Jump to content

ଶ୍ରୀତମ ଦାସ

ଉଇକିପିଡ଼ିଆ‌ରୁ
ଶ୍ରୀତମ ଦାସ
ଜନ୍ମ
ଶ୍ରୀତମ ଦାସ

ବୃତ୍ତିଅଭିନେତା (ଓଡ଼ିଆ)
ସକ୍ରିୟ ବର୍ଷ୧୯୯୫-ଏବେଯାଏଁ
ବୈବାହିକ-ସାଥୀପୁନମ
ସନ୍ତାନନାନ୍ସୀ[]

ଶ୍ରୀତମ ଦାସ ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଓ ନିର୍ଦ୍ଦେଶକ ।[] ସେ ୬୦ରୁ ଉର୍ଦ୍ଧ ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି । ତାଙ୍କର ଜନ୍ମ ଓଡ଼ିଶାର କଟକରେ ହୋଇଥିଲା ।

ସେ ୧୯୯୫ରେ ପ୍ରଥମେ ଓଡ଼ିଆ ସିନେମା ସାବିତ୍ରୀରେ ଅଭିନେତା ଭାବରେ ଅଭିନୟ ଆରମ୍ଭ କରିଥିଲେ ।[] ଏଯାବତ ଅନେକ ସଫଳ ସିନେମାରେ ସେ ଅଭିନୟ ଓ ତୁ ଥାଆ ମୁଁ ଯାଉଚି ରୁଷିରେ କାହାଣୀକାର, ନିର୍ଦ୍ଦେଶକ ଓ ଅଭିନେତା ଭାବରେ କାମ କରିସାରିଛନ୍ତି ।[] "ତୁ ଥା ମୁଁ ଯାଉଛି ରୁଷି" ଚଳଚ୍ଚିତ୍ରର ପ୍ରଯୋଜନା ସଂସ୍ଥା "ଷ୍ଟାର କନସଲଟାନ୍ସୀ"ର ଚିଟଫଣ୍ଡ କାରବାରରେ ଜଡ଼ିତ ଥିବାନେଇ, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶ୍ରୀତମଙ୍କୁ ୨୦୧୮ରେ ଜେରା ମଧ୍ୟ କରିଥିଲା ।[]

ଶ୍ରୀତମ, ଭାରତୀୟ ଜନତା ପାର୍ଟିରେ ଯୋଗଦେଇ ପ୍ରତ୍ୟକ୍ଷ ରାଜନୀତିରେ ମଧ୍ୟ ପାଦ ଦେଇଛନ୍ତି ।[]


ଓଡ଼ିଆ କଥାଚିତ୍ରରେ ଅବଦାନ

[ସମ୍ପାଦନା]
କଥାଚିତ୍ର ନାମଚରିତ୍ରଭୂମିକାବର୍ଷ
ଥୁକୁଲ୍ଅଭିନେତା୨୦୧୨
ତୁ ଥାଆ ମୁଁ ଯାଉଚି ରୁଷିନିର୍ଦ୍ଦେଶକ, କାହାଣୀ, ଅଭିନେତା୨୦୧୦
ଜୟ ଜଗନ୍ନାଥଶ୍ରୀ ଜଗନ୍ନାଥଅଭିନେତା୨୦୦୭
ଲକ୍ଷ୍ମୀ ପ୍ରତିମାମନୋଜଅଭିନେତା୨୦୦୭
ସାଥୀରେନିର୍ଦ୍ଦେଶକ୨୦୦୪
ବାହୁଡ଼ିବେ ମୋ ଜଗାବଳିଆଅଭିନେତା୨୦୦୩[]
ରହିଚି ରହିବି ତୋରି ପାଇଁଅଭିନେତା୨୦୦୨
ରଙ୍ଗ୍ ନମ୍ବରଅଭିନେତା୨୦୦୨
ବାଜିଅଭିନେତା୨୦୦୧
ଧର୍ମ ଦେବତାରବି ପ୍ରକାଶଅଭିନେତା୨୦୦୧
ବାବୁ ପର୍ଶୁରାମଅଭିନେତା୨୦୦୦
କାଶିଆ କପିଳାକପିଳାଅଭିନେତା୨୦୦୦
ସାବିତ୍ରୀସତ୍ୟଅଭିନେତା୧୯୯୫
  1. https://timesofindia.indiatimes.com/others/news-interviews/Sritam-Das-blessed-with-a-baby-girl/articleshow/18588065.cms
  2. "ଚାଲିଗଲେ ବାପା". ସମାଜ. 24 August 2018. Retrieved 27 August 2018.[permanent dead link]
  3. "ଶ୍ରୀତମଙ୍କ ଖୁସି". ଧରିତ୍ରୀ ଛୁଟିଦିନ. 3 July 2022. p. ୮. Archived from the original on 3 July 2022. Retrieved 3 July 2022.
  4. "ଆର୍କାଇଭ୍ କପି". Archived from the original on 2021-04-15. Retrieved 2018-07-25. {{cite web}}: Cite has empty unknown parameter: |1= (help)
  5. https://www.telegraphindia.com/states/odisha/actor-quizzed-over-sham-company-links-242275
  6. https://www.outlookindia.com/newsscroll/odia-actors-mihir-anu-join-bjp/1234748
  7. http://www.newindianexpress.com/states/odisha/2018/may/12/veteran-actor-anita-das-passes-away-1813646.html

ବାହାର ଆଧାର

[ସମ୍ପାଦନା]