ସାହାଣୀ ଘର କାହାଣୀ

ଉଇକିପିଡ଼ିଆ‌ରୁ
ସାହାଣୀ ଘର କାହାଣୀ
ନିର୍ଦ୍ଦେଶକନିରଞ୍ଜନ ବେହେରା
ପ୍ରଯୋଜକଲିପ୍ସା ମିଶ୍ର
କାହାଣୀଲିପ୍ସା ମିଶ୍ର
କଳାକାରବୁଲୁ
ଲିପ୍ସା ମିଶ୍ର
ମହାଶ୍ୱେତା ରାୟ
ପିଣ୍ଟୁ ନନ୍ଦ
ଜୀବନ ପଣ୍ଡା
ସଙ୍ଗୀତଅସଦ ନିଜାମ
ଚିତ୍ରଗ୍ରହଣଦିଲ୍ଲୀପ ରାଉତ
ସମ୍ପାଦକରାଜେଶ ଦାଶ
ମୁକ୍ତିଲାଭ ତାରିଖ
୨ ଜାନୁଆରୀ ୨୦୨୨
ଦେଶ ଭାରତ
ଭାଷାଓଡ଼ିଆ

ସାହାଣୀ ଘର କାହାଣୀ, ୨୦୨୨ ମସିହାରେ ଦୂରଦର୍ଶନରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଅଭିନେତ୍ରୀ ଲିପ୍ସା ମିଶ୍ର ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଏବଂ କାହାଣୀ ରଚନା କରିଥିଲେ ।[୨] ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ନିରଞ୍ଜନ ବେହେରା । ସଙ୍ଗୀତକାର ଅସଦ ନିଜାମ ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।

ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବୁଲୁ ଓ ଲିପ୍ସା ମିଶ୍ର । ମହାଶ୍ୱେତା ରାୟ, ପିଣ୍ଟୁ ନନ୍ଦ, ଜୀବନ ପଣ୍ଡା, ଗୁଡ୍ଡୁ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୨୨ ମସିହାର ଜାନୁଆରୀ ୨ ତାରିଖରେ ଜୀ ସାର୍ଥକରେ ମୁକ୍ତିଲାଭ କରିଥିଲା ।[୩]

ଅଭିନୟ[ସମ୍ପାଦନା]

କାହାଣୀ[ସମ୍ପାଦନା]

ଗୀତ ଏବଂ ସଙ୍ଗୀତ[ସମ୍ପାଦନା]

ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅସଦ ନିଜାମ । ଗୀତିକାର ପୁଷ୍ପକ ପରିଡ଼ା ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ, କୁଳଦୀପ ପଟ୍ଟନାୟକ ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।

ଗୀତ[ସମ୍ପାଦନା]

କ୍ରମଗୀତଗାୟକସମୟ
1."ବାଜେ ସାହାନାଇ"ଅସୀମା ପଣ୍ଡା, ଆଶୁତୋଷ ଷଡ଼ଙ୍ଗୀ 
2."ଖୋଲି କହିଦେ ସଫା ସଫା"କୁଳଦୀପ ପଟ୍ଟନାୟକ, ଅସୀମା ପଣ୍ଡା 

ଆଧାର[ସମ୍ପାଦନା]

  1. "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
  2. Sahoo, Jyoti Prakash (7 May 2022). "Papu And Pragyan Come Together For 'Detective Karan Arjun'". My City Links (in English). Archived from the original on 4 June 2022. Retrieved 4 June 2022.{{cite news}}: CS1 maint: unrecognized language (link)
  3. "ଆରମ୍ଭରୁ ଚମକାଇବେ ଲିପ୍‌ସା, ଆସୁଛି 'ସାହାଣୀ ଘର କାହାଣୀ'". Prameyanews7. ଭୁବନେଶ୍ୱର. 29 December 2021. Archived from the original on 26 January 2022. Retrieved 26 January 2022. {{cite news}}: |archive-date= / |archive-url= timestamp mismatch; 29 ଡିସେମ୍ବର 2021 suggested (help)

ବାହାର ଆଧାର[ସମ୍ପାଦନା]