ରାଇମୋହନ ପରିଡ଼ା
Jump to navigation
Jump to search
ରାଇମୋହନ ପରିଡ଼ା | |
---|---|
![]() | |
ଜନ୍ମ ଓ ଜନ୍ମସ୍ଥାନ | ଉଦୟପୁର, କେନ୍ଦୁଝର ଜିଲ୍ଲା | ୧୦ ଜୁଲାଇ ୧୯୬୩
ଭୁବନେଶ୍ୱର | |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ଜୀବିକା | ଅଭିନେତା |
କାର୍ଯ୍ୟକାଳ | ୧୯୮୪- ଏପର୍ଯ୍ୟନ୍ତ |
ଜୀବନସାଥି | ରଞ୍ଜିତା |
ବାପା ବୋଉ | ତ୍ରୈଲୋକନାଥ ପରିଡ଼ା ତିଳୋତ୍ତମା ପରିଡ଼ା |
ପୁରସ୍କାର | ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ରାଇମୋହନ ପରିଡ଼ା (ଜନ୍ମ ୧୦ ଜୁଲାଇ ୧୯୬୩)[୧] ଓଡ଼ିଶାରେ ଜନ୍ମଗ୍ରହଣ କରିଥିବା ଓଡ଼ିଆ କଥାଚିତ୍ର ଓ ଯାତ୍ରା ଜଗତର ଜଣେ ଜଣେ ଖଳ ଅଭିନେତା ।[୨] 'ସାଗର' ଚଳଚ୍ଚିତ୍ରଦ୍ୱାରା ସେ ଓଡ଼ିଆ ସିନେମା ଜଗତରେ ପାଦ ରଖିଥିଲେ ।[୩][୪] ୧୯୯୧-୯୨ରେ ସେ ପ୍ରଥମେ ଅଶ୍ରୁମୋଚନ ମହାନ୍ତିଙ୍କ ସହ ମିଶି ତାରିଣୀ ଗଣନାଟ୍ୟର ନାଟକ ଭଙ୍ଗା ଆଇନାରେ ନିର୍ଦ୍ଦେଶନା ଦେଇଥିଲେ ।[୫]
କଥାଚିତ୍ରରେ ଭୂମିକା[ସମ୍ପାଦନା]
ଅଭିନେତା ଭାବରେ[ସମ୍ପାଦନା]
- ବନ୍ଧନ (୨୦୧୧)
- ଆସିବୁ କେବେ ସାଜି ମୋ ରାଣୀ (୨୦୧୦)
- ତୁ ଥିଲେ ମୋ ଡର କାହାକୁ (୨୦୧୦)
- ନେଇଯା'ରେ ମେଘ ମତେ (୨୦୦୮)
- ଛାତି ଚିରି ଦେଲେ ତୁ (୨୦୦୮)
- କାଳିଶଙ୍କର (୨୦୦୭)
- ତୋ ବିନା ମୋ କାହାଣି ଅଧା (୨୦୦୭)
- ତୋ ପାଇଁ ନେବି ମୁଁ ସହେ ଜନମ (୨୦୦୭)
- ଦେ ମା ଶକ୍ତି ଦେ (୨୦୦୬)
- ରକତେ ଲେଖିଛି ନାଁ (୨୦୦୬)
- ତୁ ଏକା ଆମ ସାହା ଭରସା (୨୦୦୬)
- ବାବୁ ଆଇ ଲଭ୍ ୟୁ (୨୦୦୫)
- କଣ୍ଢେଇ ଆଖିରେ ଲୁହ (୨୦୦୪)
- ଯେ ପାଞ୍ଚେ ପର ମନ୍ଦ (୨୦୦୩)
- ସତ ମିଛ (୨୦୦୩)
- ସୁନା ସଂଖାଳି (୨୦୦୩)
- ବିଧାତା (୨୦୦୩)
- ମା ମଙ୍ଗଳା (୨୦୦୨)
- ସମୟ ଖେଳୁଛି ଚକା ଭଉଁରି (୨୦୦୨)
- ସରପଞ୍ଚ ବାବୁ (୨୦୦୨)
- ଧର୍ମ ଦେବତା (୨୦୦୧)
- ଧର୍ମ ନିକିତୀ (୧୯୯୯)
- ଜୟ ଶ୍ରୀରାମ (୧୯୯୯)
- ସିଂହବାହିନୀ (୧୯୯୮)
- ଲକ୍ଷେ ଶିବ ପୂଜି ପାଇଛି ପୁଅ (୧୯୯୭)
- ପୁଅ ମୋର ଜଗତ ଜିତା (୧୯୯୭)
- ସୁନା ସଂସାର (୧୯୯୭)
- କୁଳ ନନ୍ଦନ (୧୯୯୫)
- ମଣୀ ନାଗେଶ୍ୱରି (୧୯୯୫)
- ମୋ ମନ ଖାଲି ତୁମରି ପାଇଁ (୧୯୯୫)
- ରଣଭୂମି (୧୯୯୫)
- ଏମିତି ଭାଇ ଯଗତେ ନାହିଁ (୧୯୯୪)
- ନାଗ ଜ୍ୟୋତି (୧୯୯୪)
- ସାଗର ଗଙ୍ଗା (୧୯୯୪)
- ସୁନା ଭାଉଜ (୧୯୯୪)
- ଦାଦାଗିରି (୧୯୯୪)
- ନାଗ ଜ୍ୟୋତି (୧୯୯୩)
- ଉଦଣ୍ଡି ସୀତା (୧୯୯୨)
- କୋଟିଏ ମଣିଷ ଗୋଟିଏ ଜଗା (୧୯୯୧)
- ହସ ଲୁହ ଭରା ଦୁନିଆଁ (୧୯୯୦)
- ହିସାବ କରିବ କାଳିଆ (୧୯୯୦)
- ସାଗର, ୧୯୮୯
- ଆସୁଛି ମୋ କାଳିଆସୁନା (୧୯୮୯)
- ଚକାଆଖି ସବୁ ଦେଖୁଛି (୧୯୮୭)
- ସହରୀ ବାଘ (୧୯୮୫)
- ଗଙ୍ଗ ଶିଉଳି (୧୯୮୪)
ସମ୍ମାନ ଓ ପୁରସ୍କାର[ସମ୍ପାଦନା]
- ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର, ୧୯୯୮ (ସ୍ୱତନ୍ତ୍ର ଜୁରୀ ସମ୍ମାନ)[୬]
- ଅଭିନନ୍ଦିକା ପୁରସ୍କାର - ୨୦୧୦[୭]
ଆଧାର[ସମ୍ପାଦନା]
- ↑ ବେହେରା, ସୁକେଶ. "ରାଇମୋହନ ଗଛ ଯିଏ ମାଟିରୁ ଉଠିଛି, ଲତା ନୁହେଁ". ଧରିତ୍ରୀ. Retrieved 11 September 2016.
- ↑ Orissa reference: glimpses of Orissa. TechnoCAD Systems. 2001.
- ↑ "ଓଲିଉଡ୍କୁ ରାଇଙ୍କ ଲେଉଟାଣି". Dharitri.com (in Odia). Odisha. Archived from the original on 14 January 2019. Retrieved 14 January 2019.CS1 maint: unrecognized language (link)
- ↑ "ରାଇମୋହନଙ୍କ ଫିପଟି ଫିପଟି ପ୍ରୋଗ୍ରାମ". ନଜର୍ (ନିତିଦିନ). Retrieved 11 September 2016.
- ↑ "ରୂପେଲି ପରଦାରୁ ଯାତ୍ରା ମଞ୍ଚ: ଯଲିଉଡରେ ରାଇମୋହନଙ୍କ ଜଲୱା". OdishaLIVE. 3 July 2018. Archived from the original on 24 August 2018. Retrieved 24 August 2018.
- ↑ http://www.orissadiary.com/CurrentNews.asp?id=30737
- ↑ http://www.hindu.com/2010/01/23/stories/2010012354460200.htm
ଅଧିକ ତଥ୍ୟ[ସମ୍ପାଦନା]
![]() |
ଉଇକିମିଡ଼ିଆ କମନ୍ସରେ ରାଇମୋହନ ବାବଦରେ ମାଧ୍ୟମ ରହିଛି । |
- ରାଇମୋହନ ପରିଡ଼ା (ଇଣ୍ଟରନେଟ ମୁଭି ଡାଟାବେସରେ)