ବାଳୀ - ଦ ସେଭିଅର୍

ଉଇକିପିଡ଼ିଆ‌ରୁ
ବାଳୀ - ଦ ସେଭିଅର୍
ନିର୍ଦ୍ଦେଶକକେ. ମୂରଲୀକ୍ରିଷ୍ଣା
ପ୍ରଯୋଜକସୂର୍ଯ୍ୟକାନ୍ତ ସାମଲ
ଚିତ୍ରନାଟ୍ୟକେ. ମୂରଲୀକ୍ରିଷ୍ଣା
କାହାଣୀକେ. ମୂରଲୀକ୍ରିଷ୍ଣା
କଳାକାରସୂର୍ଯ୍ୟକାନ୍ତ ସାମଲ
ମାମା ସାମଲ
ମନୋଜ ମିଶ୍ର
ଅଶ୍ରୁମୋଚନ ମହାନ୍ତି
ସ୍ମିତା ମହାନ୍ତି
ସଙ୍ଗୀତସଞ୍ଜୟ ସିତୁ
ଚିତ୍ରଗ୍ରହଣନରେନ୍ଦ୍ର ଗୌଡ଼, ପ୍ରତାପ ରାଉତ
ସମ୍ପାଦକରଞ୍ଜନ ଖଟେଇ
ମୁକ୍ତିଲାଭ ତାରିଖ
୨୩ ସେପ୍ଟେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ବାଳୀ - ଦ ସେଭିଅର୍ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ସୂର୍ଯ୍ୟକାନ୍ତ ସାମଲ ।[୧] କେ. ମୂରଲୀକ୍ରିଷ୍ଣା ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[୨]

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସୂର୍ଯ୍ୟକାନ୍ତ ସାମଲ ଓ ମାମା ସାମଲ ।[୩] ମନୋଜ ମିଶ୍ର, ଅଶ୍ରୁମୋଚନ ମହାନ୍ତି, ସ୍ମିତା ମହାନ୍ତି, ଚୌଧୁରୀ ଜୟପ୍ରକାଶ ଦାସ, ହରିହର ମହାପାତ୍ର, ଚିନ୍ତାମଣି ବିଶ୍ୱାଳ, ଶୁଭ୍ରାଂଶୁ ମହାନ୍ତି, ବାପି ରାୟ, ଜ୍ଞାନ, ବାକ୍ ରବି, ଶମ୍ଭୁ ଖୁଣ୍ଟିଆ, ଲୀନା ସାମଲ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।[୨] ଏହି କଥାଚିତ୍ରଟି ୨୦୨୨ ମସିହାର ସେପ୍ଟେମ୍ବର ୨୩ ତାରିଖରେ ମୁକ୍ତିଲାଭ କରିଥିଲା ।[୪]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ସଞ୍ଜୟ ସିତୁ ।[୭] ସତ୍ୟାନନ୍ଦ ନାୟକ, ଦୀପକ, ବଣ୍ଟି ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ହ୍ୟୁମାନ ସାଗର, ଅସୀମା ପଣ୍ଡା, ତାରିକ୍ ଅଜିଜ୍, ଅର୍ପିତା ଚୌଧୁରୀ, ଶଶାଙ୍କ ଶେଖର, ଦୀପ୍ତିରେଖା ପାଢ଼ୀ, ମାମା ସାମଲ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୭] ୨୦ ନଭେମ୍ବର ୨୦୨୨ରେ, କାର୍ତ୍ତିକ ପୂର୍ଣ୍ଣିମା ଦିନ ଲୋହିଆ ଏକାଡେମୀଠାରେ ଏହି କଥାଚିତ୍ରଟିର ଗୀତଗୁଡ଼ିକ ମୁକ୍ତିଲାଭ କରିଥିଲା ।[୮]

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ସାତ ସିଂହ ବଳଧାରୀ"ତାରିକ୍ ଅଜିଜ 
2."ମୁଁ ହେଇଗଲି ତୋ ପ୍ରେମରେ"ଅର୍ପିତା ଚୌଧୁରୀ 
3."ଏଇ ଚୁମୁକି"ଅସୀମା ପଣ୍ଡା, ହ୍ୟୁମାନ ସାଗର 
4."ପଲକ ପଡ଼େନା"ହ୍ୟୁମାନ ସାଗର, ଶ୍ରୀୟା ମିଶ୍ର 
5."ବଦମାସ ଏଇ ମନଟା"ଦୀପ୍ତିରେଖା ପାଢ଼ୀ, ଶଶାଙ୍କ ଶେଖର 
6."ଦୋସ୍ତିରେ ଆମେ ଦିଲ୍‌ୱାଲା"ତାରିକ୍ ଅଜିଜ 

ଆଧାର[ସମ୍ପାଦନା]

  1. "BALI - The Savier Odia Movie Cast, Crews, Release Date, Poster, HD Videos, Info, Reviews". Odia360.Com (in ଆମେରିକୀୟ ଇଂରାଜୀ). 2 March 2021. Archived from the original on 14 December 2022. Retrieved 14 December 2022.
  2. ୨.୦ ୨.୧ "ମୁକ୍ତିଲାଭ କରୁଛି ଓଡ଼ିଆ ସିନେମା 'ବାଳୀ'". ପ୍ରମେୟ. No. ଭୁବନେଶ୍ୱର. ଭୁବନେଶ୍ୱର. 23 September 2022. p. ୪. Archived from the original on 14 December 2022. Retrieved 14 December 2022.
  3. "ଚଳଚ୍ଚିତ୍ର 'ବାଳୀ: ଦ ସେଭିଅର୍‌'ରେ ଦର୍ଶକଙ୍କୁ ଭଲ ଲାଗିଛି ସୂର୍ଯ୍ୟକାନ୍ତଙ୍କ ଅଭିନୟ". ସମ୍ବାଦ. ଭୁବନେଶ୍ୱର: sambad.in. 5 October 2022. Archived from the original on 12 October 2022. Retrieved 12 October 2022.
  4. "ପୂଜାରେ ପ୍ରେକ୍ଷାଳୟକୁ ଆସିଲା 'ବାଳୀ: ଦ ସେଭିଅର୍'". ସମ୍ବାଦ. sambad.in. 3 October 2022. Archived from the original on 14 December 2022. Retrieved 14 December 2022.
  5. "ଚିନ୍ତାମଣିଙ୍କ ଚରିତ୍ର". ସକାଳ (ରବିବାର). 25 September 2022. p. ୨. Archived from the original on 19 December 2022. Retrieved 19 December 2022.
  6. "କାହାର ହେବି ମୁଁ କଣ୍ଢେଇ". ସମ୍ବାଦ (ରବିବାର). 26 February 2023. p. 8. Archived from the original on 20 March 2023. Retrieved 20 March 2023.
  7. ୭.୦ ୭.୧ "Ollywood Movie 'Bali-The Saviour' To Hit Odisha Theatres In December". odishabytes (in English). Bhubaneswar. 20 November 2021. Archived from the original on 14 December 2022. Retrieved 14 December 2022.{{cite news}}: CS1 maint: unrecognized language (link)
  8. "ବଳ ଦେଖାଇବ 'ବାଳି', ଓଡ଼ିଆ ଚଳଚ୍ଚିତ୍ର 'ବାଳି-ଦି ସେଭର୍‌'ର ଅଡିଓ ରିଲିଜ୍‌". ସମ୍ବାଦ. ଭୁବନେଶ୍ୱର: sambad.in. 20 November 2021. Archived from the original on 14 December 2022. Retrieved 14 December 2022.

ବାହାର ଆଧାର[ସମ୍ପାଦନା]