Jump to content

ଦେବୁ ବ୍ରହ୍ମା

ଉଇକିପିଡ଼ିଆ‌ରୁ
ଦେବୁ ବ୍ରହ୍ମା
ଦେବୁ ବ୍ରହ୍ମା
ଜନ୍ମ (1962-10-10) ୧୦ ଅକ୍ଟୋବର ୧୯୬୨ (ବୟସ ୬୩)
ଜାତୀୟତା ଭାରତୀୟ
ଶିକ୍ଷାନୁଷ୍ଠାନବକ୍ସି ଜଗବନ୍ଧୁ ବିଦ୍ୟାଧର ମହାବିଦ୍ୟାଳୟ
ପ୍ରସିଦ୍ଧିଓଡ଼ିଆ ହାସ୍ୟ ଅଭିନେତା
ପିତାମାତାଗୌରୀ କୁମାର ବ୍ରହ୍ମା
ସତ୍ୟଭାମା ବ୍ରହ୍ମା

ଦେବୁ ବ୍ରହ୍ମା, ଓଡ଼ିଆ ସିନେମା ଜଗତର ଜଣେ ଲୋକପ୍ରିୟ ହାସ୍ୟ ଅଭିନେତା । ପିଲାଦିନରୁ ମଞ୍ଚ ଅଭିନୟ ସହିତ ଜଡ଼ିତ ଦେବୁ ବ୍ରହ୍ମା, ୧୯୮୩ ମସିହାରେ ଚଳଚ୍ଚିତ୍ର ରାମ ରହିମ ମାଧ୍ୟମରେ ଓଡ଼ିଆ ସିନେମାରେ ପାଦରଖିଥିଲେ । []

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷକଥାଚିତ୍ରଅଭିନୀତ ଚରିତ୍ର
୧୯୮୨ବାଜେ ବଇଁଶୀ ନାଚେ ଘୁଙ୍ଗୁର
୧୯୮୩ରାମ ରହିମ
ମହାସତୀ ସାବିତ୍ରୀ
୧୯୮୪ଗଙ୍ଗଶିଉଳୀଦେବୁ
୧୯୮୫ବାବୁଲା
ଜଗା ହାତରେ ପଘା
ମମତା ମାଗେ ମୂଲ
୧୯୮୬ଯୋର ଯା'ର ମୂଲକ ତାରପୋଲିସ କନେଷ୍ଟବଳ
୧୯୮୭ଭୁଲି ହୁଏନା
ଅନ୍ୟାୟ ସ‌ହିବି ନାହିଁଧପରାମ ଗିରିଧାରୀ
୧୯୮୮ଥିଲି ଝିଅ ହେଲି ବୋହୂ
ସୁନା ଚଢ଼େଇବସ୍ କଣ୍ଡକ୍ଟର
କୁରୁକ୍ଷେତ୍ର
ଯାହାକୁ ରଖିବେ ଅନନ୍ତଦଣ୍ଡପାଣି
ବୋହୂ ହେବ ଏମିତି
ବଡ଼ ଭାଉଜ

ସମ୍ମାନ

[ସମ୍ପାଦନା]
  • ଶ୍ରେଷ୍ଠ ହାସ୍ୟ ଅଭିନେତା - ବାଣୀଚିତ୍ର ସମ୍ମାନ(୨୦୦୮)[]
  1. ଧରିତ୍ରୀ ୧୭/୦୪/୨୦୧୪ ପୃଷ୍ଠା ୧୪ରେ ପ୍ରକାଶିତ ଧରିତ୍ରୀ ଆଳାପ
  2. "Banichitra awards presented". The Hindu (in Indian English). 15 June 2009. Retrieved 21 September 2020.

ଅଧିକ ତଥ୍ୟ

[ସମ୍ପାଦନା]