୨୦୧୪ର ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

ଓଡ଼ିଆ କଥାଚିତ୍ର ଜଗତରେ ୨୦୧୪ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧]

'୨୦୧୪'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]

ନାମ ନିର୍ଦ୍ଦେଶକ ଅଭିନେତା ମୁକ୍ତିଲାଭ ତାରିଖ
୨୦୧୪
ଆଖିରେ ଆଖିରେ ସୁଶାନ୍ତ ମଣି ବାବୁସାନ, ଝିଲିକ, ବିଜୟ ମହାନ୍ତି ୧ ଜାନୁଆରୀ
ତୁ ଆଉ ମୁଁ ନିଶିକାନ୍ତ ଦଳବେହେରା ବିଜେନ୍ଦ୍ର କୁମାର ମିଶ୍ର, ବନ୍ଦନା ପ୍ରଣାମିକ, ମିହିର ଦାସ, ଅପରାଜିତା ମହାନ୍ତି ୧୦ ଜାନୁଆରୀ
ତୋ ବାଟ ଚାହିଁଚି ରାତି ସାରା ସଞ୍ଜୟ ନାୟକ ପ୍ରିୟା ଚୌଧୁରୀ, ଚନ୍ଦନ କର, ଦେବୁ ବୋଷ, ଅନିତା ଦାସ ୧୦ ଜାନୁଆରୀ
ପୁଣି ଦେଖା ହବ ଆର ଜନମରେ ଅଶୋକ କୁମାର ମହାନ୍ତି ବବି ମିଶ୍ର, ରାଲି ନନ୍ଦ, ମିହିର ଦାସ, ପ୍ରଦ୍ୟୁମ୍ନ ଲେଙ୍କା ୪ ଫେବୃଆରୀ
ଖାସ୍ ତୁମରି ପାଇଁ ସୁଶାନ୍ତ ରଥ ଦୁଷ୍ମନ୍ତ ପଣ୍ଡା, ଦେବଯାନୀ, ପିଙ୍କି ପ୍ରିୟଦର୍ଶିନୀ, ଦେବୁ ବୋଷ ୨୭ ଫେବୃଆରୀ
ସ୍ମାଇଲ୍ ପ୍ଲିଜ୍ ଏସ୍. କେ. ମୁରଲୀଧରନ୍ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ମିହିର ଦାସ, ପୁଷ୍ପା ପଣ୍ଡା ୧୪ ମାର୍ଚ୍ଚ
ଜୟ ହିନ୍ଦ୍ ରଞ୍ଜନ ମିଶ୍ର ଦୀପନ, ଅମ୍ରିତା, ମୀନକେତନ, ନମ୍ରତା ଦାସ, ସରୋଜ ଦାସ ୪ ଅପ୍ରେଲ
ଡାଡି: ଦ ଲଭିଙ୍ଗ ଗଡ୍ ଆପୁ କାନୁନ୍‌ଗୋ ଅରିନ୍ଦମ ରାୟ ଲିପି, ମିହିର ଦାସ, ଅପରାଜିତା ମହାନ୍ତି ୧୪ ଅପ୍ରେଲ
ହରି ବୋଲ ନୁହେଁ ଟଙ୍କା ବୋଲ କ୍ରିଷ୍ଣା ପ୍ରସାଦ ଚୁଙ୍ଗା, କଳ୍ପନା, ଆକାଶ, ସମରେଶ, ଜୟୀରାମ ସାମଲ ୧ ମଇ
ସାହିତ୍ୟ ଦିଦି ମନୋରଞ୍ଜନ ପାଲ୍ ରୋନ‌କ ଦାସ, ଅଦିତୀ ମୁଖାର୍ଜୀ, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା ୯ ମଇ
ଓମ୍: ଆଇ ଆମ୍ ନଟ୍ ଗଡ୍ ସୁଧାକର ବସନ୍ତ ସମ୍ବିତ ଆଚାର୍ଯ୍ୟ, ସୁଧାକର ବସନ୍ତ, ପ୍ରକୃତି ମିଶ୍ର, ସମରେଶ ୨୩ ମଇ
ଗୋଲାପି ଗୋଲାପି ସୁଶାନ୍ତ ମଣି ଅମ୍ଳାନ ଦାସ, ରିୟା ଦେ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର ୧୩ ଜୁନ
ସମଥିଙ୍ଗ୍ ସମଥିଙ୍ଗ୍ ୨ ସୁଧାକର ବସନ୍ତ ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ଅଞ୍ଜନା ୧୪ ଜୁନ
ସଙ୍ଗମ ଯତୀନ୍ କୁମାର ଅଗ୍ର‌ୱାଲ ଆକାଶ ଦାସନାୟକ, ବୁଦ୍ଧାଦିତ୍ୟ ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି ୧୪ ଜୁନ
୨୦୧୪ ଫିଅର ଅଫ ଦ ଇଅର ପ୍ରଦୀପ ଦାସ, ତାପସ ଜେନା ସମ୍ବିତ ଆଚାର୍ଯ୍ୟ, ଦୁଷ୍ମନ୍ତ ପଣ୍ଡା, ମୌସୁମୀ ନାୟକ, ଏଲି ପାଢ଼ୀ ୧୧ ଜୁଲାଇ
କିଡ୍‌ନାପ୍ ସୀମାଞ୍ଚଳ ନାୟକ ମୀନକେତନ, ସରୋଜ ଦାସ, ରୁନୁ ମହାପାତ୍ର, କେଦାର ମିଶ୍ର, ପୁଷ୍ପା ପଣ୍ଡା ୯ ଅଗଷ୍ଟ
କ୍ରିଷ୍ଣା ଗୋବିନ୍ଦା ଟି. ଗଣେଶ ସୁରଜ, କାଜଲ ସତପଥୀ, ସୁବାଶିଷ ଶର୍ମା ୨୨ ଅଗଷ୍ଟ
ଆମେ ତ ଟୋକା ଷଣ୍ଢ ମାର୍କା ଆର୍ ଭଗତ ସିଂହ ପପୁ ପମ ପମ, କୋଏଲ ବାନାର୍ଜୀ, ମିହିର ଦାସ, ମୀନକେତନ ୨୯ ଅଗଷ୍ଟ
ଲେଖୁଲେଖୁ ଲେଖିଦେଲି ସୁଶାନ୍ତ ମଣି ବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଅଙ୍କିତା ଭୌମିକ, ପ୍ରିୟଙ୍କା ମହାପାତ୍ର ୨୯ ଅଗଷ୍ଟ
ପାଗଳ କରିଚୁ ତୁ ସୁଶାନ୍ତ ମଣି ଅମ୍ଳାନ ଦାସ, ରିୟା ଦେ, ମିହିର ଦାସ, ସିଦ୍ଧାନ୍ତ ମହାପାତ୍ର ୧ ଅକ୍ଟୋବର
ମେଣ୍ଟାଲ ଦିଲ୍ଲୀପ ପଣ୍ଡା ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ହରିହର ମହାପାତ୍ର ୨ ଅକ୍ଟୋବର
ମୁଁ ତା'ର କିଏ ବସନ୍ତ ସାହୁ ମିହିର ଦାସ, ଯୁକ୍ତା ରକ୍ଷିତ, ହର ରଥ ୩୧ ଅକ୍ଟୋବର
ତମେ ଥିଲେ ସାଥିରେ ସଞ୍ଜୟ ନାୟକ ଦୀପକ ବାରିକ, ରାଗିଣୀ, କୁନା ତ୍ରିପାଠୀ, ବିଜୟ ମହାନ୍ତି ୬ ନଭେମ୍ବର
ଗଞ୍ଜା ଲଢ଼େଇ ସୁଧାକର ବସନ୍ତ ସମ୍ବିତ ଆଚାର୍ଯ୍ୟ, ସୋଫିଆ ଆଲମ୍, ସିଦ୍ଧାନ୍ତ ମହାପାତ୍ର ୨୧ ନଭେମ୍ବର
ୱାନ୍ ୱେ ଟ୍ରାଫିକ୍ ସୁରେଶ ପଟ୍ଟନାୟକ ସମ୍ଭବ ମାନସିଂହ, ତପସ୍ୟା ତ୍ରିପାଠୀ, ଶ୍ରୀତମ ଦାସ, ମେଘନା ମିଶ୍ର ୧୨ ଡିସେମ୍ବର
ରାସ୍ତା ନିଶିକାନ୍ତ ଦଳବେହେରା ଅଭିଳାଷ, ଏଲି ପାଢ଼ୀ, ପ୍ରଭଞ୍ଜନ, ଚୌଧୁରୀ ବିକାଶ ଦାସ ୧୨ ଡିସେମ୍ବର
ଦୀପାଞ୍ଜଳି ବିଶ୍ୱଜିତ ମହାନ୍ତି, ଦୀପକ ଦାସ ଦୀପକ, ଅଞ୍ଜଳୀ, ମିହିର ଦାସ, ପୁଷ୍ପା ପଣ୍ଡା, ବ୍ରଜ ସିଂହ ୨୮ ଡିସେମ୍ବର
ସିନ୍ଦୂର ସୀମାଞ୍ଜଳ ନାୟକ ସିଦ୍ଧାନ୍ତ ମହାପାତ୍ର, ନମ୍ରତା ଥାପା, ମୀନକେତନ, ନମ୍ରତା ଦାସ

ଆଧାର[ସମ୍ପାଦନା]

  1. "Odia Film Calender 2014". odialive.com. Retrieved 28 August 2014.