ଓଡ଼ିଆ କଥାଚିତ୍ର ଜଗତରେ ୨୦୨୩ମସିହାରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।
'୨୦୨୩'ମସିହାର ଓଡ଼ିଆ କଥାଚିତ୍ର ତାଲିକା[ସମ୍ପାଦନା]
କ୍ରମାଙ୍କ
|
ନାମ
|
ନିର୍ଦ୍ଦେଶକ
|
ଅଭିନେତା
|
ମୁକ୍ତିଲାଭ ତାରିଖ
|
|
୨୦୨୩
|
୧
|
ତୋ'ର ମୋର କଟି
|
ରମେଶ ରାଉତ
|
ସିଦ୍ଧାନ୍ତ ମହାପାତ୍ର, ଶୈଳେନ୍ଦ୍ର ସାମନ୍ତରାୟ, ଶୀତଲ ପାତ୍ର, ସୁଧାଂଶୁ ମୋହନ ସାହୁ, ସଞ୍ଜୟ ନାଏକ
|
୬ ଜାନୁଆରୀ
|
୨
|
ଉଡ଼ନ୍ତା ଥାଳିରେ ଆସିଛି ପ୍ରିୟା
|
ସଞ୍ଜୟ ନାୟକ
|
ଅଭିଜିତ ଦାସ, କୁକିସ୍ ସ୍ୱାଇଁ
|
୮ ଜାନୁଆରୀ
|
୩
|
ବୋହୂ ଆମର ବିଛୁଆତି
|
ସଞ୍ଜୟ ନାୟକ
|
ଲିପ୍ସା ମିଶ୍ର, ବିକ୍ରମ, ମନସ୍ୱିନୀ ପତି, କୁନା ତ୍ରିପାଠୀ, ରବି ମିଶ୍ର
|
୨୯ ଜାନୁଆରୀ
|
୪
|
ବିଭ୍ରାନ୍ତ
|
ବିଶ୍ୱଭୂଷଣ ମହାପାତ୍ର
|
ଜ୍ୟୋତି ରଞ୍ଜନ ନାୟକ, ତମନ୍ନା ବ୍ୟାସ, ପ୍ରଜ୍ଞା ଖଟୁଆ
|
୧୦ ଫେବୃଆରୀ
|
୫
|
ମାମା ୱେଡ୍ସ୍ ପାପା
|
ଅପ୍ପୁ କାନୁନ୍ଗୋ
|
ଅଭିଶେକ ରଥ, ରିତିଷା, ପ୍ରିୟଙ୍କା, କୃଷ୍ଣା ଅଭିଶେକ, ଜ୍ୟୋତି ମିଶ୍ର, ଦେବୁ ପଟ୍ଟନାୟକ
|
୧୭ ଫେବୃଆରୀ
|
୬
|
ବନ୍ଦିନୀ
|
ପିନୁ ନାୟକ
|
ସୁଭାଶିଷ ଶର୍ମା, ରିୟା ଦେ, ବବି ମିଶ୍ର, ସରୋଜ ଦାସ, ଶୁଭ୍ରାଂଶୁ ନାୟକ
|
୧୯ ଫେବୃଆରୀ
|
୭
|
ବ୍ରେକ୍ଅପ୍ ବାଲା ଲଭ୍ଷ୍ଟୋରୀ
|
ରାଶେସ ମହାନ୍ତି
|
ପ୍ରଦୀପ କୁମାର ସାହୁ, ଦେବସ୍ମିତା, ଇଲୁ ବାନାର୍ଜୀ, କେଦାର ମିଶ୍ର, ଶକ୍ତି ବରାଳ
|
୧୯ ଫେବୃଆରୀ
|
୮
|
ବାଜିବଲୋ ସାହାନାଇ
|
ଆଶୁତୋଷ ମହାପାତ୍ର
|
ଅମ୍ଳାନ ଦାସ, ଝିଲିକ୍ ଭଟ୍ଟାଚାର୍ଯ୍ୟ, ସମ୍ବିତ ଆଚାର୍ଯ୍ୟ
|
୩ ମାର୍ଚ୍ଚ
|
୯
|
ବାପା ସୁପର୍ମ୍ୟାନ୍
|
ସୁଧାଂଶୁ ମୋହ ସାହୁ
|
ସିଦ୍ଧାନ୍ତ ମହାପାତ୍ର, ସୁପ୍ରିୟା ନାୟକ, ସୁଭ୍ରାଂଶୁ, ଅଶ୍ୱିନୀ ବ୍ରହ୍ମା
|
୩ ମାର୍ଚ୍ଚ
|
୧୦
|
ଟିଙ୍ଗା ରାଜୁ
|
ମୃତ୍ୟୁଞ୍ଜୟ ସାହୁ
|
ରାକେଶ ଦେଓ, ପିୟାଲି ଦାଶ, ପୃଥ୍ୱୀରାଜ ନାୟକ, ଉଦିତ ଗୁରୁ
|
୫ ମାର୍ଚ୍ଚ
|
୧୧
|
ପ୍ରେମ୍ ଫର୍ ସେଲ୍
|
ସଞ୍ଜୀବ ଦ୍ୱିବେଦୀ
|
ସମ୍ବିତ ଆଚାର୍ଯ୍ୟ, ତମନ୍ନା ବ୍ୟାସ
|
୧୨ ମାର୍ଚ୍ଚ
|
୧୨
|
ବାହାଘର ଡଟ୍ କମ୍
|
ସୁଧାଂଶୁ ମୋହ ସାହୁ
|
ପ୍ରଦୀପ କୁମାର ସାହୁ, ସାୟଲ ବାନାର୍ଜୀ, ପୁଷ୍ପା ପଣ୍ଡା, ପ୍ରଦ୍ୟୁମ୍ନ ଲେଙ୍କା
|
୧୯ ମାର୍ଚ୍ଚ
|