ପାର୍ଥ ସାରଥୀ ରାୟ
ପାର୍ଥ ସାରଥୀ ରାୟ | |
|---|---|
| ଜନ୍ମ | ୨୭ ମାର୍ଚ୍ଚ ୧୯୮୧ |
| ଜାତୀୟତା | ଭାରତୀୟ |
| ବୃତ୍ତି | ଅଭିନେତା |
| ସକ୍ରିୟ ବର୍ଷ | ୨୦୧୦ – ଏବେଯାଏଁ |
| ଉଲ୍ଲେଖନୀୟ କୃତି | ହେଲୋ ଆରସୀ, ୨୦୧୮ |
| ଉଚ୍ଚତା | ୫'୧୧" |
| ପିତାମାତା | ପ୍ରଭାସ କୁମାର ରାୟ (ବାପା) କଲ୍ୟାଣୀ ରାୟ (ମାଆ) |
| ପୁରସ୍କାର | ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର |
ପାର୍ଥ ସାରଥୀ ରାୟ ଜଣେ ଓଡ଼ିଆ ଅଭିନେତା, ଯିଏକି ଓଡ଼ିଆ କଥାଚିତ୍ର ଏବଂ କ୍ଷୁଦ୍ର ଚଳଚ୍ଚିତ୍ରରେ କାର୍ଯ୍ୟ କରନ୍ତି ।[୧] ୨୦୧୦ ମସିହାରେ ସେ ଅଭିନୟ ଜଗତରେ କାମ କରିବା ଆରମ୍ଭ କରିଥିଲେ ଏବଂ ୨୦୧୩ ମସିହାର ନଈ ସେପାରୀ କନକ ଗୋରୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ । ୨୦୧୮ ମସିହାରେ ହେଲୋ ଆରସୀ ପାଇଁ ତାଙ୍କୁ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା ।[୨][୩][୪]
ଜନ୍ମ, ପରିବାର ଓ ଶିକ୍ଷା
[ସମ୍ପାଦନା]ପାର୍ଥ ୧୯୮୧ ମସିହାର ମାର୍ଚ୍ଚ ୨୭ ତାରିଖରେ କଟକରେ ଜନ୍ମଗ୍ରହଣ କରିଥିଲେ ।[ଆଧାର ଲୋଡ଼ା] ତାଙ୍କ ବାପାଙ୍କ ନାମ ପ୍ରଭାସ କୁମାର ରାୟ ଓ ମାଆଙ୍କ ନାମ କଲ୍ୟାଣୀ ରାୟ ।[ଆଧାର ଲୋଡ଼ା] ତାଙ୍କ ପିଲାଦିନ ଭୁବନେଶ୍ୱରରେ କଟିଥିଲା ।
ଅଭିନୟ ଜୀବନ
[ସମ୍ପାଦନା]ପାର୍ଥ ଇତିହାସରେ ସ୍ନାତକ କରିବା ପରେ ୨୦୦୪ ମସିହାରେ ଦିଲ୍ଲୀ ଯାଇଥିଲେ ଏବଂ ସେଠାରେ ବେରି ଜନ୍ଙ୍କ ଥିଏଟର ଗ୍ରୁପ୍ରେ ଯୋଗ ଦେଇଥିଲେ । ପରେ ସେ ମୁମ୍ବାଇ ଯାଇ କିଛି ହିନ୍ଦୀ କଥାଚିତ୍ରରେ କାମ କରିଥିଲେ । ପରବର୍ତ୍ତୀ ସମୟରେ ସେ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ କରିବା ଆରମ୍ଭ କରିଥିଲେ ।[୫][୬]
ଅଭିନୀତ କଥାଚିତ୍ର
[ସମ୍ପାଦନା]| ବର୍ଷ | କଥାଚିତ୍ର | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୧୦ | ତୁନପୁର କା ସୁପରହିରୋ | ||
| ୨୦୧୧ | ସାଇକେଲ୍ କିକ୍ | ||
| ୟୁ ଆର୍ ମାଇଁ ଜାନ୍ | |||
| ୨୦୧୩ | ନଈ ସେପାରୀ କନକ ଗୋରୀ | ଅବିନାଶ | |
| ଗଡ଼ବଡ଼ | |||
| ୨୦୧୮ | ହେଲୋ ଆରସୀ | ||
| ୨୦୧୯ | ତୁ ମୋ ଲଭ୍ ଷ୍ଟୋରୀ ୨ | ଖଳନାୟକ | |
| ୨୦୨୦ | ଦୁର୍ଗତିନାଶିନୀ[୭] | ||
| ୨୦୨୧ | ବୋଫିନ୍[୮] | କ୍ଷୁଦ୍ର ଚଳଚ୍ଚିତ୍ର | |
| ନେଭିଗେଟର୍[୯] | |||
| ବାଜି - ଦି ଇମୋଟାଲ୍ ବୋଟ୍ ବୟ୍[୧୦] | |||
| ୨୦୨୨ | ଚରିତ୍ର | ||
| ପ୍ରସ୍ଥାନମ୍[୧୧] | |||
| ଫୋର୍ | |||
| ସମାପାଜୁର ରଘୁ | |||
| ୨୦୨୩ | ଫାଲଗୁନ ଚୈତ୍ର[୧୨] | ଆର୍କିଟେକ୍ | |
| ଡାଲ୍ଚିନି[୧୩] |
ଓଟିଟି
[ସମ୍ପାଦନା]| ବର୍ଷ | ଧାରାବାହିକ | ଭୂମିକା | ମନ୍ତବ୍ୟ |
|---|---|---|---|
| ୨୦୨୨ | ଆନ୍ଥୋନୀ[୧୪] | ପୋଲିସ୍ ଅଧିକାରୀ |
ଦୂରଦର୍ଶନ ଧାରାବାହିକ
[ସମ୍ପାଦନା]| ଧାରାବାହିକ | ଚେନାଲ | ଭୂମିକା | ମନ୍ତବ୍ୟ |
|---|---|---|---|
| ମୁଁ ବି ଅର୍ଦ୍ଧାଙ୍ଗିନୀ | ଜୀ ସାର୍ଥକ | ||
| ରକ୍ତ ସମ୍ପର୍କ | ମଞ୍ଜରୀ ଟିଭି |
ପୁରସ୍କାର ଏବଂ ସମ୍ମାନ
[ସମ୍ପାଦନା]- ୨୯ତମ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର - ଶ୍ରେଷ୍ଠ ଅଭିନେତା (ହେଲୋ ଆରସୀ, ୨୦୧୮)[୧୫][୧୬]
ଆଧାର
[ସମ୍ପାଦନା]- ↑ "Partha Sarathi Ray: Odia film industry's new ray of light". The New Indian Express. Retrieved 2023-03-09.
- ↑ "Partha Sarathi Ray lived the character he played in a short film recently - Times of India". The Times of India.
- ↑ "Partha Sarathi Ray remembers how he was inspired by Bijay Mohanty - Times of India". The Times of India.
- ↑ "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
- ↑ "Actor returns with a bang". www.telegraphindia.com. Retrieved 2023-03-09.
- ↑ "I Want To See Odia Film Industry Evolve: Actor Partha Sarathi Ray". odishabytes (in ଆମେରିକୀୟ ଇଂରାଜୀ). 2019-02-27. Retrieved 2023-03-09.
- ↑ "Partha and Archita team up for new film - Times of India". The Times of India.
- ↑ BOFFIN Full Movie | Odia Short Film | Rajendra Mohanta | Partha Sarathi Ray | Manoj Mishra| K1live (in ଇଂରାଜୀ), retrieved 2023-03-09
- ↑ ନାଭିଗେଟର || Navigator || Odia Short Film || Horror Thriller || Partha Sarathi Ray (in ଇଂରାଜୀ), retrieved 2023-03-09
- ↑ ବାଜି ରାଉତ | Baji - The Immortal Boat Boy | Full Movie | Award-Winning Odia Short Film (in ଇଂରାଜୀ), retrieved 2023-03-09
- ↑ "Prasthanam - Official Trailer". The Times of India. ISSN 0971-8257. Retrieved 2023-03-10.
- ↑ "[Watch] Odisha Director Duo Explores Family Ties In 'Phalguna Chaitra', Know The Release Date". odishabytes (in ଆମେରିକୀୟ ଇଂରାଜୀ). 2023-01-19. Retrieved 2023-03-10.
- ↑ "Daalcheeni-Odia Film". ODIASITES.COM. Retrieved 2023-03-10.
- ↑ "Odia thriller series 'Anthony' releasing in Bengali dubbed version". The Times of India. ISSN 0971-8257. Retrieved 2023-03-10.
- ↑ "Partha Sarathi Ray: Catapulting Odia Film Industry To A New High". My City Links. 30 August 2021.
- ↑ "I Want To See Odia Film Industry Evolve: Actor Partha Sarathi Ray". OdishaBytes. February 27, 2019.
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ପାର୍ଥ ସାରଥୀ ରାୟ