Jump to content

ଆକାଶ ଦାସନାୟକ

ଉଇକିପିଡ଼ିଆ‌ରୁ
ଆକାଶ ଦାସନାୟକ
ସଦସ୍ୟ: ଓଡ଼ିଶା ବିଧାନ ସଭା
Assumed office
୨୦୧୪-୨୦୧୯ (ବିଜୁ ଜନତା ଦଳ), ୨୦୨୪ - ବର୍ତ୍ତମାନ (ଭାରତୀୟ ଜନତା ପାର୍ଟି)
ପୂର୍ବ ଅଧିକାରୀପ୍ରିତିରଞ୍ଜନ ଘଡାଇ
ନିର୍ବାଚନ ମଣ୍ଡଳୀକୋରେଇ
ବ୍ୟକ୍ତିଗତ ସବିଶେଷ
ଜନ୍ମ
ଆକାଶ ଦାସନାୟକ

(1980-09-17) ୧୭ ସେପ୍ଟେମ୍ବର ୧୯୮୦ (ବୟସ ୪୬)
ଯାଜପୁର, ଓଡ଼ିଶା
ରାଜନୀତିକ ଦଳଭାରତୀୟ ଜନତା ପାର୍ଟି
ଜୀବନ ସାଥୀଶୁଭ୍ରଜ୍ୟୋତି (ମାମୁନି)[୧]
ବୃତ୍ତିଅଭିନେତା
ୱେବସାଇଟakashdasnayak.com

ଆକାଶ ଦାସନାୟକ(ଜନ୍ମ ୧୭ ସେପ୍ଟେମ୍ବର ୧୯୮୦) ଜଣେ ଅଭିନେତା ଓ ଓଡ଼ିଶା ବିଧାନ ସଭା ସଭ୍ୟ ।


ଚଳଚ୍ଚିତ୍ର ଜୀବନ

[ସମ୍ପାଦନା]

୨୦୦୮ ମସିହାରେ କଳିଙ୍ଗପୁତ୍ର କଥାଚିତ୍ରରୁ ଅଭିନେତା ଜୀବନ ଆରମ୍ଭ କରିଥିବା ଆକାଶ, ବର୍ତ୍ତମାନ ସୁଦ୍ଧା ୧୦ରୁ ଅଧିକ ଓଡ଼ିଆ ଓ ବଙ୍ଗଳା ଚଳଚ୍ଚିତ୍ରରେ ଅଭିନୟ କରିସାରିଛନ୍ତି ।

ବ୍ୟକ୍ତିଗତ ଜୀବନ

[ସମ୍ପାଦନା]

ଆକାଶ ହେଉଛନ୍ତି ମାୟାଧର ଦାଶ ଓ ଇନ୍ଦିରା ଦାଶଙ୍କ ସୁପୁତ୍ର ଓ ପାହଙ୍ଗା(ଯାଜପୁର)ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଯାଜପୁର ରୋଡସ୍ଥିତ ବ୍ୟାସନଗର କଲେଜରୁ ତାଙ୍କ ସ୍ନାତକ(ଏଲଏଲବି) ହାସଲ କରିଥିଲେ । ତାଙ୍କ ଆଣ୍ଟି ଅନିତା ଦାଶ ଜଣେ ଉଞ୍ଚକୋଟିର ଅଭିନେତ୍ରୀ ଅଟନ୍ତି । ସେ ୨୦୧୪ ନିର୍ବାଚନରେ କୋରେଇ ନିର୍ବାଚନ ମଣ୍ଡଳୀରୁ ଭୋଟ ପାଇ (ବିଜେଡ଼ି) ବିଜୟୀ ହୋଇଥିଲେ ।

ଅଭିନୀତ ଓଡ଼ିଆ କଥାଚିତ୍ର

[ସମ୍ପାଦନା]

ମାନ ସମ୍ମାନ

[ସମ୍ପାଦନା]
  1. ↑ "ସ୍ମରଣୀୟ ଜନ୍ମଦିନ". ସମାଜ (ରବିବାର) (in Odia). ଓଡ଼ିଶା. 23 September 2018. p. 8. Archived from the original on 28 September 2018. Retrieved 28 September 2018.{{cite news}}: CS1 maint: unrecognized language (link)
  2. ↑ "'ଅପହରଣ'ରେ ଆକାଶ". ସମାଜ. No. ରବିବାର. 19 February 2023. p. 8. Archived from the original on 19 February 2023. Retrieved 19 February 2023.
  3. ↑ Prasad, Ananta. "The character KALINGA has own the award in my disguise: Akash". orissadiary.com. Archived from the original on 2 May 2013. Retrieved 27 September 2015.

ଅଧିକ ତଥ୍ୟ

[ସମ୍ପାଦନା]