ରମେଶ ରାଉତ
Appearance
ରମେଶ ରାଉତ | |
---|---|
ବିଧାୟକ: ୧୪ଶ ଓଡ଼ିଶା ବିଧାନ ସଭା | |
କାର୍ଯ୍ୟକାଳ ୨୦୦୯ – ୯ ଡିସେମ୍ବର ୨୦୧୧ | |
ପୂର୍ବ ଅଧିକାରୀ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ |
ପର ଅଧିକାରୀ | ରଣେନ୍ଦ୍ର ପ୍ରତାପ ସ୍ୱାଇଁ |
ନିର୍ବାଚନ ମଣ୍ଡଳୀ | ଆଠଗଡ଼ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ୧ ଅଗଷ୍ଟ ୧୯୭୦ |
ନାଗରିକତା | ଭାରତୀୟ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ସ୍ୱାଧୀନ |
ଜୀବନ ସାଥୀ | ରାଜଶ୍ରୀ ରାଉତ |
ବାପା/ବୋଉ | ଭାସ୍କର ଚନ୍ଦ୍ର ରାଉତ (ବାପା) |
ବୃତ୍ତି | ରାଜନୀତିଜ୍ଞ |
ରମେଶ ରାଉତ (ଜନ୍ମ: ୧ ଅଗଷ୍ଟ ୧୯୭୦) ଜଣେ ଓଡ଼ିଆ ରାଜନୀତିଜ୍ଞ । ରମେଶ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଥରେ କାର୍ଯ୍ୟ କରିଥିଲେ । ୨୦୦୯ ମସିହାରେ ଓଡ଼ିଶା ବିଧାନ ସଭା ନିର୍ବାଚନରେ ସେ ଆଠଗଡ଼ ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ସ୍ୱାଧୀନ ପ୍ରାର୍ଥୀ ଭାବରେ ୧୪ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଥିଲେ ।[୧]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ରମେଶ ରାଉତ ୧୯୭୦ ମସିହାର ଅଗଷ୍ଟ ମାସ ୧ ତାରିଖରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଭାସ୍କର ଚନ୍ଦ୍ର ରାଉତ ଏବଂ ପତ୍ନୀଙ୍କ ନାମ ରାଜଶ୍ରୀ ରାଉତ ।[୧] ରମେଶଙ୍କର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ରୁ କମ ।[୧]
ରାଜନୈତିକ ଜୀବନ
[ସମ୍ପାଦନା]ରମେଶ ରାଉତ ଓଡ଼ିଶା ରାଜନୀତିରେ ସ୍ୱାଧୀନ ପ୍ରାର୍ଥୀ ଭାବରେ ଥରେ ନିର୍ବାଚନ ଲଢ଼ିଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ ଭାବରେ ଥରେ କାର୍ଯ୍ୟ କରିଥିଲେ ।[୧]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Shri Ramesh Rout". odishaassembly.nic.in. Odisha Assembly. Retrieved 23 February 2020.