ମିହିର ଦାସ

ଉଇକିପିଡ଼ିଆ ରୁ
ସିଧାସଳଖ ଯିବେ ଦିଗବାରେଣିକୁ, ଖୋଜିବେ
ମିହିର ଦାସ
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଭୁବନେଶ୍ୱରରେ ଅନୁଷ୍ଠିତ ୨୫ତମ ଓଡ଼ିଆ ଚଳଚ୍ଚିତ୍ର ପୁରସ୍କାର ବିତରଣ ଉତ୍ସବରେ ମିହିର ଦାସ ।
ଜନ୍ମ ଓ ଜନ୍ମସ୍ଥାନ ୧୯୬୬
ମୟୂରଭଞ୍ଜ, ଓଡ଼ିଆ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ
ଜୀବିକା ଅଭିନେତା
ପୈତୃକ ବାସସ୍ଥାନ କଟକ
ଜୀବନସାଥି ସଙ୍ଗୀତା ଦାସ
ସନ୍ତାନ ଅମ୍ଳାନ ଦାସ
ୱେବସାଇଟ ମିହିର ଦାସ (ଇଣ୍ଟରନେଟ ମୁଭି ଡାଟାବେସରେ)
ଦସ୍ତଖତ
ମିହିର ଦାସଙ୍କ ଦସ୍ତଖତ

ମିହିର ଦାସ ଜଣେ ଓଡ଼ିଆ ସିନେମା ଅଭିନେତା । ସେ ଦୀର୍ଘ କାଳ ଧରି ନାୟକ, ଚରିତ୍ର, ଖଳନାୟକ ଓ ହାସ୍ୟ ଅଭିନେତା ଭାବରେ ଅନେକ ସିନେମାରେ ଅଭିନୟ କରିଆସିଛନ୍ତି ।

ଅଭିନୟ[ସମ୍ପାଦନା]

ବର୍ଷ ଫିଲ୍ମ ଅବଦାନ ଭୂମିକା
୨୦୧୨ ରଜାଝିଅ ସଂଗେ ହେଇଗଲା ଭାବ ଅଭିନେତା
ଇଡିଅଟ୍ ଅଭିନେତା
ଏମିତି ବି ପ୍ରେମ ହୁଏ ଅଭିନେତା
୨୦୧୧
କଟକ ଅଭିନେତା
କ୍ରିମିନାଲ୍ ଅଭିନେତା
୧୪୩ ଆଇ ଲଭ ୟୁ ଅଭିନେତା
ବାଇଶି ପାହାଚେ ଖେଳିବ ମୀନ ଅଭିନେତା
ହିରୋ- ପ୍ରେମ କଥା ଅଭିନେତା
ମତେ ବୋହୂ କରି ନେଇ ଯା ଅଭିନେତା
ଏ ମନ ଖୋଜେ ମନଟିଏ ଅଭିନେତା
ତୁ ମୋ ଗାର୍ଲ୍ ଫ୍ରେଣ୍ଡ୍ ଅଭିନେତା
ମନ ମୋର ପ୍ରଜାପତି ଅଭିନେତା
ଲୋଫର୍ ଅଭିନେତା
ମୋଷ୍ଟ ୱାଣ୍ଟେଡ଼ ଅଭିନେତା
୨୦୧୦ ତୁ ଥା ମୁଁ ଯାଉଛି ଋଷି ଅଭିନେତା
ଆସିବୁ କେବେ ସାଜି ମୋ ରାଣୀ ଅଭିନେତା
ଦିଵାନା ଅଭିନେତା
ପ୍ରେମ ଅଢ଼େଇ ଅକ୍ଷର ଅଭିନେତା
ତୋତେ ଭଲ ପାଉଛି ବୋଲି ଅଭିନେତା
ତୋର ମୋର ଯୋଡ଼ି ସୁନ୍ଦର ଅଭିନେତା
ଭୁଲ ବୁଝିବନି ମୋତେ ଅଭିନେତା
ପହିଲି ରଜ ଅଭିନେତା
ସଞ୍ଜୁ ଆଉ ସଞ୍ଜନା ଅଭିନେତା ପର୍ଶୁରାମ ପାଇକରାୟ
ଆ ଲୋ ମୋର କଣ୍ଢେଇ ଅଭିନେତା
ମୁଁ କଣ ଏତେ ଖରାପ ଅଭିନେତା କାହ୍ନାର ବାପା
ଶୁଭ ବିବାହ ଅଭିନେତା
ଆଖି ପଲକରେ ତୁ ଅଭିନେତା
୨୦୦୯ ତୁମେ ହିଁ ସାଥି ମୋର ଅଭିନେତା
ଅଭିମନ୍ୟୁ ଅଭିନେତା
ସାତ ସୁରେ ବନ୍ଧା ଏ ଜୀବନ ଅଭିନେତା
ଆରେ ସାଥି ଆ ଅଭିନେତା
କେଉଁ ଦୁନିଆଁରୁ ଆସିଲ ବନ୍ଧୁ ଅଭିନେତା
ଆଇଲାରେ ଓଡ଼ିଆ ପୁଅ ଅଭିନେତା
ଶତ୍ରୁ ସଂହାର ଅଭିନେତା
ସୁନା ଚଢ଼େଇ ମୋ ରୂପା ଚଢ଼େଇ ଅଭିନେତା
ପ୍ରିୟା - ଦି ଡ୍ରିମ ଗାର୍ଲ ଅଭିନେତା
ଆରେ ସାଥି ଆ ଅଭିନେତା
୨୦୦୮ ମୁନ୍ନା-ଏ ଲଭ ଷ୍ଟୋରୀ ଅଭିନେତା
ମୁଁ ସପନର ସଉଦାଗର ଅଭିନେତା
ମତେ ତ ଲଭ ହେଲାରେ ଅଭିନେତା
ହସିବ ପୁଣି ମୋ ସୁନା ସଂସାର ଅଭିନେତା
ମତେ ଆଣି ଦେଲ ଲକ୍ଷେ ଫଗୁନ ଅଭିନେତା
ତୋ ବିନା ଭଲ ଲାଗେନ ଅଭିନେତା
୨୦୦୭ ଅଗ୍ନିଶିଖା ଅଭିନେତା
ଚକା ଚକା ଭଉଁରୀ ଅଭିନେତା
ଧଉଳି ଏକ୍ସପ୍ରେସ୍ ଅଭିନେତା
ଏ ମନ ମାନେନା ଅଭିନେତା
ମୁଁ ତତେ ଲଭ କରୁଚି ଅଭିନେତା
ଫେରିଆ ମୋ ସୁନା ଭଉଣୀ ଅଭିନେତା
ସମୟ ହାତରେ ଡୋରୀ ଅଭିନେତା
୨୦୦୬ ରାଖି ବାନ୍ଧିଲି ମୋ ରଖିବ ମାନ ଅଭିନେତା
ଶାଶୁଘର ଚାଲିଯିବି ଅଭିନେତା
ଥ୍ୟାଙ୍କ ୟୁ ଭଗବାନ ଅଭିନେତା
ତୁ ଏକା ଆମ ସାହା ଭରଷା ଅଭିନେତା
୨୦୦୫ ଜୀବନ ମୃତ୍ୟୁ ଅଭିନେତା
ଟୋପାଏ ସିନ୍ଦୂର ଦି ଟୋପା ଲୁହ ଅଭିନେତା
୨୦୦୩ ମାତୃଶକ୍ତି ଅଭିନେତା
୨୦୦୧ ସମୟ ଖେଳୁଚି ଚକା ଭଉଁରୀ
୨୦୦୧ ବାଜି ଅଭିନେତା
ଧର୍ମ ଦେବତା ଅଭିନେତା
୨୦୦୦ ହରି ଭାଇ ହାରେନା ଅଭିନେତା
ପ୍ରେମ ବନ୍ଧନ ଅଭିନେତା
ରଶ୍ମୀ ରେଖା ଅଭିନେତା
ସମୟ ଚକରେ ସଂସାର ରଥ ଅଭିନେତା
୧୯୯୯ ଗୋପରେ ବଢୁଛି ମୋ କଳା କହ୍ନେଇ ଅଭିନେତା
କଥା କହିବ ମୋ ମଥା ସିନ୍ଦୂର ଅଭିନେତା
ଷୋଳ ଶୁକ୍ରବାର ଅଭିନେତା
ପବିତ୍ର ବନ୍ଧନ ଅଭିନେତା
କୃଷ୍ଣା କାବେରୀ ଅଭିନେତା
ମା’ ଓ ମମତା ଅଭିନେତା
ମା' ପରି କିଏ ହେବ ଅଭିନେତା
ରାଖି ଭିଜିଗଲା ଆଖି ଲୁହରେ ଅଭିନେତା
ଲକ୍ଷ୍ମୀ ପ୍ରତିମା ଅଭିନେତା
୧୯୯୮ ଅହଲ୍ୟା ଅଭିନେତା
ଲକ୍ଷ୍ମୀର ଅଭିସାର ଅଭିନେତା
ସହର ଜଳୁଚି ଅଭିନେତା
ସଉଭାଗ୍ୟବତୀ ଅଭିନେତା
ସ୍ତ୍ରୀ ଅଭିନେତା
୧୯୯୭ ଭୁଲ କାହାର ଅଭିନେତା
ଗଙ୍ଗା ଯମୁନା ଅଭିନେତା
୧୯୯୬ ସୁହାଗ ସିନ୍ଦୂର ଅଭିନେତା
ଜୀବନ ଧାରା ଅଭିନେତା
୧୯୯୪ ଭାଇ ହେଲା ଭଗାରି ଅଭିନେତା
ଗଢି ଜାଣିଲେ ଘର ସୁନ୍ଦର ଅଭିନେତା
ମହୁଆ ଅଭିନେତା
ମୁକ୍ତି ମଶାଲ ଅଭିନେତା
୧୯୯୩ ଅନୁପମା ଅଭିନେତା
ଭାଗ୍ୟ ହାତେ ଡୋରି ଅଭିନେତା
ଦାଦାଗିରି ଅଭିନେତା
ଶ୍ରଦ୍ଧାଞ୍ଜଳୀ ଅଭିନେତା
୧୯୯୨ ଅଗ୍ନି ସଙ୍କଟ ଅଭିନେତା
ଘର ମୋର ସ୍ୱର୍ଗ ଅଭିନେତା
ପ୍ରିତୀର ଇତି ଅଭିନେତା
୧୯୯୧ କି ହେବ ଶୁଆ ପୋଷିଲେ ଅଭିନେତା
୧୯୯୦ ହସ ଲୁହ ଭରା ଦୁନିଆ ଅଭିନେତା
ହିସାବ କରିବ କାଳିଆ ଅଭିନେତା
କାଳିଆ ଭରସା ଅଭିନେତା
ପରଦେଶୀ ଚଢେଇ ଅଭିନେତା
୧୯୮୯ ଆକାଶର ଆଖି ଅଭିନେତା
ପ୍ରତିଶୋଧ ଅପରାଧ ନୁହେଁ ଅଭିନେତା
ସାଗର ଅଭିନେତା
୧୯୮୮ କନ୍ୟାଦାନ ଅଭିନେତା
୧୯୮୭ ଏଇ ତ ଦୁନିଆଁ ଅଭିନେତା
୧୯୮୬ ଏଇ ଆମ ସଂସାର ଅଭିନେତା
୧୯୮୦ ରାମାୟଣ ଅଭିନେତା
୧୯୭୯ ମଥୁରା ବିଜୟ ଅଭିନେତା

ଆହୁରି ଦେଖନ୍ତୁ[ସମ୍ପାଦନା]

ଆଧାର[ସମ୍ପାଦନା]

ବାହାର ଆଧାର[ସମ୍ପାଦନା]