିକାନ୍ତ ଦଳବେହେରା | ସମ୍ବିତ ଆଚାର୍ଯ୍ୟ, ଦେବଯାନୀ, ବବି ମିଶ୍ର | ୧୭ ମଇ | |||
| ରୁଦ୍ର | ଜିତୁ ରାଉତ | ଅନନ୍ତ, ସୃଷ୍ଟି, ବାବୁ ପ୍ରଧାନ, ସଲିଲ ମିତ୍ର | ୧୭ ମଇ | |||
| ସପନର ନାୟିକା | ରାଜ୍ ପ୍ରଦୀପ | ଦୀପକ ବାରିକ, ପିଙ୍କି ପ୍ରିୟଦର୍ଶିନୀ, ଦୈତାରି ପଣ୍ଡା, ମନୋଜ ମିଶ୍ର | ୨୪ ମଇ | |||
| ଅଶୋକ ସମ୍ରାଟ | ଜ୍ୟୋତି ଦାସ | ଅରିନ୍ଦମ ରାୟ, ଇମିଲି ଚୌଧୁରୀ, ମନୋଜ ମିଶ୍ର | ୧୧ ଜୁନ | |||
| ହାତ ଧରି ଚାଲୁଥା | ହିମାଂଶୁ ପରିଜା | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ତନ୍ଦ୍ରା ରାୟ | ୧୪ ଜୁନ | |||
| ମୁଁ ଏକା ତୁମର | ସୁଶାନ୍ତ ମଣି | ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ରାଗିଣୀ, ମହାଶ୍ୱେତା ରାୟ | ୧୧ ଜୁନ | |||
| ଡାହା ବାଳୁଙ୍ଗା | ସୁଧାକର ବସନ୍ତ | ବାବୁଶାନ ମହାନ୍ତି, ଜ୍ୟାକି ଶ୍ରଫ, ଅଙ୍କିତା, ଅପରାଜିତା ମହାନ୍ତି | ୧୨ ଜୁଲାଇ | |||
| ହରି ଓମ ହରି | ଏସ. ଦିଲ୍ଲୀପ ପଣ୍ଡା | ସିଦ୍ଧାନ୍ତ ମହାପାତ୍ର, ଆକାଶ ଦଶନାୟକ,ରିୟା ଦେ,ମେଘା ଘୋଷ | ୧୨ ଜୁଲାଇ | |||
| ମୁଁ ଦିୱାନା ତୋ' ପାଇଁ | ମନୋରଞ୍ଜନ ପାଲ୍ | ଆଦିତ୍ୟ, ମୀନକେତନ, ମନିଷା ମିଶ୍ର, ଜ୍ୟୋତି ପାଣି, ଜ୍ୟୋତି ତ୍ରିପାଠୀ | ୨ ଅଗଷ୍ଟ | |||
| ଓମ ସାଇ ତୁଝେ ସଲାମ | ବିଶ୍ୱଜିତ ମହାନ୍ତି | ଉତ୍ତମ ମହାନ୍ତି, କୁନା ତ୍ରିପାଠୀ, ସ୍ନିଗ୍ଧା ମହାନ୍ତି, ଜୟୀରାମ ସାମଲ | ୩୦ ଅଗଷ୍ଟ | |||
| ପ୍ରେମିକା | ଶିବ ପ୍ରସାଦ ମହାନ୍ତି | ପ୍ରକୃତି ମିଶ୍ର, ବୁଲୁ, ରୁଦ୍ର, ଅଭିଶେଖ, ସ୍ୱର୍ଣ୍ଣାଳୀ | ୩୦ ଅଗଷ୍ଟ | |||
| ଧର୍ମ | ଦିଲୀପ ପଣ୍ଡା | ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ରିୟା ଦେ | ||||
| କାଉଁରୀ କନ୍ୟା | ସୋମ୍ୟ ରଞ୍ଜନ ସାହୁ | ସୋମ୍ୟରଞ୍ଜନ ସାହୁ, କାଭ୍ୟା କିରଣ, ପୁପୁଲ ଭୁୟାଁ, ପାୟଲ, ଅର୍ଦ୍ଧେନ୍ଦୁ ସାହୁ | ୧୩ ସେପ୍ଟେମ୍ବର | |||
| ବ୍ୟାଚେଲର | ମୃତ୍ୟୁଞ୍ଜୟ ସାହୁ | ଅଖିଳ ପଟ୍ଟନାୟକ, ଉତ୍କଣ୍ଠା ପାଢ଼ୀ, ବିଜୟ ମହାନ୍ତି, ପିଣ୍ଟୁ ନନ୍ଦ, ତନ୍ଦ୍ରା ରାୟ | ୨୦ ସେପ୍ଟେମର | |||
| ମିତ ବସିଛି ମୁଁ ଭୂତ ସାଥିରେ | ସଞ୍ଜୟ ନାୟକ | ଆକାଶ ଦାସନାୟକ, ପ୍ରିୟା ଚୌଧୁରୀ, ଦୁଷ୍ମନ୍ତ ପଣ୍ଡା, ନିକିତା | ୨୦ ସେପ୍ଟେମର | |||
| ଟଙ୍କା ତତେ ସଲାମ | ସୁଧାଂଶୁ ଶେଖର ମଲ୍ଲିକ | ଚନ୍ଦନ କର, ରାଲି ନନ୍ଦ, ମୀନକେତନ, ଅଜିତ ଦାସ | ୨୭ ସେପ୍ଟେମ୍ବର | |||
| ମୁଁ ରାଜା ତୁ ରାଣୀ | ସୁଧାଂଶୁ ମୋହନ ସାହୁ | ଅରିନ୍ଦମ, ସମ୍ଭାବନା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ହରିହର ମହାପାତ୍ର | ୧୪ ଅକ୍ଟୋବର | |||
| ତୁ ମୋ ଦେହର ଛାଇ | ହିମାଂଶୁ ପରିଜା | ଅମ୍ଳାନ ଦାସ, ରିୟା ଦେ, ଶିଳ୍ପା ଦେ, ମିହିର ଦାସ, ରୁନୁ ପରିଜା | ୧୫ ଅକ୍ଟୋବର | |||
| କେହି ଜଣେ ଭଲ ଲାଗେରେ | କେ. ମୂରଲୀ କ୍ରୀଷ୍ଣା | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, କୁନା ତ୍ରିପାଠୀ, ପ୍ରଦ୍ୟୁମ୍ନ ଲେଙ୍କା | ୧୭ ଅକ୍ଟୋବର | |||
| ସନ୍ଦେହୀ ପ୍ରିୟତମା | ସୁଧାଂଶୁ ଶେଖର ମଲ୍ଲିକ୍ | ଦେବଦତ୍ତ, କାଜଲ ମିଶ୍ର, ନୀରବ କୁମାର, ସୁସଙ୍କେତ ମିଶ୍ର, କାଜଲ ରଥ | ୧୩ ଡିସେମ୍ବେର | |||
| ଗଡ଼ବଡ଼ | ଶୁଭାଶିଷ ପତି | ସିଦ୍ଧାନ୍ତ ମହାପାତ୍ର, ମୀନକେତନ, ଦେବୁ ବୋଷ, ଜୀନା ସାମଲ | ୨୬ ନଭେମ୍ବର | |||
ଆଧାର
[ସମ୍ପାଦନା]- ↑ "Mo Duniya Tu Hi Tu- New Odia movie releasing on 11th January - Odisha Views - Odisha Views". odishaviews.com. 2013. Retrieved 16 January 2013.
Release Date – 11th January 2013
- ↑ "Paribeni Kehi Alaga Kari Oriya Movie". incredibleorissa.com. 2013. Archived from the original on 16 January 2013. Retrieved 16 January 2013.
Release Date – 11 January 2013