ହଉ ହଉ ହେଇଗଲାରେ

ଉଇକିପିଡ଼ିଆ‌ରୁ
ହଉ ହଉ ହେଇଗଲାରେ
ନିର୍ଦ୍ଦେଶକରମେଶ ରାଉତ
ପ୍ରଯୋଜକସୁବାସ ଦାସ
ନୀଳମଣି ସାହୁ
ସଂଳାପଦୀପକ ଜେନା
ଚିତ୍ରନାଟ୍ୟଅଭିଜିତ ସିନ୍ଧେ
କାହାଣୀଅଭିଜିତ ସିନ୍ଧେ
କଳାକାରରାଜ ରାଜେଶ ପଣ୍ଡା
ରିୟା ଦେ
ପିଣ୍ଟୁ ନନ୍ଦ
ସସ୍ମିତା ପ୍ରଧାନ
ଅକ୍ଷୟ ବସ୍ତିଆ
ଶ୍ୱେତା ଆଚାର୍ଯ୍ୟ
ସଙ୍ଗୀତବିମୁଗ୍ଧ ଦାସ
ଚିତ୍ରଗ୍ରହଣକାହ୍ନୁ ନନ୍ଦ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨୧ ଜାନୁଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ହଉ ହଉ ହେଇଗଲାରେ, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୁବାସ ଦାସ ଓ ନୀଳମଣି ସାହୁ । ଅଭିଜିତ ସିନ୍ଧେ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ । ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ ଦୀପକ ଜେନା । ନିର୍ଦ୍ଦେଶକ ରମେଶ ରାଉତ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜ ରାଜେଶ ପଣ୍ଡା ଓ ରିୟା ଦେ ।[୨] ପିଣ୍ଟୁ ନନ୍ଦ, ସସ୍ମିତା ପ୍ରଧାନ, ଅକ୍ଷୟ ବସ୍ତିଆ, ଶ୍ୱେତା ଆଚାର୍ଯ୍ୟ, ଶୁଭଶ୍ରୀ, ରାନୀ ପଣ୍ଡା, ଟୁକୁନା, ନୀଳମଣି ସାହୁ, ପୂଜା, ସଚିନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨୧ ତାରିଖରେ କଞ୍ଚାଲଙ୍କାରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିମୁଗ୍ଧ ଦାସ । ସନ୍ତୋଷ ପାଣିଗ୍ରାହୀ, ସୌମ୍ୟ ରଞ୍ଜନ ବଳ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ହଉ ହଉ ହେଇଗଲାରେ"ସନ୍ତୋଷ ପାଣିଗ୍ରାହୀହ୍ୟୁମାନ ସାଗର, ଅନ୍ତରା ଚକ୍ରବର୍ତ୍ତୀ 
2."ତତେ ମନରୁ ଦଉଚି କାଢ଼ି"ସୌମ୍ୟ ରଞ୍ଜନ ବଳଅନ୍ତରା ଚକ୍ରବର୍ତ୍ତୀ, ସ୍ୱୟମ ପାଢ଼ୀ 

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. ନନ୍ଦ, ଅମୃତ (19 January 2022). "ହଉ ହଉ ହେଇଗଲାରେ". prernanews.com (in Odia). Archived from the original on 22 January 2022. Retrieved 22 January 2022.{{cite news}}: CS1 maint: unrecognized language (link)
  3. "ଆଜି ଓଟିଟି କଞ୍ଚାଲଙ୍କାରେ ରିଲିଜ୍ ହେବ 'ହଉ ହଉ ହେଇଗଲାରେ'". ଓଡ଼ିଶାର ସମ୍ମାନ. ଭୁବନେଶ୍ୱର. 21 January 2022. p. ୩. Archived from the original on 22 January 2022. Retrieved 22 January 2022.

ବାହାର ଆଧାର[ସମ୍ପାଦନା]