ସନ୍‌ମିରା ନାଗେଶ

ଉଇକିପିଡ଼ିଆ‌ରୁ
ସନ୍‌ମିରା ନାଗେଶ
Born
ସନ୍‌ମିରା ନାଗେଶ

Occupation(ଓଡ଼ିଆ) ଅଭିନେତ୍ରୀ
Years active୨୦୧୭ରୁ-ଏବେଯାଏଁ
Awardsଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ୨୦୧୭

ସନ୍‌ମିରା ନାଗେଶ, ଜଣେ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରାପ୍ତ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଓଡ଼ିଆ କଥାଚିତ୍ର ସପନର ପଥେ ପଥେ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ମୁଖ୍ୟ ନାୟିକା ଭାବରେ ପ୍ରବେଶ କରିଥିଲେ ।[୧][୨] ଏହା ପୂର୍ବରୁ ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଶିଶୁ କଳାକାର ଭାବରେ ମଧ୍ୟ ଅଭିନୟ କରିଥିଲେ ।

ପ୍ରାରମ୍ଭିକ ଜୀବନ ଏବଂ ପରିବାର[ସମ୍ପାଦନା]

ସନ୍‌ମିରା ଅଭିନୟ ବ୍ୟତୀତ ଚିତ୍ର କରିବାକୁ, ଗୀତ ଗାଇବାକୁ, ନୃତ୍ୟ କରିବାକୁ ଏବଂ ଫୁଟ୍‌ବଲ୍ ଖେଳିବାକୁ ଭଲ ପାଆନ୍ତି । ସେ ଅଭିନୟ ଜଗତରେ କାମ କରିନଥିଲେ ଜଣେ ଶିକ୍ଷାବିତ୍ ହେବାର ଆଶା ରଖିଥିଲେ ।[୨]

ଅଭିନୟ ଜୀବନ[ସମ୍ପାଦନା]

ସନ୍‌ମିରା ଜଣେ ଶିଶୁ କଳାକାର ଭାବରେ ସୁନା ଚଢ଼େଇ ମୋ ରୂପା ଚଢ଼େଇ କଥାଚିତ୍ର ମାଧ୍ୟମରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୩][୪] ଏହାପରେ ସେ ୨୦୧୭ ମସିହାରେ ସପନର ପଥେ ପଥେ ଚଳଚ୍ଚିତ୍ର ଜରିଆରେ ମୁଖ୍ୟ ନାୟିକା ଭୂମିକାରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[୫] ଏହାପରେ ସେ ଲୈଲା ଓ ଲୈଲା କଥାଚିତ୍ରରେ ଅଭିନୟ କରିଥିଲେ ।[୬][୭][୮][୯]

ଅଭିନୀତ କଥାଚିତ୍ର[ସମ୍ପାଦନା]

ବର୍ଷ ଚଳଚ୍ଚିତ୍ର ଭୂମିକା ମନ୍ତବ୍ୟ
୨୦୧୭ ସପନର ପଥେ ପଥେ ପ୍ରଥମ ଓଡ଼ିଆ କଥାଚିତ୍ର
ଲୈଲା ଓ ଲୈଲା
୨୦୧୮ ଲୋକାଲ ଟୋକା ଲଭ୍ ଚୋଖା

ପୁରସ୍କାର ଓ ସମ୍ମାନ[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଏ ବର୍ଷ ମୁକ୍ତିଲାଭ କରିଥିବା ଏହି ସିନେମାର କାହାଣୀ ମୌଳିକ ଥିଲା !". sambad.in. 30 December 2017. Retrieved 3 February 2018.
  2. ୨.୦ ୨.୧ "'ଲୈଲା ଓ ଲୈଲା'ର ସୁଟିଂ ବେଳେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲି : ସନ୍‌ମିରା". sambad.in. 4 January 2018. Retrieved 3 February 2018.
  3. "ଧରିତ୍ରୀ ଆଳାପ". ଧରିତ୍ରୀ. Retrieved 9 March 2019.
  4. "ନବମ ଶ୍ରେଣୀରୁ ହିରୋଇନ୍; ସନ୍‌ମୀରାଙ୍କ 'ଲୈଲା ଓ ଲୈଲା'". Odisha Live. 6 September 2017. Retrieved 3 February 2018.
  5. "ଅଣ ଓଡ଼ିଆ ନାୟିକାଙ୍କୁ ଟକ୍କର ଦେବାକୁ ପ୍ରସ୍ତୁତ ଆମ ଏହି ଓଡ଼ିଆ ନାୟିକାମାନେ !". sambad.in. 16 October 2017. Retrieved 3 February 2018.
  6. "ପ୍ରଥମ ସିନେମାରେ ଧମାଲ୍‌ କରିଥିବା ସତ୍ତ୍ୱେ ଏହି ହିଟ୍‌ ଯୋଡି ଦ୍ୱିତୀୟ ଥର ନଜର ଆସି ନାହାନ୍ତି". sambad.in. 16 December 2017. Retrieved 3 February 2018.
  7. "ଆଜି ଶୁଭମୁକ୍ତି: 'ଲୈଲା ଓ ଲୈଲା'". sambad.in. 29 December 2017. Retrieved 3 February 2018.
  8. "ଶୁଭମୁକ୍ତି କଲା 'ଲୈଲା ଓ ଲୈଲା'". OdianNews. 30 December 2017. Archived from the original on 17 July 2019. Retrieved 3 February 2018.
  9. "ପ୍ରଥମ ସିନେମାରେ ଧମାଲ୍‌ କରିଥିବା ସତ୍ତ୍ୱେ ଏହି ହିଟ୍‌ ଯୋଡି ଦ୍ୱିତୀୟ ଥର ନଜର ଆସି ନାହାନ୍ତି". Mo Odisha Daily News Feed. 16 December 2017. Archived from the original on 6 February 2018. Retrieved 3 February 2018.
  10. "Odisha State Film Awards 2017 announced; 'Hello Arsi' bags five awards". Eastern Media Limited. Retrieved 9 March 2019.

ବାହାର ଆଧାର[ସମ୍ପାଦନା]