ଡିଅର୍ ଲଭ୍

ଉଇକିପିଡ଼ିଆ‌ରୁ
ଡିଅର୍ ଲଭ୍
ନିର୍ଦ୍ଦେଶକଅଶ୍ୱିନୀ ତ୍ରିପାଠୀ
ପ୍ରଯୋଜକହିମାଳୟ ରାଜ ପରିଡ଼ା
ସଂଳାପରଜନୀ ରଞ୍ଜନ
ଚିତ୍ରନାଟ୍ୟଅଶ୍ୱିନୀ ତ୍ରିପାଠୀ
କାହାଣୀଅଶ୍ୱିନୀ ତ୍ରିପାଠୀ
କଳାକାରଗୁରୁଦେବ ମହାରଥୀ
ତମନ୍ନା ବ୍ୟାସ
ସମରେଶ ରାଉତରାୟ
ସଙ୍ଗୀତଦେବାଶିଷ ମଲ୍ଲିକ
ମାତୃପ୍ରସାଦ ରଥ
ଚିତ୍ରଗ୍ରହଣଅକ୍ଷୟ କୁମାର ସାହୁ
ସମ୍ପାଦକକୁମାର ମାନସ ସାହୁ
ମୁକ୍ତିଲାଭ ତାରିଖ
୨୫ ଡିସେମ୍ବର ୨୦୨୨
କଥାଚିତ୍ରର ସମୟ
୧୩୧ ମିନିଟ୍[୧]
ଦେଶ ଭାରତ
ଭାଷାଓଡ଼ିଆ

ଡିଅର୍ ଲଭ୍ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ହିମାଳୟ ରାଜ ପରିଡ଼ା । ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ନିର୍ଦ୍ଦେଶକ ଅଶ୍ୱିନୀ ତ୍ରିପାଠୀ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ଗୁରୁଦେବ ମହାରଥୀ ଓ ତମନ୍ନା ବ୍ୟାସ । ସମରେଶ ରାଉତରାୟ, ଜୋଗେଶ ଜୋଜୋ, ଅର୍ମାନ, ଗୁଡ୍ଡୁ, ଦୀପାଳି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଦେବାଶିଷ ମଲ୍ଲିକ ଓ ମାତୃପ୍ରସାଦ ରଥ । ସିଲୁ ବିଭୁ, ଅରୁଣ ମନ୍ତ୍ରୀ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । ହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ, ସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତକବିଗାୟକସମୟ
1."ତୁ ଛବି ବହି"ଅରୁଣ ମନ୍ତ୍ରୀହ୍ୟୁମାନ ସାଗର, ଜ୍ୟୋତିର୍ମୟୀ ନାୟକ୦୩:୫୯
2."ଲଭ୍ ଧୁନ୍ ବାଜୁଛି"ସିଲୁ ବିଭୁସ୍ୱୟମ ପାଢ଼ୀ, ଅନ୍ତରା ଚକ୍ରବର୍ତ୍ତୀ୦୩:୪୨

ଆଧାର[ସମ୍ପାଦନା]

  1. "Watch Odia Movie "Dear Love" featuring Gurudev Maharathi and Tamanna vyas". Tarangplus. Retrieved 6 January 2023.
  2. "ଆକାଶ-ବର୍ଷା ଓ ଅଶ୍ୱିନୀଙ୍କ 'ଡିଅର୍ ଲଭ୍'". ପ୍ରମେୟ. 16 February 2022. p. 6. Archived from the original on 6 January 2023. Retrieved 6 January 2023.
  3. "ପୁଣି ତମନ୍ନା". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.
  4. "ସାର୍ ହେବେ ସମ୍‌ରେଶ". ପ୍ରମେୟ. No. ଭୁବନେଶ୍ୱର. 30 March 2022. p. 20. Archived from the original on 6 January 2023. Retrieved 6 January 2023.

ବାହାର ଆଧାର[ସମ୍ପାଦନା]