କ୍ରେଜି-୪
କ୍ରେଜି-୪ | |
---|---|
ନିର୍ଦ୍ଦେଶକ | ସମ୍ରାଜ |
ପ୍ରଯୋଜକ | ଜେ. ରଞ୍ଜନ |
ସଂଳାପ | ଜିତେନ୍ଦ୍ର କୁମାର ବରାଳ |
କଳାକାର | ଅଭିଶେଖ ରଥ ସୂର୍ଯ୍ୟମୟୀ ମହାପାତ୍ର ଉତ୍ତମ ମହାନ୍ତି ସୁଭାଶିଷ ଶର୍ମା ପ୍ରଜ୍ଞା ଖଟୁଆ |
ସଙ୍ଗୀତ | ଏସ୍. ଚନ୍ଦ୍ରକାନ୍ତ |
ଚିତ୍ରଗ୍ରହଣ | ଏମ୍. ଗଣେଶ |
ସମ୍ପାଦକ | ଶଙ୍କର |
ମୁକ୍ତିଲାଭ ତାରିଖ | ୬ ଫେବୃଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
କ୍ରେଜି-୪ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଜେ. ରଞ୍ଜନ ।[୨] ଜିତେନ୍ଦ୍ର କୁମାର ବରାଳ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସମ୍ରାଜ ।[୩] ସଙ୍ଗୀତକାର ଏସ୍. ଚନ୍ଦ୍ରକାନ୍ତ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଅଭିଶେଖ ରଥ ଓ ସୂର୍ଯ୍ୟମୟୀ ମହାପାତ୍ର ।[୪] ଉତ୍ତମ ମହାନ୍ତି, ସୁଭାଶିଷ ଶର୍ମା, ପ୍ରଜ୍ଞା ଖଟୁଆ, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଅଭିନୟ କରିଥିଲେ ।[୩] ଏହି କଥାଚିତ୍ରଟି ୨୦୨୨ ମସିହାର ଫେବୃଆରୀ ୬ ତାରିଖରେ ମଞ୍ଜରୀ ଟିଭିରେ ମୁକ୍ତିଲାଭ କରିଥିଲା ।
ଅଭିନୟ
[ସମ୍ପାଦନା]- ଅଭିଶେଖ ରଥ - ଶିବା
- ସୂର୍ଯ୍ୟମୟୀ ମହାପାତ୍ର - ନନ୍ଦିନୀ
- ଉତ୍ତମ ମହାନ୍ତି
- ସୁଭାଶିଷ ଶର୍ମା
- ପ୍ରଜ୍ଞା ଖଟୁଆ
- ପିଣ୍ଟୁ ନନ୍ଦ
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଏସ୍. ଚନ୍ଦ୍ରକାନ୍ତ ।[୨] ଅରୁଣ ମନ୍ତ୍ରୀ, ଏନ୍. ଗୁରୁଦତ୍ତ, ନିର୍ମଳ ନାୟକ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ସତ୍ୟଜିତ ପ୍ରଧାନ, ସଂଗ୍ରାମ ମହାନ୍ତି, ଅମ୍ରିତା ନାୟକ, ସଞ୍ଜୁ ମହାନ୍ତି, ଭାରତୀ, ସରୋଜ, ରାଜେଶ, ବର୍ଷା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ଗାୟକ | ସମୟ |
---|---|---|---|
1. | "ଏ ଆକାଶ ତୋ' ରଙ୍ଗ ମୋତେ ନୂଆ ଲାଗେରେ" | ||
2. | "ଓଡ଼ିଆ ଟୋକା ବ୍ୟାଣ୍ଡ ବଜେଇ ଦବ" | ||
3. | "କାଲି ଯିଏ ଝିଅ ଆଜି ସିଏ କନିଆଁ" | ||
4. | "ତୋ ପ୍ରେମରେ ମନ ହଲ୍ଚଲ୍" | ||
5. | "ଲୁଚିଛି ନା ଗୋଡ଼ ଦି'ଟା ଦିଶୁଛି" | ହ୍ୟୁମାନ ସାଗର, ଅସୀମା ପଣ୍ଡା |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "ରିଲିଜ ହେବ 'କ୍ରେଜି-୪ : ଆମେ ଓଡ଼ିଆ ଟୋକା': ଆଶାରେ ଅଭିଷେକ - Dharitri". Dharitri Odia News. 16 June 2019. Archived from the original on 20 June 2022. Retrieved 20 June 2022.
- ↑ ୩.୦ ୩.୧ "Krazzy 4 Odia film Cast Crew | OdiaLive". Odia Live (in English). 20 July 2019. Archived from the original on 20 June 2022. Retrieved 20 June 2022.
{{cite news}}
: CS1 maint: unrecognized language (link) - ↑ "'କ୍ରେଜି-୪' ପରେ 'ପାଣିଗ୍ରହଣ'". Prameya. ଭୁବନେଶ୍ୱର. 23 March 2022. Archived from the original on 20 June 2022. Retrieved 20 June 2022.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ କ୍ରେଜି-୪