ରିୟା ଦେ

ଉଇକିପିଡ଼ିଆ ରୁ
Jump to navigation Jump to search
ରିୟା ଦେ
ଜନ୍ମ ଓ ଜନ୍ମସ୍ଥାନ
ଜୀବିକାକଥାଚିତ୍ର ଅଭିନେତ୍ରୀ
କାର୍ଯ୍ୟକାଳ୨୦୧୦-ଏବେଯାଏଁ

ରିୟା ଦେ, ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ[୧] ବାଲେଶ୍ୱରରେ ଜନ୍ମଗ୍ରହଣ କରିଥିବା ରିୟା 'ଫକୀର ମୋହନ ମହାବିଦ୍ୟାଳୟ'ର ପୁରୁଣା ଛାତ୍ରୀ । ସେ ପ୍ରେମ ଅଢେଇ ଅକ୍ଷର ପିଲ୍ମରୁ ନିଜ ଅଭିନୟ ଜୀବନ ଆରମ୍ଭ କରିଥିଲେ ।[୨] ସେ ଓଲିଉଡ୍ ସିନେମା ଜଗତରେ ପ୍ରମୂଖ ହିରୋଇନ୍ଙ୍କ ମଧ୍ୟରୁ ଅନ୍ୟତମ୍।ସେ ନୃତ୍ୟ କଳାରେ ନିପୁଣା


[୩] <ref>incredibleorissa.com</re

ଅଭିନୀତ ଓଡ଼ିଆ କଥାଚିତ୍ର[ସମ୍ପାଦନା]

ଆଧାର[ସମ୍ପାଦନା]

  1. "ଏହା ଓଲିଉଡର ଲୋକପ୍ରିୟ ନାୟିକା ରୀୟାଙ୍କପାଇଁ ଭଲ ଲକ୍ଷଣ , ଜାଣନ୍ତୁ ତାହା କ'ଣ | Sambad". Sambad. 10 September 2018. Archived from the original on 10 September 2018. Retrieved 10 September 2018.
  2. "ଓଲିଉଡର ଏହି ଲୋକପ୍ରିୟ ନାୟିକା ଦୁଇଜଣ ନବାଗତଙ୍କ ସହ ରୋମାନସ୍‌ କରିଛନ୍ତି | Sambad". Sambad. 19 August 2018. Archived from the original on 31 August 2018. Retrieved 31 August 2018.
  3. "Riya Dey". incredibleorissa.com. Retrieved 11 September 2015.

ଅଧିକ ତଥ୍ୟ[ସମ୍ପାଦନା]