ଲଗାମ୍
ଲଗାମ୍ | |
---|---|
ନିର୍ଦ୍ଦେଶକ | ପୀନୁ ନାୟକ |
ପ୍ରଯୋଜକ | ରଣଜିତ କୁମାର ସାହୁ |
ସଂଳାପ | ରଣଜିତ କୁମାର ସାହୁ |
ଚିତ୍ରନାଟ୍ୟ | ରଣଜିତ କୁମାର ସାହୁ |
କାହାଣୀ | ରଣଜିତ କୁମାର ସାହୁ |
କଳାକାର | ଅମ୍ଳାନ ଦାସ ତମନ୍ନା ବ୍ୟାସ ବବି ମିଶ୍ର ହରିହର ମହାପାତ୍ର |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | କୌଶିକ ମାଇତି |
ସମ୍ପାଦକ | ରଞ୍ଜନ ଖଟେଇ |
ମୁକ୍ତିଲାଭ ତାରିଖ | ୬ ମାର୍ଚ୍ଚ ୨୦୨୨ |
କଥାଚିତ୍ରର ସମୟ | ୧୩୬ ମିନିଟ୍[୧] |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଲଗାମ୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୨] ରଣଜିତ କୁମାର ସାହୁ ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ, ଚିତ୍ରନାଟ୍ୟ ଓ ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ପୀନୁ ନାୟକ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।[୪]
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅମ୍ଳାନ ଦାସ ଓ ତମନ୍ନା ବ୍ୟାସ । ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୪] ଏହି କଥାଚିତ୍ରଟି ୨୦୨୨ ମସିହାର ମାର୍ଚ୍ଚ ୬ ତାରିଖରେ ତରଙ୍ଗ ଟିଭି ଓ ତରଙ୍ଗ ପ୍ଲସ୍ରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୩] ଜନ୍ମେଜୟ ପଣ୍ଡ ଓ ତପୁ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।[୪] ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ, ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | କବି | ଗାୟକ | ସମୟ |
---|---|---|---|---|
1. | "ଚୁନା ଚୁନା ଚାହାଣୀରେ" | ତପୁ ନାୟକ | ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ | |
2. | "ତୋ ଛୁଆଁରେ" | ତପୁ ନାୟକ | ସ୍ୱୟମ ପାଢ଼ୀ | |
3. | "ଲଭ୍ ୟୁ ଜିଙ୍ଗେଗି" | ଜନ୍ମେଜୟ ପଣ୍ଡା | ସତ୍ୟଜିତ ପ୍ରଧାନ, ତାରିକ୍ ଅଜିଜ୍, ଅନ୍ତରା ଚକ୍ରବର୍ତ୍ତୀ |
ଆଧାର
[ସମ୍ପାଦନା]- ↑ "Lagaam Odia New Movie". Tarangplus. TarangPlus. Retrieved 9 June 2022.
- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୩.୦ ୩.୧ "Odia Movie 'Lagaam' Brings Alive A Migrant's Plight During Lockdown". odishabytes (in English). Bhubaneswar. 5 August 2021. Archived from the original on 9 June 2022. Retrieved 9 June 2022.
{{cite news}}
: CS1 maint: unrecognized language (link) - ↑ ୪.୦ ୪.୧ ୪.୨ "Lagaam Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in English). 11 September 2021. Archived from the original on 9 June 2022. Retrieved 9 June 2022.
{{cite news}}
: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଲଗାମ୍