Jump to content

ଲାଇଫ୍‌ରେ କିଛି ବି ହେଇପାରେ

ଉଇକିପିଡ଼ିଆ‌ରୁ
ଲାଇଫ୍‌ରେ କିଛି ବି ହେଇପାରେ
ନିର୍ଦ୍ଦେଶକତ୍ରିପତି ସାହୁ
ପ୍ରଯୋଜକସୀତାରାମ ଅଗ୍ରୱାଲ
ନମିତା ଅଗ୍ରୱାଲ
ସଂଳାପନିର୍ମଳ ନାୟକ
କଳାକାରସମ୍ବିତ ଆଚାର୍ଯ୍ୟ
ପୁନମ ମିଶ୍ର
ସାତ୍ୟକି ମିଶ୍ର
ପ୍ରଦ୍ୟୁମ୍ନ ଲେଙ୍କା
ଚୌଧୁରୀ ବିକାଶ ଦାସ
ସଙ୍ଗୀତବିକାଶ ଦାସ
ଚିତ୍ରଗ୍ରହଣଧୃବାନନ୍ଦ ପଣ୍ଡା
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୧୧ ଡିସେମ୍ବର ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ଲାଇଫ୍‌ରେ କିଛି ବି ହେଇପାରେ ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନମିତା ଅଗ୍ରୱାଲ ଓ ସୀତାରାମ ଅଗ୍ରୱାଲ । ନିର୍ମଳ ନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ତ୍ରିପତି ସାହୁ ।

ଅଭିନୟ

[ସମ୍ପାଦନା]
  • ସମ୍ବିତ ଆଚାର୍ଯ୍ୟ
  • ପୁନମ ମିଶ୍ର
  • ସାତ୍ୟକି ମିଶ୍ର
  • ପ୍ରଦ୍ୟୁମ୍ନ ଲେଙ୍କା
  • ଚୌଧୁରୀ ବିକାଶ ଦାସ

କାହାଣୀ

[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ

[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ବିକାଶ ଦାସ । ଗୀତିକାର ଶ୍ରୀକାନ୍ତ ଗୌତମ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ ।

କ୍ରମଗୀତଗାୟକସମୟ
1."ଭଲ ଲାଗେ ଚାଲିବାକୁ"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୨୦
2."ତୁ ମୋର ଗୀତ ହେଲେ ମୁଁ ତୋ'ର ଧୁନ୍"ହ୍ୟୁମାନ ସାଗର, ନମିତା ଅଗ୍ରୱାଲ୦୪:୪୫
3."କିଛି ସ୍ୱପ୍ନ ଭାସି ଯାଏ"ଗୌରବ ଆନନ୍ଦ୦୫:୪୦

ବାହାର ଆଧାର

[ସମ୍ପାଦନା]