ବୀଣା ମହାରଣା
ଦେଖଣା
ବୀଣା ମହାରଣା | |
|---|---|
| ଜାତୀୟତା | |
| ବୃତ୍ତି | ସିନେମା ଅଭିନେତ୍ରୀ |
| ସକ୍ରିୟ ବର୍ଷ | ୧୯୮୮-ଏବେଯାଏଁ |
| ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତ୍ରୀ |
ବୀଣା ମହାରଣା ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ସେ ଅନେକ ଓଡ଼ିଆ କଥାଚିତ୍ରରେ କାମ କରିଛନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ବୀଣା ମହାରଣା ଓଡ଼ିଶାରେ ଜନ୍ମଗ୍ରହଣ କରିଥିଲେ ।
ଓଡ଼ିଆ କଥାଚିତ୍ରରେ ଅବଦାନ
[ସମ୍ପାଦନା]୧୯୮୮ ମସିହାରେ କନ୍ୟାଦାନ କଥାଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା ବୀଣା, ବର୍ତ୍ତମାନ ସୁଦ୍ଧା ୮ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।
ଅଭିନୀତ ଓଡ଼ିଆ କଥାଚିତ୍ର
[ସମ୍ପାଦନା]| କଥାଚିତ୍ର | ମୁକ୍ତିଲାଭ ବର୍ଷ | ନିର୍ଦ୍ଦେଶକ |
|---|---|---|
| ଏ ମନ ଖୋଜେ ମନଟିଏ | ୨୦୧୧ | ରଞ୍ଜନ ମିଶ୍ର |
| ବାଇଶି ପାହାଚେ ଖେଳିବ ମୀନ | ୨୦୧୧ | ସଞ୍ଜୟ ନାୟକ |
| କନ୍ୟାଦାନ | ୧୯୮୮ | ଅରୁଣ ମହାନ୍ତି |
| ପ୍ରେମ ଏଟିଏମ୍ | ୨୦୨୨ | ସୁଧାଂଶୁ ମୋହନ ସାହୁ |
ପୁରସ୍କାର
[ସମ୍ପାଦନା]ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବୀଣା ମହାରଣା