| ନାମ | ନିର୍ଦ୍ଦେଶକ | ଅଭିନେତା | ପ୍ରକାର | ଟୀକା |
| ୨୦୧୧ |
| ୧୪୩ ଆଇ ଲଭ ୟୁ | ଅଶୋକ ପତି | ବାବୁସାନ, କୋଏଲ ମୁଖାର୍ଜୀ, ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା | | |
| ଅଞ୍ଜଳି | ଦିଲ୍ଲିପ ପଣ୍ଡା | ଆଦିତ୍ୟ, ସମ୍ପୂର୍ଣ୍ଣା ଚକ୍ରବର୍ତ୍ତୀ, ଦେବସ୍ମୀତା, ଜର୍ଜ ତିଆଡ଼ି | | |
| ଏ ମନ ଖୋଜେ ମନଟିଏ | ରଞ୍ଜନ ମିଶ୍ର | ସୁନିଲ କୁମାର, ଜୀନା, ମିହିର ଦାସ, ଅପରାଜିତା ମହାନ୍ତି | | |
| କଟକ | ସୁବ୍ରତ ବେହେରା | ସମ୍ବିତ ଆଚାର୍ଯ୍ୟ, କୋଏଲ ଦାସ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି, ତନ୍ଦ୍ରା ରାୟ | | |
| କିଏସେ ଡାକୁଛି କୋଉଠି ମତେ | ସୁଧାକର ବସନ୍ତ | ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ସୋମେଶ | | |
| କିଛି ଖଟା କିଛି ମିଠା | ଜେମସ ଆନ୍ଥୋନୀ | ପୁପିନ୍ଦର, ଗୁନଗୁନ୍, ଅଜିତ ଦାସ, ନମିତା ମିଶ୍ର, ମୁନ୍ନା ଖାଁ | | |
| କ୍ରିମିନାଲ୍ | ଦିଲ୍ଲୀପ ପଣ୍ଡା | ଅରିନ୍ଦମ ରାୟ, ରିୟା, ସମରେଶ, ମିହିର ଦାସ | | |
| ଚାନ୍ଦିନୀ ଆଇ ମିସ ୟୁ | ବସନ୍ତ ସାହୁ | ସବ୍ୟସାଚୀ ମିଶ୍ର, ମେଘା ଘୋଷ, ପ୍ରିୟା ଚୌଧୁରୀ | | |
| ଛାତିରେ ଲେଖିଛି ତୋରି ନାଁ | ସଞ୍ଜୟ ନାୟକ | ସବ୍ୟସାଚୀ ମିଶ୍ର, ବର୍ଷା ପ୍ରିୟଦର୍ଶିନୀ, ବିଜୟ ମହାନ୍ତି, ଚନ୍ଦନ କର | | |
| ମୋଷ୍ଟ ୱାଣ୍ଟେଡ଼ | ସୁଶାନ୍ତ ମଣି | ଅନୁଭବ ମହାନ୍ତି, ମେଘା ଘୋଷ, ମିହିର ଦାସ, ସମରେଶ | | |
| ଲୋଫର୍ | ଅଶୋକ ପତି | ବାବୁସାନ, ଅର୍ଚ୍ଚିତା , ବୁଦ୍ଧାଦିତ୍ୟ, ଅପରାଜିତା ମହାନ୍ତି | | |
| ମନ ମୋର ପ୍ରଜାପତି | ସଞ୍ଜୟ ନାୟକ | ଦୀପକ, କୋଏଲ ବାନାର୍ଜୀ, ମିହିର ଦାସ, ପୁଷ୍ପା ପଣ୍ଡା | | |
| ମତେ ବୋହୂ କରି ନେଇ ଯା | ବିକାଶ ଶୁକ୍ଳା | ସିଦ୍ଧାନ୍ତ ମହାପାତ୍ର, ଦିପେନ୍ , ମିହିର ଦାଶ | | |
| ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ | ଅବତାର ସିଂହ | ଅରିନ୍ଦମ ରାୟ, ରୁପଲେଖା, ଉତ୍ତମ ମହାନ୍ତି, ମିହିର ଦାସ | | |
| ତୋର ମୋର କଥା ହେବା ଚୁପ୍ ଚାପ୍ | ରୁଦ୍ରନାରାୟଣ ମହାନ୍ତି | ସ୍ୱରାଜ ମହାପାତ୍ର , ପ୍ରଗତୀ ମହାନ୍ତି , ଦେବୁ ବୋଷ, ଅଶୃମୋଚନ ମହାନ୍ତି | | |
| ହିରୋ | ଦିଲ୍ଲିପ ପଣ୍ଡା | ଅରିନ୍ଦମ ରାୟ, ପ୍ରିୟା ଚୌଧୁରୀ, ଚନ୍ଦନ କର, ପିଣ୍ଟୁ ନନ୍ଦ | | |
| ପ୍ରେମ୍ ୱେଡ୍ସ ପ୍ରିୟା | ରମାଶଙ୍କର | ସମ୍ବିତ ଆଚାର୍ଯ୍ୟ , ସୁପର୍ଣ୍ଣା ସିଂ , ଚକ୍ରଧର ଜେନା, ପ୍ରଦ୍ୟୁମ୍ନ ଲେଙ୍କା | | |
| ବନ୍ଧନ | ସୁଶାନ୍ତ କୁମାର ରାଉତ | ସମ୍ବିତ ଆଚାର୍ଯ୍ୟ, ପ୍ରିୟଦର୍ଶନୀ ଘୋଷ, ରାଇମୋହନ, ବିଜୟ ମହାନ୍ତି | | |
| ବାଇଶି ପାହାଚେ ଖେଳିବ ମୀନ | ସଞ୍ଜୟ ନାୟକ | ଲଳିତ, ପୁନମ ମିଶ୍ର, ମିହିର ଦାସ, ବିଜୟ ମହାନ୍ତି | | |
| ଦୋସ୍ତି | ଅଶୋକ ପତି | ବାବୁସାନ, ପ୍ରିୟା ଚୌଧୁରୀ, ସବ୍ୟସାଚୀ ମିଶ୍ର, ମେଘା ଘୋଷ | | |