| କ୍ରମାଙ୍କ |
ନାମ |
ନିର୍ଦ୍ଦେଶକ |
ପ୍ରଯୋଜକ |
ଅଭିନେତା |
ମୁକ୍ତିଲାଭ ତାରିଖ |
|
୨୦୨୧ |
| ୧ |
ପାପ |
ଅଶୋକ ପତି |
କବିର ଦାସ |
ଏଲିନା ସାମନ୍ତରାୟ, ଅଙ୍କିତ କୁମାର, ପିଙ୍କି ପ୍ରଧାନ, ଅଶ୍ରୁମୋଚନ ମହାନ୍ତି, ଅଭିଶେକ, ରାଜା ଡି., ପିୟାଲି, କୁନାଲ,
ଚୌଧୁରୀ ଜୟପ୍ରକାଶ ଦାସ, ନୂପୁର, ବିଜୁ ବଡ଼ଜେନା |
୧୦ ଜାନୁଆରୀ |
| ୨ |
ରୋମିଓ ରାଜା |
ରାକେଶ ସାମଲ |
ସୁଶାନ୍ତ ପଣ୍ଡା |
ଅମ୍ଳାନ ଦାସ, ତମନ୍ନା ବ୍ୟାସ, ହରିହର ମହାପାତ୍ର, ଦୀପକ, ସରୋଜ କୁମାର |
୨୨ ଜାନୁଆରୀ |
| ୩ |
ଶ୍ରୀକ୍ଷେତ୍ର |
ତାପସ ସରଘରିଆ |
ଅଜୟ ରାଉତ |
ସିଦ୍ଧାନ୍ତ ମହାପାତ୍ର, ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ, ବ୍ରଜ ସିଂହ |
୨୪ ଜାନୁଆରୀ |
| ୪ |
ତୁ ଭାରି ବିୟୁଟିଫୁଲ୍ |
ସଞ୍ଜୟ ନାୟକ |
ସୌମ୍ୟରଞ୍ଜନ ପଟ୍ଟନାୟକ |
ଜ୍ୟୋତି ରଞ୍ଜନ ନାୟକ, ଲିପ୍ସା ମିଶ୍ର, ଅର୍ଚ୍ଚିତା ମହାନ୍ତି, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ଜୀବନ ପଣ୍ଡା, ସୋମେଶ ମହାନ୍ତି
ପ୍ରେମାଞ୍ଜନ ପରିଡ଼ା, ସୁରେଶ ବଳ, ବିଜୁ ବଡ଼ଜେନା |
୩୧ ଜାନୁଆରୀ |
| ୫ |
ସୁପର୍ ବୟ୍ |
କେ. ଅନିଶ |
ଅଜୟ କୁମାର ରାଉତ |
ଜ୍ୟୋତି ରଞ୍ଜନ ନାୟକ, ତମନ୍ନା ବ୍ୟାସ, ସୁଭାଶିଷ ଶର୍ମା, ପିଣ୍ଟୁ ନନ୍ଦ, ପ୍ରିୟଙ୍କା, ନମିତା ଦାସ |
୧୨ ଫେବୃଆରୀ |
| ୬ |
ରୋଲ୍ ନଂ-୨୭ ସୁଜାତା ସେନାପତି |
ଅଶୋକ ପତି |
ଦୀପକ ମିଶ୍ର |
ଅର୍ଚ୍ଚିତା ସାହୁ, ମିହିର ଦାସ, ଚୌଧୁରୀ ଜୟପ୍ରକାଶ ଦାସ, ଜୀବନ ପଣ୍ଡା, ପ୍ରୀତିରାଜ ଶତପଥୀ |
୨୧ ଫେବୃଆରୀ |
| ୭ |
ବିସର୍ଜନ |
ରାମକୃଷ୍ଣ ପାଢ଼ୀ |
ଶ୍ରଦ୍ଧା ପାଣିଗ୍ରାହୀ |
ଶ୍ରଦ୍ଧା ପାଣିଗ୍ରାହୀ, ସୁଭାଶିଷ ଶର୍ମା, ଲରେନ୍ସ ବେହେରା, ଅନିକେତ |
୭ ମାର୍ଚ୍ଚ |
| ୮ |
ତାଣ୍ଡବ |
ପୃଥ୍ୱୀରାଜ ପଟ୍ଟନାୟକ |
ସନ୍ଦୀପ ସାହୁ |
ଦେବାଶିଷ ପତି, ଅନିଶା ଶର୍ମା, ମିହିର ଦାସ, ମନୋଜ ମିଶ୍ର, ଚାନ୍ଦ୍ରାଣୀ ଦାସ |
୧୧ ମାର୍ଚ୍ଚ |
| ୯ |
ଚୁମକି ମାଇଁ ଡାର୍ଲିଂ |
ସୁଧାଂଶୁ ମୋହନ ସାହୁ |
ପ୍ରଦ୍ୟୁମ୍ନ ଲେଙ୍କା,
ପ୍ରଦୀପ କୁମାର ସ୍ୱାଇଁ, ପ୍ରକାଶ କୁମାର ସ୍ୱାଇଁ |
ସମ୍ବିତ ଆଚାର୍ଯ୍ୟ - ଭବାନୀ ଶଙ୍କର ମହାପାତ୍ର, ମହାଶ୍ୱେତା ରାୟ - ଚୁମକି, ପ୍ରଦ୍ୟୁମ୍ନ ଲେଙ୍କା - ଏ.କେ. ମିଶ୍ର, ପିୟାଲି,
ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ମହାପ୍ରସାଦ କର, ଅଳକା ଶତପଥୀ, ଶୁଭ୍ରାଂଶୁ, ରବି ମିଶ୍ର, ସରୋଜ ଦାସ, ବାଙ୍କୁ, ସୁଶିଲ |
୧୪ ମାର୍ଚ୍ଚ |
| ୧୦ |
ତୁମେ ମୋ ଶଙ୍ଖା ତୁମେ ମୋ ସିନ୍ଦୂର |
ରଣଜିତ ବାରିକ |
ବଦ୍ରିନାଥ ପଟ୍ଟନାୟକ |
ଅଭିଶେକ ରଥ, ଅଙ୍କିତା ଦାସ, ମହିମା ଦାସ, ମିହିର ଦାସ, ଶକ୍ତି ବରାଳ |
୧ ଅପ୍ରେଲ |
| ୧୧ |
ଜଙ୍ଗଲ |
ଟି. ଗଣେଶ |
ନିର୍ମଳା ପଣ୍ଡା |
ସୁରଜ, ଆହାନା ବରାଳ, ଇଲୁ ବାନାର୍ଜୀ, ରବି ମିଶ୍ର |
୯ ଅପ୍ରେଲ |
| ୧୨ |
ଓଏ ଗୀଟାର |
ଅପ୍ପୁ କାନୁନ୍ଗୋ |
ବି. ଚନ୍ଦ୍ରପ୍ରିୟ ସୁବୁଦ୍ଧି |
ଅମନ - ଦ୍ରୁପଦ, ଆହାନା ବରାଳ - ସଙ୍ଗୀତା, ଗୁଡ୍ଡୁ, ଦେବୁ ପଟ୍ଟନାୟକ, ଜୀବନ ପଣ୍ଡା, ଚୌଧୁରୀ ଜୟପ୍ରକାଶ ଦାସ,
ଆର୍.ଜେ. ଗୁଡ୍ଡି, ନମିତା ଦାସ |
୧୪ ଅପ୍ରେଲ |
| ୧୩ |
ସିନ୍ଥିରୁ ସିନ୍ଦୂର ଅଳପ ଦୂର |
ରଣଜିତ ବାରିକ |
ଅରୂପ ନନ୍ଦ |
ପ୍ରଭାସ ଷଡ଼ଙ୍ଗୀ, ରୁମି, ପ୍ରିୟଙ୍କା, ଲକି, ଅସୀତ ପତି |
୨୧ ଅପ୍ରେଲ |
| ୧୪ |
୭୨ ଆୱାର୍ସ୍ - ଲାଇଫ୍ ଅର୍ ଡେଥ୍ |
|
|
|
୨୫ ଅପ୍ରେଲ |
| ୧୫ |
ଇନ୍ଦ୍ରଜାଲ |
ପିନୁ ନାୟକ |
ରମେଶ ବାରିକ |
ସମ୍ବିତ ଆଚାର୍ଯ୍ୟ, ଦେବଯାନୀ, ବିଶାଳ କୋଟିନ, ହର ରଥ, ତପି ମିଶ୍ର, ସାତ୍ୟକି ମିଶ୍ର, ବିନୋଦ ପରିଡ଼ା, ପ୍ରଦ୍ୟୁମ୍ନ ଲେଙ୍କା |
୨ ମଇ |
| ୧୬ |
କୋକୋଲି: ଫିସ୍ ଆଉଟ୍ ଅଫ୍ ୱାଟର୍ |
ସ୍ନେହାଶିଷ ଦାସ |
କୌଶିକ ଦାସ |
ଗାର୍ଗୀ ମହାନ୍ତି, ଲିଙ୍କନ ପଟ୍ଟନାୟକ, ଧରିତ୍ରୀ ଖଣ୍ଡୁଆଳ, ଭାସ୍ୱତୀ ବସୁ, ବିଦ୍ୟୁତପ୍ରଭା ପଟ୍ଟନାୟକ, ସୋନାଲି ଓଝା, ଦିପାନ୍ୱିତ ଦାସ ମହାପାତ୍ର |
୧୨ ଜୁନ |
| ୧୭ |
ଇଏ ବି ଗୋଟେ ଲଭ୍ ଷ୍ଟୋରୀ |
ମୃତ୍ୟୁଞ୍ଜୟ ସାହୁ |
ରମେଶ ବାରିକ, କେ ତମନ୍ନା |
ରାଜ ରାଜେଶ ପଣ୍ଡା, ଦିବ୍ୟା ମହାନ୍ତି - ସ୍ୱିଟି, ରାକେଶ ଦେଓ, ଦୀପିକା ତ୍ରିପାଠୀ, ପିଣ୍ଟୁ ନନ୍ଦ, ଆମେଲି ପଣ୍ଡା, ଗୁଡ୍ଡୁ, କୁନୁର |
୨୦ ଜୁନ |
| ୧୮ |
ପିହୁ |
ଚିନ୍ମୟ ମିଶ୍ର |
ଗୁନ୍ଗୁନ୍ |
ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମନୋଜ ମିଶ୍ର |
୨୦ ଜୁନ |
| ୧୯ |
ରାତି ସରି ସରି ଯାଉଛି |
ଅନୁପମ ପଟ୍ଟନାୟକ |
ମଞ୍ଜରୀ ଟିଭି,
ଅମୀୟ ରଞ୍ଜନ ପଟ୍ଟନାୟକ ପ୍ରଡକ୍ସନ |
ରାଜ ରାଜେଶ ପଣ୍ଡା, ରିୟା ଦେ, ସୁକାନ୍ତ ରଥ, ରାଇମୋହନ ପରିଡ଼ା, ଜୀବନ ପଣ୍ଡା, ଅନିନ୍ଦିୟ, ନିବି, ସମ୍ପର୍କ ମିଶ୍ର |
୧୫ ଅଗଷ୍ଟ |
| ୨୦ |
ସହିଦ ରଘୁ ସର୍ଦ୍ଦାର |
ରାଜୀବ ମହାନ୍ତି |
ବିଶ୍ୱନାଥ ପଟ୍ଟନାୟକ |
ଦେବାଶିଷ ପାତ୍ର, କାବ୍ୟା କିରଣ, ରୁଦ୍ର ପାଣିଗ୍ରାହୀ, ଜୀନା ସାମଲ, ଲିପ୍ସା ମିଶ୍ର |
୧୬ ଅଗଷ୍ଟ |
| ୨୧ |
ମା'ର ମମତା |
ହିମାଂଶୁ ପରିଜା |
ପ୍ରଦ୍ୟୁମ୍ନ ଲେଙ୍କା |
ଶ୍ରୀତମ ଦାସ, ଅନୁ ଚୌଧୁରୀ, ସୁକାନ୍ତ ରଥ, ପ୍ରଦ୍ୟୁମ୍ନ ଲେଙ୍କା, ସରସ୍ୱତୀ ଦେବୀ, ପ୍ରଭାତୀ ସାହୁ, କୈଳାଶ ପାଣିଗ୍ରାହୀ, ସୁଶିଳ ମିଶ୍ର |
୨୨ ଅଗଷ୍ଟ |
| ୨୨ |
ତୁ ମୋର ସାଥୀରେ ୨ |
ରାଜା ଦାଶ |
ରିଙ୍କୁ ରିନୁ ଜେନା,
ଦୀପକ କୁମାର ଜେନା |
ଶୈଳେନ୍ଦ୍ର ସାମନ୍ତରାୟ, ଦିବ୍ୟା ମହାନ୍ତି, କୁନା ତ୍ରିପାଠୀ, ବଣ୍ଟି ଆର୍ ସାମଲ |
୨୯ ଅଗଷ୍ଟ |
| ୨୩ |
ତୋ' ପାଇଁ ଫେରିବି ବସୁଧା ଚିରି |
ସଞ୍ଜୟ ନାୟକ |
ଶରତ ପ୍ରିୟ ପାଟଯୋଶୀ,
ଶ୍ୟାମସୁନ୍ଦର ଅଗ୍ରୱାଲ |
ଚନ୍ଦନ କର, ନମ୍ରତା ସିଂହ ଦେଓ, ଶ୍ରୀତମ ଦାସ, ପ୍ରେମାଞ୍ଜନ ପରିଡ଼ା, ବିଜୁ ବଡ଼ଜେନା, ସରୋଜ ଦାସ, ଦୁଷ୍ମନ୍ତ ପଣ୍ଡା |
୨୯ ଅଗଷ୍ଟ |
| ୨୪ |
ପାରୋ ହେଟ୍ସ୍ ଦେବଦାସ |
ଅଶୋକ ପତି |
ରମେଶ ବାରିକ |
ବବି ମିଶ୍ର, ପ୍ରିୟା ଚୌଧୁରୀ, ମନସ୍ୱିନୀ ପତି, ଶ୍ରୀଜିତ ମହାପାତ୍ର |
୨୯ ଅଗଷ୍ଟ |
| ୨୫ |
ଚକ୍ଷୁବନ୍ଧନ |
ରାଜେନ୍ଦ୍ର ମହାନ୍ତ |
ତପନ କୁମାର ଦାସ |
ଭୂମିକା ଦାଶ, ରାଜ ରାଜେଶ, ଇସାନି ସେନଗୁପ୍ତା ଓ ଋଷି |
୧୦ ସେପ୍ଟେମ୍ବର |
| ୨୬ |
ପ୍ରେମିକାୟ ନମ |
ସୁଧାକର ବସନ୍ତ |
ସୁଶିଲ କୁମାର ସାହୁ |
ପ୍ରଦୀପ କୁମାର ସାହୁ, ତନୁଶ୍ରୀ, ସୟାଲ, ପିଣ୍ଟୁ ନନ୍ଦ, ତ୍ରିଭୁବନ ପଣ୍ଡା, ନମିତା ଦାସ, ଐଶ୍ୱର୍ଯ୍ୟା |
୧୨ ସେପ୍ଟେମ୍ବର |
| ୨୭ |
ରଙ୍ଗିଲା ବୋହୂ ୨ |
ଅଶ୍ୱିନୀ ଗଡ଼ନାୟକ |
ସୂର୍ଯ୍ୟ ରଥ |
ଦେବାଶିଷ ପାତ୍ର, ଲିପ୍ସା ମିଶ୍ର, ଉଷସୀ ମିଶ୍ର, ଚୌଧୁରୀ ଜୟପ୍ରକାଶ ଦାସ |
୧୨ ସେପ୍ଟେମ୍ବର |
| ୨୮ |
ମନେ ମନେ ମନ ଖୋଜୁଥିଲା |
ନରସିଂହ ପାଢ଼ୀ |
ପ୍ରଭାତୀ ଆଚାର୍ଯ୍ୟ |
ଓମକାର ଆଚାର୍ଯ୍ୟ, ନମ୍ରତା ସିଂହଦେଓ, ମିହିର ଦାସ, ପ୍ରିୟଙ୍କା ସାହୁ, ଅଶ୍ରୁମୋଚନ ମହାନ୍ତି |
୮ ଅକ୍ଟୋବର |
| ୨୯ |
ଅର୍ଦ୍ଧ ସତ୍ୟ |
ଭରଦ୍ୱାଜ ପଣ୍ଡା |
କୌଶିକ ଦାସ |
ହର ରଥ, ଶ୍ରଦ୍ଧା ପାଣିଗ୍ରାହୀ, ଆର୍.ଜେ.ଗୁଡ୍ଡି, କ୍ରିଷ୍ଣା ସୌରଭ, ଶୈଲେନ ରାଉତରାୟ, ରବିନ୍ଦ୍ରନାଥ ମିଶ୍ର, ବର୍ଷା ସାମଲ |
୮ ଅକ୍ଟୋବର |
| ୩୦ |
ଷଷ୍ଠରୁ ନଷ୍ଟ |
ମୂରଲୀ କ୍ରିଷ୍ଣା |
ସୂର୍ଯ୍ୟ ରଥ |
ଅର୍ଦ୍ଧେନ୍ଦୁ ସାହୁ - ଆଦିତ୍ୟ ବଳବନ୍ତରାୟ, ତମନ୍ନା ବ୍ୟାସ - ନନ୍ଦିନୀ, ମହାଶ୍ୱେତା ରାୟ, ଇଲୁ ବାନାର୍ଜୀ, ରତନ ମେହେର, ଶକ୍ତି ବରାଳ,
ଜୋଜୋ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସୁଜିତ ପାଇକରାୟ, ଜୀବନ ପଣ୍ଡା - ପାନ ଦୋକାନୀ, ଭବାନୀ ପ୍ରସାଦ, ରାକ୍ଷୀ ଦାଶ |
୧୦ ଅକ୍ଟୋବର |
| ୩୧ |
ଅରୁନ୍ଧତୀ |
ରମେଶ ରାଉତ |
ରମେଶ ବାରିକ,
ଅମିତାଭ ମଲ୍ଲିକ |
ରାଜବୀର, ଏଲିନା ସାମନ୍ତରାୟ, ସଞ୍ଜୟ ଭୋଳ, ବବି ମିଶ୍ର, ପ୍ରଦ୍ୟୁମ୍ନ ଲେଙ୍କା |
୧୩ ଅକ୍ଟୋବର |
| ୩୨ |
ମନ ମୋ ନେଇଗଲୁ ରେ |
ସଞ୍ଜୟ ନାୟକ |
ସୁନିଲ କୁମାର ଦାଶ |
ଜ୍ୟୋତି ରଞ୍ଜନ, ଭୂମିକା ଦାଶ, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିଜୁ ବଡ଼ଜେନା |
୧୪ ଅକ୍ଟୋବର |
| ୩୩ |
ଗାଁର ନାଁ ଗାଲୁଆପୁର |
ଜିତେନ୍ଦ୍ର ମହାପାତ୍ର |
ସଂପ୍ରିତ୍ ସ୍ୱରୂପ୍ ଶତପଥୀ |
ପପୁ ପମ ପମ, ମନିଷା ଧର ମହାପାତ୍ର, ସୁଜିତ ପାଇକରାୟ, ମିହିର ଦାସ, କୁନା ତ୍ରିପାଠୀ |
୧୫ ଅକ୍ଟୋବର |
| ୩୪ |
ହେଲୋ ରାବଣ |
ରମେଶ ରାଉତ |
ସଙ୍ଗୀତା ଶତପଥୀ |
ପପୁ ପମ ପମ, ଅରବିନ୍ଦ ଷଡ଼ଙ୍ଗୀ, ପ୍ରତିଭା ପଣ୍ଡା |
୧୫ ଅକ୍ଟୋବର |
| ୩୫ |
ଦୁର୍ଗତିନାସିନୀ ୨ |
ଅଶ୍ୱିନୀ ତ୍ରିପାଠୀ |
କ୍ଷୀରୋଦ ପଟ୍ଟନାୟକ |
ଅର୍ଚ୍ଚିତା ସାହୁ, ସମରେଶ ରାଉତରାୟ, ସ୍ମିତା ମହାନ୍ତି, ପୁଷ୍ପା ପଣ୍ଡା, ପିଣ୍ଟୁ ନନ୍ଦ |
୧୭ ଅକ୍ଟୋବର |
| ୩୬ |
ଲୁଚେଇ ଦେ ମତେ ଛାତି ଭିତରେ |
ସଞ୍ଜୟ ନାୟକ |
ବିରଞ୍ଚି ନାରାୟଣ ନାୟକ |
ଚନ୍ଦନ କର, ତମନ୍ନା ବ୍ୟାସ - କାଜଲ, ବିରଞ୍ଚି ନାରାୟଣ ନାୟକ, ଚକ୍ରଧର ଜେନା |
୧୭ ଅକ୍ଟୋବର |
| ୩୭ |
ଚାଲ ଟିକେ ପ୍ରେମ କରିବା |
ସରୋଜ କାନ୍ତ |
ଚିନ୍ମୟୀ ପ୍ରିୟଦର୍ଶିନୀ |
ଦେବରାଜ, ଚିନ୍ମୟୀ ପ୍ରିୟଦର୍ଶିନୀ, ଲିପ୍ସା ମିଶ୍ର, ସଲିଲ ମିତ୍ର, ପୁପିନ୍ଦର ସିଂହ |
୨୨ ଅକ୍ଟୋବର |
| ୩୮ |
ବାପା ଆଇସିୟୁରେ ଅଛନ୍ତି |
ତାପସ ସରଘରିଆ |
ଅରୁଣ ସାହୁ |
ଜଗଜିତ ପାଲ, ମିତାଲି ସରଘରିଆ, ପ୍ରଦ୍ୟୁମ୍ନ ଲେଙ୍କା, ସାତ୍ୟକି ମିଶ୍ର, ରତମ ମେହେର, ଉଷସୀ ମିଶ୍ର |
୩୧ ଅକ୍ଟୋବର |
| ୩୯ |
ଲାଲି ହବ କାହାର |
ଅଶୋକ ପତି |
ରବି ମିଶ୍ର |
ସମ୍ବିତ ଆଚାର୍ଯ୍ୟ, ସୂର୍ଯ୍ୟମୟୀ ମହାପାତ୍ର, ବବି ମିଶ୍ର, ପିଣ୍ଟୁ ନନ୍ଦ, ରବି ମିଶ୍ର |
୩୧ ଅକ୍ଟୋବର |
| ୪୦ |
୨ ଚକ୍ଲେଟ୍ |
ସୁଶାନ୍ତ ମଣି |
ଅକ୍ଷୟ କୁମାର ପରିଜା |
ଲୋହିତାକ୍ଷ ପଟ୍ଟନାୟକ, ସ୍ୱପ୍ନା ପ୍ରିୟଦର୍ଶିନୀ, ନୀତୁ ସିଂହ, ଚିତ୍ତରଞ୍ଜନ ତ୍ରିପାଠୀ, ଲିଙ୍କନ ପଟ୍ଟନାୟକ |
୫ ନଭେମ୍ବର |
| ୪୧ |
ମିଷ୍ଟର ରୋମିଓ |
ଅଶ୍ୱିନୀ ଗଡ଼ନାୟକ |
ପ୍ରଦ୍ୟୁମ୍ନ ଲେଙ୍କା |
ଦୀପକ ବାରିକ - ସୂର୍ଯ୍ୟ, ଲିପିକା ସେନାପତି - ନନ୍ଦିନୀ, ପ୍ରୀତିରାଜ ଶତପଥୀ - ରୁଦ୍ର, ପିଣ୍ଟୁ ନନ୍ଦ - ରାଜା,
ପ୍ରଦ୍ୟୁମ୍ନ ଲେଙ୍କା, ହରିହର ମହାପାତ୍ର - ପଦନ୍ନା |
୭ ନଭେମ୍ବର |
| ୪୨ |
ବିଜୟିନୀ |
ସୁଧାକର ବସନ୍ତ |
ବିଜୟ କାଣ୍ଡୋଇ,
ସଙ୍ଗୀତା କାଣ୍ଡୋଇ |
ବର୍ଷା ପ୍ରିୟଦର୍ଶିନୀ, ଦେବାଶିଷ ପାତ୍ର, ତୃପ୍ତି ସିହ୍ନା |
୧୩ ନଭେମ୍ବର |
| ୪୩ |
କଟକ ୱେଡ୍ସ୍ ସମ୍ବଲପୁର |
ବାପି ଡେଭିଡ୍ |
ରମେଶ ବାରିକ,
କେ. ତମନ୍ନା |
ସମ୍ବିତ ଆଚାର୍ଯ୍ୟ, ସୁସ୍ମିତା ପ୍ରଧାନ, କୁନା ତ୍ରିପାଠୀ, ପିଣ୍ଟୁ ନନ୍ଦ |
୧୯ ନଭେମ୍ବର |
| ୪୪ |
ଚୋରଣୀ |
ମୃତ୍ୟୁଞ୍ଜୟ ସାହୁ |
ଅଜୟ ରାଉତ |
ଜଗଜିତ ପାଲ - ରାଜେଶ, ଶୀତଲ ପାତ୍ର - ଅନୁ, ରାଇମୋହନ ପରିଡ଼ା, ପିଣ୍ଟୁ ନନ୍ଦ, ଚୌଧୁରୀ ଜୟପ୍ରକାଶ ଦାସ, ରାକ୍ଷୀ ଦାଶ |
୨୮ ନଭେମ୍ବର |
| ୪୫ |
ଭୋକ |
ରାଜୀବ ମହାନ୍ତି |
ସବ୍ୟସାଚୀ ମହାପାତ୍ର |
ଅଙ୍କିତ କୁମାର, କାବ୍ୟା କିରଣ - ହେମା, କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ପ୍ରତିଭା ପଣ୍ଡା |
୧୧ ଡିସେମ୍ବର |
| ୪୬ |
ବିଶ୍ୱାସ |
ଚିନ୍ମୟ ଦାସ ପଟ୍ଟନାୟକ |
ବିବେକାନନ୍ଦ ପାଣିଗ୍ରାହୀ |
ଶାହିଲ ମିଶ୍ର, ସୁଜୟ ମହାନ୍ତି, ଅରୁଣ ମହାନ୍ତି, ସାଗରିକା ଦାସ, ଦର୍ଶନ ଭଞ୍ଜଦେଓ, ଅର୍ପିତା ଦାସ, ରେସଲି ପାତ୍ର |
୧୫ ଡିସେମ୍ବର |
| ୪୭ |
ପ୍ରତ୍ୟାଘାତ |
ସଞ୍ଜୟ ଘୋଷ |
ସୁଧାଂଶୁ ଆଚାର୍ଯ୍ୟ |
ଅଙ୍କିତ କୁମାର, ପ୍ରକୃତି ମିଶ୍ର, ଚିନ୍ମୟ ମିଶ୍ର, ବିଜୁ ବଡ଼ଜେନା |
୧୮ ଡିସେମ୍ବର |
| ୪୮ |
ଅର୍ଦ୍ଧାଙ୍ଗିନୀ |
ବବି ଇସଲାମ୍ |
ଦେବାଶିଷ ପାତ୍ର |
ଦେବାଶିଷ ପାତ୍ର, ମୋନାଲିସା ପାତ୍ର, ଲିପ୍ସା ମିଶ୍ର |
୧୯ ଡିସେମ୍ବର |
| ୪୯ |
ପଲ୍ ପଲ୍ ତତେ ଚାହେଁ |
ସୁଧାକର ବସନ୍ତ |
ଦୀପକ ବାରିକ |
ଦୀପକ ବାରିକ, ପ୍ରାଚି ଚୌଧୁରୀ, ମାନସୀ ପାଲ, ପିଣ୍ଟୁ ନନ୍ଦ, ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ |
୨୬ ଡିସେମ୍ବର |
| ୫୦ |
ଆଖି ବୁଜିଦେଲେ ତୁ |
ଏସ୍. କେ. ମୂରଲୀଧର |
ପୁପିନ୍ଦର ସିଂହ |
ପୁପିନ୍ଦର ସିଂହ, ଦୀପିକା ତ୍ରିପାଠୀ, ଜ୍ୟୋତିର୍ମୟୀ ବଳ, ସମରେଶ ରାଉତରାୟ, ମନୋଜ ମିଶ୍ର, ଜର୍ଜ ତିଆଡ଼ି, ରବି ମିଶ୍ର |
୩୧ ଡିସେମ୍ବର |
| ୫୧ |
ହିରୋଗିରି |
ଅଶ୍ୱିନୀ ଗଡ଼ନାୟକ |
ସତ୍ୟପ୍ରିୟ ବେହେରା |
ଆକାଶ ଦାସନାୟକ, ମେଘା ଘୋଷ, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ସ୍ନିଗ୍ଧା ମହାନ୍ତି, ସଲିଲ ମିତ୍ର, ମୀନକେତନ,
ଦେବୁ ବୋଷ, ପୁଷ୍ପା ପଣ୍ଡା, ଗୁଡ୍ଡୁ, ବିଦୁସ୍ମିତା, ପ୍ରକୃତି ମିଶ୍ର |
୩୧ ଡିସେମ୍ବର |