ମନୋଜ ମିଶ୍ର
Jump to navigation
Jump to search
ମନୋଜ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | |
ଜାତୀୟତା | ![]() |
ଜୀବିକା | କଥାଚିତ୍ର ଅଭିନେତା |
କାର୍ଯ୍ୟକାଳ | ୨୦୦୭-ଏବେଯାଏଁ |
ପ୍ରସିଦ୍ଧି | ଓଡ଼ିଆ କଥାଚିତ୍ର ଅଭିନେତା |
ସମ୍ପର୍କୀୟ | ଚିନ୍ମୟ ମିଶ୍ର[୧] |
ମନୋଜ ମିଶ୍ର ଜଣେ ଜଣାଶୁଣା ଓଡ଼ିଆ କଥାଚିତ୍ର ଅଭିନେତା । ସେ ଓଡ଼ିଆ କଥାଚିତ୍ର ସୁନା ସଙ୍ଖାଳୀ ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଖଳନାୟକ ଭାବରେ ପ୍ରବେଶ କରିଥିଲେ ।[୨] ମନୋଜ ଓଡ଼ିଆ କଥାଚିତ୍ର ଜଗତ ବ୍ୟତୀତ ତାମିଲ କଥାଚିତ୍ର ଜଗତର କିଛି ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଛନ୍ତି ।
ପୁରସ୍କାର[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "ବାହାଘର ପାଇଁ". ସମାଜ (ରବିବାର) (in Odia). Bhubaneswar. 2 December 2018. p. 8. Archived from the original on 2 December 2018. Retrieved 2 December 2018.CS1 maint: unrecognized language (link)
- ↑ "ଏହି ଓଲିଉଡ ଖଳନାୟକ ମନୋଜ ମିଶ୍ର ବନିଲେ ରାଘବ, ଜାଣନ୍ତୁ କ'ଣ ଘଟୁଛି". sambad.in. 3 June 2018. Retrieved 6 June 2018.
ବାହାର ଆଧାର[ସମ୍ପାଦନା]
- ମନୋଜ ମିଶ୍ର (ଇଣ୍ଟରନେଟ ମୁଭି ଡାଟାବେସରେ)