Jump to content

ଦୁଷ୍ମନ୍ତ ପଣ୍ଡା

ଉଇକିପିଡ଼ିଆ‌ରୁ
ଦୁଷ୍ମନ୍ତ ପଣ୍ଡା
ଜନ୍ମ
ବୃତ୍ତିଅଭିନେତା
ସକ୍ରିୟ ବର୍ଷ୨୦୦୭-ଏବେଯାଏଁ
ବୈବାହିକ-ସାଥୀକାଜଲ ମିଶ୍ର[]

ଦୁଷ୍ମନ୍ତ ପଣ୍ଡା ଓଡ଼ିଆ କଥାଚିତ୍ର ଜଗତର ଜଣେ ଅଭିନେତା ।[]

ପ୍ରାରମ୍ଭିକ ଜୀବନ

[ସମ୍ପାଦନା]

ଦୁଷ୍ମନ୍ତ ପଣ୍ଡା ଓଡ଼ିଶାରେ ଜନ୍ମ ନେଇଥିଲେ ।

ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

୨୦୦୭ ମସିହାରେ ଏ ମନ ମାନେନା କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଦୁଷ୍ମନ୍ତ , ବର୍ତ୍ତମାନ ସୁଦ୍ଧା ୫ଟି ଓଡ଼ିଆ କଥାଚିତ୍ର ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
କଥାଚିତ୍ରମୁକ୍ତିଲାଭ ବର୍ଷନିର୍ଦ୍ଦେଶକ
ପ୍ରେମ ସବୁଠୁଁ ବଳବାନ୨୦୧୨*ଅରୁଣ ମହାନ୍ତି
ମିତ ବସିଛି ମୁଁ ଭୂତ ସାଥୀରେ୨୦୧୨*ସଞ୍ଜୟ ନାୟକ
ବାଇଶି ପାହାଚେ ଖେଳିବ ମୀନ୨୦୧୧ସଞ୍ଜୟ ନାୟକ
ତୁମେ ହିଁ ସାଥୀ ମୋର୨୦୦୯
ଆରେ ସାଥୀ ଆ୨୦୦୯
ମୁନ୍ନା ଏ ଲଭ ଷ୍ଟୋରୀ୨୦୦୮ଏନ. ପାଢ଼ୀ
ଏ ମନ ମାନେନା୨୦୦୮ଏନ. ପାଢ଼ୀ

ମାନ ସମ୍ମାନ

[ସମ୍ପାଦନା]

ବାହାର ଲିଙ୍କ

[ସମ୍ପାଦନା]