Jump to content

ତାପସ ସରଘରିଆ

ଉଇକିପିଡ଼ିଆ‌ରୁ
ତାପସ ସରଘରିଆ
ଜନ୍ମ (1984-11-30) ୩୦ ନଭେମ୍ବର ୧୯୮୪ (ବୟସ ୪୧)
ଜାତୀୟତାଭାରତୀୟ
ବୃତ୍ତି(ସମୂହ)କଥାଚିତ୍ର ନିର୍ଦ୍ଦେଶକ
ଚିତ୍ରନାଟ୍ୟ ଲେଖକ
ଅଭିନେତା
ସକ୍ରିୟ ବର୍ଷ୨୦୦୩–ଏବେଯାଏଁ
ପ୍ରସିଦ୍ଧିକଥାଚିତ୍ର ନିର୍ମାଣ
ଉଲ୍ଲେଖନୀୟ କୃତିପହିଲି ରଜ, ଇସ୍କ ତୁ ହି ତୁ, ତୁ ମୋ ଲଭ୍ ଷ୍ଟୋରୀ
ପୁରସ୍କାର୨୭ ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୨୦୧୫

ତାପସ ସରଘରିଆ (ଜନ୍ମ: ୩୦ ନଭେମ୍ବର ୧୯୮୪) ଜଣେ ଭାରତୀୟ କଥାଚିତ୍ର ନିର୍ଦ୍ଦେଶକ, ଅଭିନେତା ଓ ଚିତ୍ରନାଟ୍ୟ ଲେଖକ । ସେ ମୁଖ୍ୟତଃ ଓଡ଼ିଆ କଥାଚିତ୍ର ଜଗତରେ କାମ କରନ୍ତି ।[]

ତାପସ ୨୦୦୩ ମସିହାରେ ଜଣେ ସହକାରୀ ନିର୍ଦ୍ଦେଶକ ଭାବରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ । ଏହାପରେ ୨୦୦୭ ମସିହାରେ ସେ ହର ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ପାଗଳ ପ୍ରେମୀରେ ଜଣେ ଚରିତ୍ର ଅଭିନେତା ଭାବରେ କାମ କରିଥିଲେ ।[] ୨୦୦୯ ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ସୁନା ଚଢ଼େଇ ମୋ ରୂପା ଚଢ଼େଇରେ ସହକାରୀ ନିର୍ଦ୍ଦେଶକ ଭାବରେ କାମ କରିଥିଲେ ।[] ୨୦୧୦ ମସିହାରେ ତାଙ୍କ ନିର୍ଦ୍ଦେଶିତ ପ୍ରଥମ କଥାଚିତ୍ର ପହିଲି ରଜ ମୁକ୍ତିଲାଭ କରିଥିଲା । ସେ ଚାଲ୍ ଟିକେ ଦୁଷ୍ଟ ହେବା, ହିରୋ ନଂ ୱାନ୍, ତୁ ମୋ ଲଭ୍ ଷ୍ଟୋରୀ, ଇସ୍କ ତୁ ହି ତୁ, ବାବୁ ଭାଇଜାନ୍ ଆଦି କଥାଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ।[]

କଥାଚିତ୍ରରେ କାମ

[ସମ୍ପାଦନା]
ବର୍ଷ କଥାଚିତ୍ର ନିର୍ଦ୍ଦେଶକ ଚିତ୍ରନାଟ୍ୟ ଲେଖକ ଅଭିନେତା ସହକାରୀ ନିର୍ଦ୍ଦେଶକ ଆଧାର
୨୦୦୩ ରକତେ ଲେଖିଚି ନାଁ Green tick
୨୦୦୭ ପାଗଳ ପ୍ରେମୀ Green tick
୨୦୧୦ ପହିଲି ରଜ Green tick []
୨୦୦୯ ସୁନା ଚଢ଼େଇ ମୋ ରୂପା ଚଢ଼େଇ Green tick
୨୦୧୩ ରୁମ୍‌କୁ ଝୁମାନା Green tick Green tick []
୨୦୧୫ ଇସ୍କ ତୁ ହି ତୁ Green tick Green tick []
କଳ୍କୀ Green tick
୨୦୧୭ ତୁ ମୋ ଲଭ୍ ଷ୍ଟୋରୀ Green tick
ହିରୋ ନଂ ୱାନ୍ Green tick Green tick
୨୦୧୮ ପ୍ରେମ୍ କୁମାର Green tick Green tick []
୨୦୧୮ ଓନ୍‌ଲି ପ୍ୟାର Green tick
୨୦୧୯ ତୁ ମୋ ଲଭ୍ ଷ୍ଟୋରୀ ୨ Green tick
ଚାଲ୍ ଟିକେ ଦୁଷ୍ଟ ହବା Green tick Green tick []
ଖୁସି Green tick Green tick [୧୦]
୨୦୨୦ ବାବୁ ଭାଇଜାନ୍ Green tick
୨୦୨୦ ଅନୁ ଦିଦି ନଟ୍ ଆଉଟ୍ Green tick [୧୧]
୨୦୨୧ ବାପା ଆଇସିୟୁରେ ଅଛନ୍ତି Green tick
୨୦୨୧ ଶ୍ରୀକ୍ଷେତ୍ର Green tick Green tick
୨୦୨୨ ପ୍ରେମମ୍ Green tick
୨୦୨୨ କିଛି କହିବାର ଅଛି Green tick [୧୨]
୨୦୨୩ ଲଭ୍ ଇନ୍ ଲଣ୍ଡନ Green tick
- ରାବଣ Green tick

ପୁରସ୍କାର

[ସମ୍ପାଦନା]
  1. "Tapas Sargharia: Movies, Photos, Videos, News & Biography | eTimes". The Times of India. Retrieved 28 February 2019.
  2. Pagal Premi (2007), retrieved 28 February 2019
  3. Suna Chadhei Mo Rupa Chadhei (2009), retrieved 28 February 2019
  4. "Films by Tapas Sargharia". The Times of India. Retrieved 28 February 2019.
  5. Pahili Raja (2010), retrieved 28 February 2019
  6. Rumku Jhumana, retrieved 28 February 2019
  7. Ishq Tu Hi Tu, retrieved 28 February 2019
  8. Prachitara (14 September 2018). "No Militant Attack on Anubhav in J&K, Shooting For 'Prem Kumar' Underway in New Delhi". ODISHA BYTES. Archived from the original on 23 September 2018. Retrieved 28 February 2019.
  9. "Tarang Cine's New Year release 'Chal Tike Dusta Haba' hits theatres". odishatv.in. Retrieved 28 February 2019.
  10. Palit, Ashok. "Taranga cine production realistic film Khusi scheduled to be released on 14 th, November,2018". Odisha News Times. Archived from the original on 28 February 2019. Retrieved 28 February 2019.
  11. MALLICK, SHARMILI (7 March 2020). "Close on the heels of the massive success of its first web series 'Chumbak- A Love Beyond', Tarang Cine Productions is all set to release 'Anu Didi Not Out' on International Women's Day tomorrow". OTV News (in English). Bhubaneswar. Archived from the original on 9 August 2020. Retrieved 17 January 2022.{{cite news}}: CS1 maint: unrecognized language (link)
  12. "ନୂଆ ଓଡ଼ିଆ ସିନେମା 'କିଛି କହିବାର ଅଛି'". ନିର୍ଭୟ. No. ରବିବାର. OMDB (Twitter). 26 June 2022. Retrieved 5 December 2022.
  13. "Babusan, Elina bag best actor award at 8th Ruchi OFA-2017". KalingaTV. 5 March 2018. Retrieved 28 February 2019.
  14. "Ashok Swain bags Jayadev Puraskar". The New Indian Express. Retrieved 28 February 2019.

ବାହାର ଆଧାର

[ସମ୍ପାଦନା]