୨୦୧୫ର ଓଡ଼ିଆ କଥାଚିତ୍ର

ଉଇକିପିଡ଼ିଆ‌ରୁ
ଓଡ଼ିଆ ସିନେମା
ପ୍ରସିଦ୍ଧ
୧୯୩୦-୧୯୩୯
୧୯୩୬
୧୯୪୦-୧୯୪୯
୧୯୪୯
୧୯୫୦-୧୯୫୯
୧୯୫୦ ୧୯୫୧ ୧୯୫୩ ୧୯୫୪ ୧୯୫୬
୧୯୫୯
୧୯୬୦-୧୯୬୯
୧୯୬୦ ୧୯୬୧ ୧୯୬୨ ୧୯୬୩ ୧୯୬୪
୧୯୬୫ ୧୯୬୬ ୧୯୬୭ ୧୯୬୮ ୧୯୬୯
୧୯୭୦-୧୯୭୯
୧୯୭୦ ୧୯୭୧ ୧୯୭୨ ୧୯୭୩ ୧୯୭୪
୧୯୭୫ ୧୯୭୬ ୧୯୭୭ ୧୯୭୮ ୧୯୭୯
୧୯୮୦-୧୯୮୯
୧୯୮୦ ୧୯୮୧ ୧୯୮୨ ୧୯୮୩ ୧୯୮୪
୧୯୮୫ ୧୯୮୬ ୧୯୮୭ ୧୯୮୮ ୧୯୮୯
୧୯୯୦-୧୯୯୯
୧୯୯୦ ୧୯୯୧ ୧୯୯୨ ୧୯୯୩ ୧୯୯୪
୧୯୯୫ ୧୯୯୬ ୧୯୯୭ ୧୯୯୮ ୧୯୯୯
୨୦୦୦-୨୦୦୯
୨୦୦୦ ୨୦୦୧ ୨୦୦୨ ୨୦୦୩ ୨୦୦୪
୨୦୦୫ ୨୦୦୬ ୨୦୦୭ ୨୦୦୮ ୨୦୦୯
୨୦୧୦-୨୦୧୯
୨୦୧୦ ୨୦୧୧ ୨୦୧୨ ୨୦୧୩ ୨୦୧୪

୨୦୧୫ ୨୦୧୬ ୨୦୧୭ ୨୦୧୮ ୨୦୧୯

୨୦୨୦-୨୦୨୯
୨୦୨୦ ୨୦୨୧ ୨୦୨୨ ୨୦୨୩ ୨୦୨୪

ଓଡ଼ିଆ କଥାଚିତ୍ର ଜଗତରେ ୨୦୧୫ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[୧]

'୨୦୧୫'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]

ନାମ ନିର୍ଦ୍ଦେଶକ ଅଭିନେତା ମୁକ୍ତିଲାଭ ତାରିଖ
୨୦୧୫
ଭଉଁରୀ- ଦ ସିଙ୍କିଙ୍ଗ୍ ରିଆଲିଟି ସୁଧାଂଶୁ ମୋହନ ସାହୁ ଅରିନ୍ଦମ ରାୟ, ବିଦିତା ବାଗ, ମନୋଜ ମିଶ୍ର, ବିଜୟ ମହାନ୍ତି, ମିହିର ଦାସ ୨ ଜାନୁଆରୀ
ଯିଏ ଯାହା କହୁ ମୋର ଢୋ ମୃତ୍ୟୁଞ୍ଜୟ ସାହୁ ବାବୁଶାନ୍, ଶୀତଲ ପାତ୍ର, ମୀନକେତନ, ନମ୍ରତା ଦାସ ୧ ଜାନୁଆରୀ ୨୦୧୫
ଇସ୍କ ତୁ ହି ତୁ ତାପସ ସରଘରିଆ ଅରିନ୍ଦମ ରାୟ, ଏଲିନା ସାମନ୍ତରାୟ, ମିହିର ଦାସ, ଅପରାଜିତା ମହାନ୍ତି ୧୪ ଜାନୁଆରୀ
କଲେଜ ଟାଇମ ସୁଧାଂଶୁ ମୋହନ ସାହୁ ଅମ୍ଳାନ ଦାସ, ରିୟା ଦେ, ମିହିର ଦାସ ୨୩ ଜାନୁଆରୀ
ଅ ଆ ହର୍ଷେଇ ଏନ୍. ପାଢ଼ୀ ଅର୍ଦ୍ଧେନ୍ଦୁ, ବବ୍‌ଲି, ଶ୍ରୀଜଳା, ପ୍ରତୀରାଜ, ଅଶ୍ରୁମୋଚନ ମହାନ୍ତି ୬ ଫେବୃୟାରୀ
ନୂଆ ନୂଆ ପ୍ରେମରେ ଏସ୍ କେ ମୁରଲୀଧରନ୍‌ ଅମ୍ଳାନ ଦାସ, ପତ୍ରାଳୀ ଚଟ୍ଟୋପାଧ୍ୟାୟ, ମିହିର ଦାସ, ଅପରାଜିତା ମହାନ୍ତି, ମୀନକେତନ ୧୩ ଫେବୃଆରୀ
ଜହ୍ନର ପାହାଡ଼ କମଳେଶ୍ୱର ମୁଖାର୍ଜୀ, ବସନ୍ତ ସାହୁ (ଡବିଂ ନିର୍ଦ୍ଦେଶକ) ଦେବ୍, ମାର୍ଟିନ୍, ତମଲା ରାୟ ୧୩ ଫେବୃଆରୀ
ମାଇଁ ଫାର୍ଷ୍ଟ ଲଭ୍ ମନୋରଞ୍ଜନ ପାଲ୍ ବୁଲୁ, ଜୀନା, ପ୍ରଦ୍ୟୁମ୍ନ ଲେଙ୍କା, ନମ୍ରତା ଦାସ, ବ୍ରଜ ସିଂହ ୨୭ ମାର୍ଚ୍ଚ
କିଏ ଦବ ଟକ୍କର ଏସ୍ କେ ମୁରଲୀଧରନ୍‌ ସୁଧାକର ବସନ୍ତ, ପତ୍ରାଳୀ, ମିହିର ଦାସ, ଅପରାଜିତା ମହାନ୍ତି, ସିଦ୍ଧାନ୍ତ ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ୧ ଅପ୍ରେଲ
ଏଇ ଜନମର ସାଥିଟିଏ ଜିତେନ୍ଦ୍ର ସାହୁ ଦୀପନ ଦାସ, ମିହିର ଦାସ, ରବି ମିଶ୍ର ୨୫ ଅପ୍ରେଲ
ଲେଖିଚି ନାଁ ତୋର ଦିଲ୍ଲୀପ ପଣ୍ଡା ସମ୍ବିତ ଆଚାର୍ଯ୍ୟ, ପିଙ୍କି ପ୍ରିୟଦର୍ଶିନୀ, କ୍ରିଷ୍ଣା କର, ହରିହର ମହାପାତ୍ର, ପ୍ରଦ୍ୟୁମ୍ନ ଲେଙ୍କା ୮ ମଇ
ରକ୍‌ଷ୍ଟାର୍ କୁମାର ସରୋଜ ବୁଲୁ, ପୁନମ ମିଶ୍ର, ପ୍ରଜ୍ଞା ଖଟୁଆ, ପୁଷ୍ପା ପଣ୍ଡା ୨୨ ମଇ
ଲଭ୍ ୟୁ ହମେଶା ହିମାଂଶୁ ପରିଜା ଅରିନ୍ଦମ ରାୟ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଆନିସା, ମିହିର ଦାସ, ଶ୍ରୀତମ ଦାସ, ଅନିତା ଦାସ ୧୨ ଜୁନ
ସୁପର ମିଛୁଆ ଅଶୋକ ପତି ବାବୁଶାନ୍, ଝିଲିକ୍ ଭଟ୍ଟାଚାର୍ଯ୍ୟ, ମୀନକେତନ, ଅପରାଜିତା ମହାନ୍ତି, ହରିହର ମହାପାତ୍ର ୧୨ ଜୁନ
ଗପ ହେଲେ ବି ସତ ମୂରଲି କ୍ରିଷ୍ଣା ଅନୁଭବ ମହାନ୍ତି, ବର୍ଷା ପ୍ରିୟଦର୍ଶିନୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ଭୂମିକା ଦାଶ ୧୨ ଜୁନ
ମାୟା ଅଶ୍ୱିନୀ ଗଡ଼ନାୟକ ସୁନୀଲ କୁମାର, ଅନୁ ଚୌଧୁରୀ, ଲିପ୍ସା ମିଶ୍ର, ଶ୍ରୀତମ ଦାସ, ପ୍ରଦ୍ୟୁମ୍ନ ଲେଙ୍କା, ମିହିର ଦାସ, ଅପରାଜିତା ମହାନ୍ତି ୭ ଅଗଷ୍ଟ
ପିଲାଟା ବିଗିଡ଼ିଗଲା ବସନ୍ତ ସାହୁ ସବ୍ୟସାଚୀ ମିଶ୍ର, ଅର୍ଚ୍ଚିତା ସାହୁ, ପପୁ ପମ ପମ, ଲିପ୍ସା ମିଶ୍ର ୧୪ ଅଗଷ୍ଟ
ରଘୁପତି ରାଘବ ରାଜାରାମ ସୁଧାଂଶୁ ମୋହ‌ନ ସାହୁ ସିଦ୍ଧାନ୍ତ ମହାପାତ୍ର, ରିୟା ଦେ, ପୁପିନ୍ଦର ସିଂହ, ମିହିର ଦାସ ୨୮ ଅଗଷ୍ଟ
ଆଶିକ୍ ସୁଧାକର ବସନ୍ତ ସମ୍ବିତ ଆଚାର୍ଯ୍ୟ, କୋଏଲ ବାନାର୍ଜୀ, ପପୁ ପମ ପମ ୧୭ ସେପ୍ଟେମ୍ବର
ଆପନା ହାତ ଜଗନ୍ନାଥ ସତ୍ୟମ୍ ଝା ସୁମନ ଦେବୁ ବୋଷ, ସରୋଜ ଦାସ, ଅମର ମହାପାତ୍ର, ରବି ମିଶ୍ର, ଉପସନା ମହାନ୍ତି, ପୁଷ୍ପା ପଣ୍ଡା ୧୭ ସେପ୍ଟେମ୍ବର
ମୋ ଦିଲ୍ କହେ ଇଲୁ ଇଲୁ ଲୋକନାଥ ବାରିକ ମିହିର ଦାସ, ଅପରାଜିତା ମହାନ୍ତି, ବିଜୟ ମହାନ୍ତି, କୁନା ତ୍ରିପାଠୀ ୨୫ ସେପ୍ଟେମ୍ବର
ବିନ୍ଦାସ ରୋମିଓ ଦୀପକ ସ୍ୱାଇଁ ପୁପୁନ, ପ୍ରକୃତି ମିଶ୍ର, ମୀନକେତନ, ଶ୍ରୀତମ ଦାସ, ମିହିର ଦାସ ୨୫ ସେପ୍ଟେମର
କେହି ନୁହେଁ କାହାର ସୁଶାନ୍ତ ମଣି ଅଭିଷେକ ରଥ, ଏଲିନା ସାମନ୍ତରାୟ, ସିଦ୍ଧାନ୍ତ ମହାପାତ୍ର, ବିଜୟ ମହାନ୍ତି ୨ ଅକ୍ଟୋବର
ରଙ୍ଗିଲା ବାବା ସଞ୍ଜୟ ନାୟକ କୁନା ତ୍ରିପାଠୀ, ଚନ୍ଦନ କର, ଗୁଡ୍ଡୁ, ସୋନିକା ରାୟ, ବିଦୁସ୍ମିତା ୨ ଅକ୍ଟୋବର
ଭଲପାଏ ତତେ ୧୦୦ରୁ ୧୦୦ ସୁଧାଂଶୁ ମୋହ‌ନ ସାହୁ ବାବୁଶାନ୍, ଶୀତଲ ପାତ୍ର, ହରିହର ମହାପାତ୍ର, ପୃଥିରାଜ ନାୟକ ୧୮ ଅକ୍ଟୋବର
ଜଗା ହାତରେ ପଘା ମୂରଲି କ୍ରିଷ୍ଣା ଅନୁଭବ ମହାନ୍ତି, ଝିଲିକ୍ ଭଟ୍ଟାଚାର୍ଯ୍ୟ, ଏଲିନା ସାମନ୍ତରାୟ, ବୁଦ୍ଧାଦିତ୍ୟ ମହାନ୍ତି, ମହାଶ୍ୱେତା ରାୟ ୧୮ ଅକ୍ଟୋବର
କଳ୍କୀ ତାପସ ସରଘରିଆ ଅରିନ୍ଦମ ରାୟ, ରିୟା ଦେ, ଜ୍ୟୋତିର୍ମୟୀ ବଳ, ହରିହର ମହାପାତ୍ର ୨୫ ନଭେମ୍ବର
ଫ୍ଲାସ୍‌ବ୍ୟାକ ଶୁଭଶ୍ରୀ ତ୍ରିପାଠୀ
ନିଶିକାନ୍ତ ଦଳବେହେରା
କିରଣ ଜୟପୁରିଆ, ଅନୁପମ ପଣ୍ଡା, ପ୍ରିୟ ରଞ୍ଜନ ମହାନ୍ତି ୧୧ ଡିସେମ୍ବର
ଗଳ୍ପ ନୁହେଁ ଅଳ୍ପ ଦିନର ରିତେଶ ନାୟକ ଦୀପକ, ଲିପି, ଜୀନା ସାମଲ, ବବ୍‌ଲି ୨୫ ଡିସେମ୍ବର
ହେଲୋ- ଇନ୍ ଲଭ୍ ସୁଶାନ୍ତ ମଣି ସାନୁ, ସୁଶ୍ରୀ, ସମରେଶ ରାଉତରାୟ, ଅପରାଜିତା ମହାନ୍ତି, ହର ରଥ ୨୫ ଡିସେମ୍ବର

ଆଧାର[ସମ୍ପାଦନା]

  1. "List of Odia Movies/2015". odiamoviedatabase. Archived from the original on 19 July 2017. Retrieved 16 July 2017.