ଲଗାମ୍

ଉଇକିପିଡ଼ିଆ‌ରୁ
ଲଗାମ୍
ନିର୍ଦ୍ଦେଶକପୀନୁ ନାୟକ
ପ୍ରଯୋଜକରଣଜିତ କୁମାର ସାହୁ
ସଂଳାପରଣଜିତ କୁମାର ସାହୁ
ଚିତ୍ରନାଟ୍ୟରଣଜିତ କୁମାର ସାହୁ
କାହାଣୀରଣଜିତ କୁମାର ସାହୁ
କଳାକାରଅମ୍ଳାନ ଦାସ
ତମନ୍ନା ବ୍ୟାସ
ବବି ମିଶ୍ର
ହରିହର ମହାପାତ୍ର
ସଙ୍ଗୀତଅଭିଜିତ ମଜୁମଦାର
ଚିତ୍ରଗ୍ରହଣକୌଶିକ ମାଇତି
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୬ ମାର୍ଚ୍ଚ ୨୦୨୨
କଥାଚିତ୍ରର ସମୟ
୧୩୬ ମିନିଟ୍[୧]
ଦେଶ ଭାରତ
ଭାଷାଓଡ଼ିଆ

ଲଗାମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରଣଜିତ କୁମାର ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପୀନୁ ନାୟକ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ତମନ୍ନା ବ୍ୟାସ । ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୬ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍‌ରେ ମୁକ୍ତିଲାଭ କରିଥିଲା ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର[୩] ଜନ୍ମେଜୟ ପଣ୍ଡ ଓ ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ଚୁନା ଚୁନା ଚାହାଣୀରେ"ତପୁ ନାୟକସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ 
2."ତୋ ଛୁଆଁରେ"ତପୁ ନାୟକସ୍ୱୟମ ପାଢ଼ୀ 
3."ଲଭ୍ ୟୁ ଜିଙ୍ଗେଗି"ଜନ୍ମେଜୟ ପଣ୍ଡାସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ 

ଆଧାର[ସମ୍ପାଦନା]

  1. "Lagaam Odia New Movie". Tarangplus. TarangPlus. Retrieved 9 June 2022.
  2. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  3. ୩.୦ ୩.୧ "Odia Movie 'Lagaam' Brings Alive A Migrant's Plight During Lockdown". odishabytes (in English). Bhubaneswar. 5 August 2021. Archived from the original on 9 June 2022. Retrieved 9 June 2022.{{cite news}}: CS1 maint: unrecognized language (link)
  4. ୪.୦ ୪.୧ ୪.୨ "Lagaam Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in English). 11 September 2021. Archived from the original on 9 June 2022. Retrieved 9 June 2022.{{cite news}}: CS1 maint: unrecognized language (link)

ବାହାର ଆଧାର[ସମ୍ପାଦନା]

  • ଇଣ୍ଟରନେଟ ମୁଭି ଡାଟାବେସରେ ଲଗାମ୍