ଫୋର୍
Appearance
ଫୋର୍ | |
---|---|
ନିର୍ଦ୍ଦେଶକ | ଅଭିଶେକ ସ୍ୱାଇଁ |
ପ୍ରଯୋଜକ | କୌଶିକ ଦାସ ରାମ ପଟ୍ଟନୟକ |
ଚିତ୍ରନାଟ୍ୟ | ଅଭିଶେକ ସ୍ୱାଇଁ |
କାହାଣୀ | ଅଭିଶେକ ସ୍ୱାଇଁ ଶୁଭଶ୍ରୀ ପଟ୍ଟନାୟକ |
କଳାକାର | ପାର୍ଥସାରଥୀ ରାୟ ସତ୍ୟ ରଞ୍ଜନ ପ୍ରସନ୍ନଜିତ ମହାପାତ୍ର ସ୍ୱସ୍ତିକ ଚୌଧୁରୀ ରିୟା ରେଶମ ବରି |
ସଙ୍ଗୀତ | କିସଲୟ ରାୟ |
ଚିତ୍ରଗ୍ରହଣ | ସୌମ୍ୟରାଜ ନାୟକ |
ସମ୍ପାଦକ | ବିଶ୍ୱଜିତ ପୈତଳ |
ମୁକ୍ତିଲାଭ ତାରିଖ | ୨୮ ଜାନୁଆରୀ ୨୦୨୨ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଫୋର୍, ୨୦୨୨ ମସିହାରେ ଓଟିଟିରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ କୌଶିକ ଦାସ ଓ ରାମ ପଟ୍ଟନାୟକ । ଶ୍ରୀଭଶ୍ରୀ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଅଭିଶେକ ସ୍ୱାଇଁ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]
ପାର୍ଥସାରଥୀ ରାୟ, ସତ୍ୟ ରଞ୍ଜନ, ପ୍ରସନ୍ନଜିତ ମହାପାତ୍ର, ସ୍ୱସ୍ତିକ ଚୌଧୁରୀ, ରିୟା ରେଶମ ବରି, ଅଶ୍ୱିନୀ ରାୟ ମହାପାତ୍ର, ନିତ୍ୟ ପ୍ରକାଶ ସ୍ୱାଇଁ, କଳ୍କୀ କୃଷ୍ଣା ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨୮ ତାରିଖରେ ଆଓ ଏନ୍ଏକ୍ସଟି ନାମକ ଏକ ଓଟିଟିରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ପାର୍ଥସାରଥୀ ରାୟ
- ସତ୍ୟ ରଞ୍ଜନ
- ପ୍ରସନ୍ନଜିତ ମହାପାତ୍ର
- ସ୍ୱସ୍ତିକ ଚୌଧୁରୀ
- ରିୟା ରେଶମ ବରି
- ଅଶ୍ୱିନୀ ରାୟ ମହାପାତ୍ର
- ନିତ୍ୟ ପ୍ରକାଶ ସ୍ୱାଇଁ
- କଳ୍କୀ କୃଷ୍ଣା
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ କିସଲୟ ରାୟ ।
ଗୀତ
[ସମ୍ପାଦନା]କ୍ରମ | ଗୀତ | ସମୟ |
---|
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ବ୍ୟୁରୋ, ଓଡ଼ିଶା ସମ୍ବାଦ (20 November 2021). "୨୧ରେ ମୁକ୍ତିଲାଭ କରିବ ଓଡ଼ିଆ କ୍ରାଇମ୍ ଥ୍ରୀଲର 'ଫୋର୍'". Odisha Sambad. ଭୁବନେଶ୍ୱର. Archived from the original on 29 January 2022. Retrieved 29 January 2022.
- ↑ "Odia Crime Thriller 'Four' To Be Released On December 21". Odisha Bytes (in English). Bhubaneswar. 20 November 2021. Archived from the original on 29 January 2022. Retrieved 29 January 2022.
{{cite news}}
:|archive-date=
/|archive-url=
timestamp mismatch; 20 ନଭେମ୍ବର 2021 suggested (help)CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ଫୋର୍