Jump to content

ଅର୍ଚ୍ଚିତା ସାହୁ

ଉଇକିପିଡ଼ିଆ‌ରୁ
ଅର୍ଚ୍ଚିତା ସାହୁ
ଜନ୍ମ (1990-06-29) ୨୯ ଜୁନ ୧୯୯୦ (ବୟସ ୩୫)
ଜାତୀୟତା ଭାରତୀୟ
ବୃତ୍ତିକଥାଚିତ୍ର ଅଭିନେତ୍ରୀ
ସକ୍ରିୟ ବର୍ଷ୨୦୦୫-ଏବେଯାଏଁ
ପ୍ରସିଦ୍ଧିଓଡ଼ିଆ କଥାଚିତ୍ର ଅଭିନେତ୍ରୀ
ବୈବାହିକ-ସାଥୀସବ୍ୟସାଚୀ ମିଶ୍ର (୧ ମାର୍ଚ୍ଚ ୨୦୨୧- ଏପର୍ଯ୍ୟନ୍ତ)
ୱେବସାଇଟwww.archita.co.in

ଅର୍ଚ୍ଚିତା ସାହୁ ଜଣେ ଓଡ଼ିଆ କଥାଚିତ୍ର ଅଭିନେତ୍ରୀ । ୨୦୦୫ ମସିହାରେ ସେ ବାବୁ ଆଇ ଲଭ୍ ୟୁ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ କାମ କରିବା ଆରମ୍ଭ କରିଥିଲେ ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଅର୍ଚ୍ଚିତା ସାହୁ ଓଡ଼ିଶାରେ ୧୯୯୦ରେ ଜନ୍ମଗ୍ରହଣ କରିଥିଲେ । ସେ ଭୁବନେଶ୍ୱରର ଡେମୋନଷ୍ଟ୍ରେସନ ଓ ମଲ୍ଟିପରପସ ସ୍କୁଲରୁ ଯୁକ୍ତ ୨ ପରେ କଳିଙ୍ଗ ଇନଷ୍ଟିଚୁଟ ଅଫ ଇଣ୍ଡଷ୍ଟ୍ରିଆଲ ଟେକନୋଲୋଜିରେ ଇଞ୍ଜିନିଅରିଙ୍ଗ, ଓ ଏମ.ବି.ଏରେ ଉତ୍ତୀର୍ଣ୍ଣ ହେଇଛନ୍ତି । ୨୦୨୧ ମସିହା ମାର୍ଚ୍ଚ ୧ତାରିଖ ଦିନ ଅଭିନେତା ସବ୍ୟସାଚୀ ମିଶ୍ରଙ୍କୁ ବିବାହ କରିଥିଲେ ।[]

କଥାଚିତ୍ର ଜୀବନ

[ସମ୍ପାଦନା]

୨୦୦୫ ମସିହାରେ ଓ ମାଇଁ ଲଭ୍ ଚଳଚ୍ଚିତ୍ରରୁ ଅଭିନେତ୍ରୀ ଜୀବନ ଆରମ୍ଭ କରିଥିବା[][] ଅର୍ଚ୍ଚିତା, ୨୦୨୧ ସୁଦ୍ଧା ୨୫ଟି ଓଡ଼ିଆ କଥାଚିତ୍ରରେ ଅଭିନୟ କରିସାରିଛନ୍ତି ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]
ବର୍ଷ କଥାଚିତ୍ର ଭୂମିକାନିର୍ଦ୍ଦେଶକ
୨୦୨୫ ବୋଉ ବୁଟୁ ଭୂତ ଜଗଦୀଶ ମିଶ୍ର[]
୨୦୨୫ ଡେଲିଭର ବୟ ୨ ଅଶ୍ୱିନୀ ତ୍ରିପାଠୀ[]
୨୦୧୯ ଚମ୍ପିଆନ ମୁରଲୀକ୍ରିଷ୍ଣା[]
୨୦୧୬ ହେଲା ମତେ ପ୍ରେମ ଜର ଅମରେଶ ପତି[]
୨୦୧୩ ମୁଁ ଏକା ତୁମର ସୁଶାନ୍ତ ମଣି
୨୦୧୩ ଏସିପି ସାଗରିକା ବିରଞ୍ଚି ନାରାୟଣ ପଣ୍ଡା[]
୨୦୧୨ ରଜାଝିଅ ସଂଗେ ହେଇଗଲା ଭାବ ସୁଧାଂଶୁ ସାହୁ
୨୦୧୨ ତୋ'ର ମୋ'ର ଯୋଡ଼ି ସୁନ୍ଦର ଦେବୁ ପଟ୍ଟନାୟକ[]
୨୦୧୨ କେବେ ତମେ ନାହଁ କେବେ ମୁଁ ନାହିଁ ଚକ୍ରଧର ସାହୁ[]
୨୦୧୨ ଥୁକୁଲ୍ ପ୍ରଶାନ୍ତ ନନ୍ଦ[]
୨୦୧୧ ଲୋଫର୍ ଅଶୋକ ପତି
୨୦୧୦ ଆ'ଲୋ ମୋର କଣ୍ଢେଇ ହିମାଂଶୁ ପରିଜା[]
୨୦୦୭ ତୋ ବିନା ମୋ କାହାଣୀ ଅଧା ସଞ୍ଜୟ ନାୟକ
୨୦୦୫ ବାବୁ ଆଇ ଲଭ ୟୁ ସଞ୍ଜୟ ନାୟକ
୨୦୦୫ ଓ ମାଇଁ ଲଭ୍

ପୁରସ୍କାର

[ସମ୍ପାଦନା]
  1. "Ollywood couple Archita Sahu and Sabyasachi Mishra get hitched in Jaipur". ଟାଇମ୍ସ ଅଫ ଇଣ୍ଡିଆ. Retrieved 13 September 2021.
  2. "ରିଲରେ ଦେବୀ ମା'ଙ୍କର ଶରଣାପନ୍ନ ହୋଇଥିଲେ ଅର୍ଚ୍ଚିତା". sambad.in. 8 May 2018. Retrieved 6 June 2018.
  3. "କେବଳ ଦୁଇଜଣ ନୂଆ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି ଅର୍ଚ୍ଚିତା!". ସମ୍ବାଦ. 5 September 2017. Archived from the original on 8 September 2017. Retrieved 8 September 2017.
  4. 1 2 3 4 5 6 7 8 9 "ଥରଟିଏ ଅର୍ଚ୍ଚିତା". ସମ୍ବାଦ (in Odia). 23 May 2026. Archived from the original on 26 May 2026. Retrieved 26 May 2026.{{cite news}}: CS1 maint: unrecognized language (link)
  5. "Odisha 23rd state film awards announced | Business Standard". business-standard.com. Retrieved 16 November 2012. Archita Sahu was selected for the best actress award for her performance in 'Chocolate'

ଅଧିକ ତଥ୍ୟ

[ସମ୍ପାଦନା]