Jump to content

ପୁନମ ମିଶ୍ର

ଉଇକିପିଡ଼ିଆ‌ରୁ
ପୁନମ ମିଶ୍ର
ଜନ୍ମ
ପୁନମ ମିଶ୍ର

(1993-06-30) ୩୦ ଜୁନ ୧୯୯୩ (ବୟସ ୩୨)
ବୃତ୍ତି(ଓଡ଼ିଆ) ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୧୧ରୁ-ଏବେଯାଏଁ[]

ପୁନମ ମିଶ୍ର (ଜନ୍ମ: ୩୦ ଜୁନ ୧୯୯୩[]) ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ ।[][] ସେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[][][] ଏହାପରେ ସେ ଲଭ୍ ମାଷ୍ଟର, ରକ୍‌ଷ୍ଟାର୍ ଆଦି ଓଡ଼ିଆ କଥାଚିତ୍ରରେ ଅଭିନୟ କରିଥିଲେ ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଅଭିନୟ ଜୀବନ

[ସମ୍ପାଦନା]

ପୁନମ ମିଶ୍ର ୨୦୧୧ ମସିହାରେ ଓଡ଼ିଆ କଥାଚିତ୍ର ବାଇଶି ପାହାଚେ ଖେଳିବ ମୀନ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[][] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ନାୟକ[] ଏହାପରେ ସେ ବାବୁଶାନ୍‌ଙ୍କ ସ‌ହ ଲଭ୍ ମାଷ୍ଟର[୧୦], ବୁଲୁଙ୍କ ସ‌ହ ରକ୍‌ଷ୍ଟାର୍ ଆଦି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ।[]

୨୦୧୮ରେ ମନୋରଞ୍ଜନ ପାଲ୍‌ଙ୍କ ନିର୍ଦ୍ଦେଶିତ କଥାଚିତ୍ର ଫେସ୍‌ବୁକ୍‌ ମୁକ୍ତିଲାଭ କରିବାର ଅଛି ।[] ଏହି କଥାଚିତ୍ରରେ ପୁନମ ପୁଣିଥରେ ବୁଲୁଙ୍କ ସ‌ହ ଅଭିନୟ କରୁଛନ୍ତି ।[]

ସେ ଦୂରଦର୍ଶନରେ ତଅପୋଇ ଧାରାବାହିକରେ ତଅପୋଇ ଭୂମିକାରେ ଅଭିନୟ କରିଥିଲେ ।[]

ଅଭିନୀତ କଥାଚିତ୍ର

[ସମ୍ପାଦନା]
ବର୍ଷଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୧୧ବାଇଶି ପାହାଚେ ଖେଳିବ ମୀନପ୍ରଥମ ଓଡ଼ିଆ କଥାଚିତ୍ର
୨୦୧୨ଲଭ୍ ମାଷ୍ଟରଲଗ୍ନା
୨୦୧୫ରକ୍‌ଷ୍ଟାର୍
୨୦୧୮ ୪ ଇଡିଅଟସ୍
୨୦୨୦ ଟିକେ ଲଭ୍ ଟିକେ ଟ୍ୱିଷ୍ଟ୍

ଅଭିନୀତ ଧାରାବାହିକ

[ସମ୍ପାଦନା]
ଧାରାବାହିକଚେନାଲଭୂମିକା
ତଅପୋଇତଅପୋଇ
  1. 1 2 3 4 "ଦୁଇ ବର୍ଷ ହେଲା ବଡ଼ ପରଦାରେ ଦେଖା ଦେଇନାହାନ୍ତି ଏହି ଓଲିଉଡ ନାୟିକା". sambad.in. 30 November 2017. Retrieved 14 February 2018.
  2. "Poonam Mishra Odia Actress". Odia360.Com (in ଆମେରିକୀୟ ଇଂରାଜୀ). 2 January 2018. Archived from the original on 20 May 2018. Retrieved 23 January 2019.
  3. "Poonam Mishra Odia Actress Biography - EnewsOdia.Com". enewsodia.com/. E News ଓଡ଼ିଆ. 28 September 016. Retrieved 23 January 2019. {{cite news}}: Check date values in: |date= (help)
  4. "Gaap Saap Ep 438 - 03 Sep 2017 - Odia Actress Poonam Mishra". O TV. YouTube. 3 September 2017. Retrieved 23 January 2019.
  5. 1 2 "ଏ ବର୍ଷ ଆସିବେ ବୁଲୁ-ପୁନମ୍‌". samba.in. 7 January 2018. Retrieved 14 February 2018.
  6. "'ଓମ୍‌'ରେ ଏକାଠି ଆସିପାରି ନ ଥିଲେ, ଏବେ ଆସୁଛନ୍ତି ଓଲିଉଡର ଏହି ନାୟକ-ନାୟିକା ଯୋଡ଼ି | Sambad". ସମ୍ବାଦ. sambad.in. 12 August 2019. Archived from the original on 6 January 2022. Retrieved 6 January 2022.
  7. 1 2 "ଏ ବର୍ଷ ଓଲିଡଡ୍‌ ରିଲିଜରେ ଅନୁପସ୍ଥିତ ନାୟିକା !". sambad.in. 27 December 2017. Retrieved 14 February 2018.
  8. 1 2 "ଅଧାରେ ଅଟକିଛି ଏହି ଚୁଲୁବୁଲି ନାୟିକାଙ୍କ ଓଡ଼ିଆ ସିନେମା". sambad.in. 18 March 2018. Retrieved 21 March 2018.
  9. "ପ୍ରଥମ ଥରପାଇଁ ଏକାଠି ହେଲେ ଏହି ଓଲିଉଡ ନାୟକ-ନାୟିକା". Sambad (in Odia). Odisha. 23 January 2019. Archived from the original on 26 January 2019. Retrieved 23 January 2019.{{cite news}}: CS1 maint: unrecognized language (link)
  10. "'ରକଷ୍ଟାର୍‌' ପାର୍ଟନରଙ୍କ ସହ ରୋମାନସ୍‌ କରୁଛନ୍ତି ଏହି ଓଲିଉଡ ନାୟିକା". sambad.in. 6 May 2018. Retrieved 6 June 2018.

ବାହାର ଆଧାର

[ସମ୍ପାଦନା]