Jump to content

ବାବୁଶାନ୍

ଉଇକିପିଡ଼ିଆ‌ରୁ
ବାବୁଶାନ୍ ମହାନ୍ତି
ବାବୁଶାନ ମହାନ୍ତି
ଜନ୍ମ
ତନ୍ମୟ ମହାନ୍ତି

(1989-07-30) ଜୁଲାଇ ୩୦, ୧୯୮୯ (ବୟସ ୩୬)[]
ଶିକ୍ଷାନୁଷ୍ଠାନକିଟ୍ ବିଶ୍ୱବିଦ୍ୟାଳୟ
ବୃତ୍ତି(ସମୂହ)ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର
ସକ୍ରିୟ ବର୍ଷ୨୦୦୯ - ଏବେଯାଏଁ
ବୈବାହିକ-ସାଥୀତ୍ରୁପ୍ତୀ ସତପଥୀ
ପିତାମାତାଉତ୍ତମ ମହାନ୍ତି
ଅପରାଜିତା ମହାନ୍ତି
ୱେବସାଇଟwww.babusanmohanty.com

ତନ୍ମୟ ମହାନ୍ତି (ଜନ୍ମ: ୩୦ ଜୁଲାଇ ୧୯୯୦; ମଞ୍ଚନାମ ବାବୁଶାନ୍) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[] ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ।

ବାବୁଶାନ୍‌ଙ୍କୁ ତାଙ୍କ ପିତାମାତା ଜଣେ ସଫଳ ପ୍ରଚ୍ଛଦପଟ ଗାୟକ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।[]

୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ । ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।[]

ସୁପର ମିଛୁଆ ହେଉଛି ବାବୁଶାନ୍‌ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ ।[]

କଥାଚିତ୍ରରେ ଭୂମିକା

[ସମ୍ପାଦନା]

ଅଭିନେତା ଭାବରେ

[ସମ୍ପାଦନା]
ମସିହାଚଳଚ୍ଚିତ୍ରଭୂମିକାମନ୍ତବ୍ୟ
୨୦୦୯ରୋମିଓସଞ୍ଜୁ
୨୦୧୦ତୋ ଆଖିରେ ମୁଁସୂର୍ଯ୍ୟ/ପ୍ରକାଶ
୨୦୧୦ପ୍ରେମ ଅଢେଇ ଅକ୍ଷର
୨୦୧୦ସଞ୍ଜୁ ଆଉ ସଞ୍ଜନାସଞ୍ଜୁ
୨୦୧୧ଲୋଫର୍ସଞ୍ଜୁ
୨୦୧୧ଚକୋଲେଟବଣ୍ଟି/ଡ. ଶୌରଭ ଦାସ
୨୦୧୧୧୪୩ ଆଇ ଲଭ୍ ୟୁସଞ୍ଜୟ
୨୦୧୧ଦୋସ୍ତିଆକାଶ
୨୦୧୨ଥୁକୁଲ୍ପଞ୍ଚମ୍
୨୦୧୨ଲୁଚକାଳିତନ୍ମୟ
୨୦୧୨ଇଡିଅଟ୍ସଞ୍ଜୟ
୨୦୧୨ଲଭ୍ ମାଷ୍ଟରଜିତ୍
୨୦୧୩ଦିୱାନା ଦିୱାନିସଞ୍ଜୟ
୨୦୧୩ଡାହା ବାଳୁଙ୍ଗାଓମ୍‌କାର
୨୦୧୪ଆଖିରେ ଆଖିରେରାହୁଲ
୨୦୧୪ଲେଖୁ ଲେଖୁ ଲେଖିଦେଲିଅଜୟ
୨୦୧୫ଯିଏ ଯାହା କହୁ ମୋର ଢୋରାଜା
୨୦୧୫ସୁପର ମିଛୁଆରୋମିଓ
୨୦୧୫ଭଲପାଏ ତତେ ୧୦୦ରୁ ୧୦୦
୨୦୧୬ତୁ ଯେ ସେଇ
୨୦୧୬ଲଭ୍ ଷ୍ଟେସନସଞ୍ଜୁ
୨୦୧୬ଝିଅଟା ବିଗିଡ଼ିଗଲା
୨୦୧୬ ଜବରଦସ୍ତ ପ୍ରେମିକସଞ୍ଜୁ
୨୦୧୬ଲଭ୍ ପାଇଁ କୁଛ୍ ଭି କରେଗା
୨୦୧୬ସୁଇଟ୍ ହାର୍ଟ
୨୦୧୭ଦିଲ୍ ଦିୱାନା ହେଇଗଲା
୨୦୧୭ସିଷ୍ଟର ଶ୍ରୀଦେବୀ[]
୨୦୧୭ସୁନାପିଲା- ଟିକେ ସ୍କୃ ଢିଲାକୁଞ୍ଜ[]
୨୦୨୨ ଦମନ[] ସିଦ୍ଧାର୍ଥ
୨୦୨୩ ମାଲ୍ୟଗିରି ପର୍ଶୁ
୨୦୨୫ ବୋଉ ବୁଟୁ ଭୂତ ବୁଟୁ

ପ୍ରଚ୍ଛଦପଟ ଗାୟକ ଭାବରେ

[ସମ୍ପାଦନା]
  • ଲୋଫର (୨୦୧୧)
  • ରୋମିଓ (୨୦୦୯)
  • ଡାହା ବାଳୁଙ୍ଗା (୨୦୧୩)
  • ଲଭ୍ ଷ୍ଟେସନ (୨୦୧୬)
  • ହିରୋ ନମ୍ବର ୱାନ (୨୦୧୭)
  • ଅଜବ୍ ସଞ୍ଜୁର ଗଜବ୍ ଲଭ୍ (୨୦୧୯)
  • ପ୍ରେମମ୍ (୨୦୨୨)
  • ବିଦ୍ୟାରାଣ (୨୦୨୨)
  • ଦମନ (୨୦୨୨)
  • ମାଲ୍ୟଗିରି (୨୦୨୩)
  • ଦଶମ (୨୦୨୪)
  • ପାବାର (୨୦୨୪)
  • ବୋଉ ବୁଟୁ ଭୂତ (୨୦୨୫)

ଗୀତିକାର ଭାବରେ

[ସମ୍ପାଦନା]
  1. 1 2 "ବାବୁସାନ୍‌ଙ୍କୁ ୨୯ ଚାଲିଲା,ଏବର୍ଷ ଅଭିନୀତ ଓଡ଼ିଆ ସିନେମା ସଂଖ୍ୟା ବି ହେବ ୨୯!". ସମ୍ବାଦ. 30 July 2017. Archived from the original on 2 August 2017. Retrieved 30 July 2017.
  2. "Tanmay Mohanty popularly called Babushan Mohanty". odishaviews.com. 2012. Retrieved 16 January 2013. Tanmay Mohanty popularly called Babushan
  3. Sahu, Prithviraj (11 January 2017). "Babushan debuts as producer in upcoming Odia movie "Suna Pila Tike Screw Dhila"". UpdateOdisha. Retrieved 28 February 2017.
  4. Editor, OdiaWeb (6 February 2019). "Highest Paid Movie of Babushan "Super Michhua"". OdiaWeb. Retrieved 6 February 2019. {{cite news}}: |last= has generic name (help)
  5. "ଚର୍ଚ୍ଚାରେ ବାବୁସାନ ଓ ଶିବାନୀ". ପ୍ରମେୟ. No. ତାରକା ଦୁନିଆ. 25 January 2023. p. 25. Archived from the original on 22 March 2023. Retrieved 22 March 2023.
  6. "ସୁନାପିଲାର ସ୍କୃ ଢିଲା". ସମ୍ବାଦ. 6 August 2017. Archived from the original on 8 August 2017. Retrieved 7 August 2017.
  7. "'ଦମନ'ର ଡାକ୍ତରବାବୁ". ସକାଳ. No. ଭୁବନେଶ୍ୱର. 7 August 2022. p. ୨. Archived from the original on 3 November 2022. Retrieved 3 November 2022.

ଅଧିକ ତଥ୍ୟ

[ସମ୍ପାଦନା]