ବିଶ୍ୱନାଥ (ଓଡ଼ିଆ କଥାଚିତ୍ର)
| ବିଶ୍ୱନାଥ | |
|---|---|
| ନିର୍ଦ୍ଦେଶକ | ବବିଲି କିରଣ |
| ପ୍ରଯୋଜକ | ଡିଣ୍ଡୁ ଶଙ୍କର ଗୌଡ଼ |
| ସଂଳାପ | ରଜନୀ ରଞ୍ଜନ |
| ଚିତ୍ରନାଟ୍ୟ | କେ. ମୂରଲୀ କ୍ରିଷ୍ଣା |
| କାହାଣୀ | ବବିଲି କିରଣ |
| କଳାକାର | ସମ୍ବିତ ଆଚାର୍ଯ୍ୟ ସମ୍ଭାବନା ମହାନ୍ତି ମିହିର ଦାସ ପୃଥ୍ୱୀରାଜ ନାୟକ ରାଇମୋହନ ଅପରାଜିତା ମହାନ୍ତି |
| ସଙ୍ଗୀତ | ଅଭିଜିତ ମଜୁମଦାର |
| ଚିତ୍ରଗ୍ରହଣ | ଚନ୍ଦ୍ର କିରଣ |
| ସମ୍ପାଦକ | କିଶୋର |
କଥାଚିତ୍ରର ସମୟ | ୧୨ ଜୁନ ୨୦୨୨ |
| ଦେଶ | |
| ଭାଷା | ଓଡ଼ିଆ |
ବିଶ୍ୱନାଥ ୨୦୨୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[୧] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଡିଣ୍ଡୁ ଶଙ୍କର ଗୌଡ଼ । କେ. ମୂରଲୀ କ୍ରିଷ୍ଣା ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ରଜନୀ ରଞ୍ଜନ ଏହାର ସଂଳାପ ରଚନା କରିଥିଲେ ।[୨] ବବିଲି କିରଣ ଏହି କଥାଚିତ୍ରଟିର କାହାଣୀ ଲେଖିଥିଲେ ଓ ନିର୍ଦ୍ଦେଶନା ଦେଇଥିଲେ ।[୩] ସଙ୍ଗୀତକାର ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସମ୍ବିତ ଆଚାର୍ଯ୍ୟ, ସମ୍ଭାବନା ମହାନ୍ତି ଓ ସଙ୍ଗୀତା ।[୪][୫] ମିହିର ଦାସ, ପୃଥ୍ୱୀରାଜ ନାୟକ, ରାଇମୋହନ, ଅନନ୍ୟା ମିଶ୍ର, ମାନସୀ ମିଶ୍ର, ସଲିଲ ମିତ୍ର, ପିଣ୍ଟୁ ନନ୍ଦ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୮ ମସିହାରେ ମୁକ୍ତିଲାଭ କରିବାର ଥିଲା, ମାତ୍ର କିଛି ଏବଂ କରୋନା ପାଇଁ ୨୦୨୨ ମସିହାର ଜୁନ ୧୨ ତାରିଖରେ ମୁକ୍ତିଲାଭ କରିଥିଲା ।[୩]
ଅଭିନୟ
[ସମ୍ପାଦନା]- ସମ୍ବିତ ଆଚାର୍ଯ୍ୟ
- ସମ୍ଭାବନା ମହାନ୍ତି[୬]
- ସଙ୍ଗୀତା
- ମିହିର ଦାସ
- ପୃଥ୍ୱୀରାଜ ନାୟକ
- ରାଇମୋହନ
- ପ୍ରତିଭା ପଣ୍ଡା[୩]
- ମାନସୀ ମିଶ୍ର
- ସଲିଲ ମିତ୍ର
- ପିଣ୍ଟୁ ନନ୍ଦ
- ଚୌଧୁରୀ ବିକାଶ ଦାସ
- ଅନନ୍ୟା ମିଶ୍ର (ଆଇଟମ୍ ଗୀତ)
କାହାଣୀ
[ସମ୍ପାଦନା]ଗୀତ ଏବଂ ସଙ୍ଗୀତ
[ସମ୍ପାଦନା]ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ ମଜୁମଦାର ।[୭] ନିର୍ମଳ ନାୟକ ଓ ବସନ୍ତରାଜ ସାମଲ ଆଦି ଗୀତିକାରମାନେ ଏହି କଥାଚିତ୍ରଟିର ଗୀତ ରଚନା କରିଥିଲେ । ଏହି ଋତୁରାଜ ମହାନ୍ତି, ସ୍ୱୟମ ପାଢ଼ୀ, ରାଜନନ୍ଦିନୀ ପଣ୍ଡା, ହ୍ୟୁମାନ ସାଗର, ସୋହିନୀ ମିଶ୍ର, ରୋଜାଲିନ ସାହୁ, ଜାଗୃତି ମିଶ୍ର ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିରେ କଣ୍ଠଦାନ କରିଥିଲେ ।[୨]
ଗୀତ
[ସମ୍ପାଦନା]| କ୍ରମ | ଗୀତ | କବି | ଗାୟକ | ସମୟ |
|---|---|---|---|---|
| 1. | "ବିଶ୍ୱନାଥ" | ନିର୍ମଳ ନାୟକ | ଋତୁରାଜ ମହାନ୍ତି | ୦୫:୨୨ |
| 2. | "ତୋ ପାଖରେ ଜନ୍ନତ ମୋର" | ନିର୍ମଳ ନାୟକ | ସ୍ୱୟମ ପାଢ଼ୀ, ରାଜନନ୍ଦିନୀ ପଣ୍ଡା | ୦୪:୩୧ |
| 3. | "ଜୀବନଟା ଲାଗେ" | ନିର୍ମଳ ନାୟକ | ହ୍ୟୁମାନ ସାଗର, ସୋହିନୀ ମିଶ୍ର | ୦୪:୦୫ |
| 4. | "ଖାଣ୍ଟି ଓଡ଼ିଆ ବାଜା" | ନିର୍ମଳ ନାୟକ | ରୋଜାଲିନ ସାହୁ | ୦୪:୩୪ |
| 5. | "ଓରେ ଘୋଘୋରେ" | ବାପୁ ଗୋସ୍ୱାମୀ | ହ୍ୟୁମାନ ସାଗର, ଜାଗୃତି ମିଶ୍ର | ୦୪:୧୨ |
ଆଧାର
[ସମ୍ପାଦନା]- ↑ "୮ ମାସରେ ମୁକ୍ତିଲାଭ କରିଛି ୪୧ଟି ଓଡ଼ିଆ ସିନେମା". ସମ୍ବାଦ. sambad.in. 21 August 2022. Archived from the original on 25 October 2022. Retrieved 25 October 2022.
- ↑ ୨.୦ ୨.୧ "ରଜରେ ରିଲିଜ ଓଡ଼ିଆ ସିନେମା ବିଶ୍ୱନାଥ". ETV Bharat News. ଭୁବନେଶ୍ୱର. 13 June 2022. Archived from the original on 13 June 2022. Retrieved 13 June 2022.
- ↑ ୩.୦ ୩.୧ ୩.୨ "'Biswanath-Born to love', an Odia film made with Hyderabadi masala: Director". KalingaTV (in English). Bhubaneswar. 8 March 2022. Archived from the original on 13 June 2022. Retrieved 13 June 2022.
{{cite news}}: CS1 maint: unrecognized language (link) - ↑ "ଏହି ସିନେମାରେ ଦୁଇଜଣ ନାୟିକାଙ୍କ ସହ ରୋମାନ୍ସ କରିବେ ସମ୍ଭିତ୍ | Sambad". ସମ୍ବାଦ. sambad.in. 11 February 2018. Archived from the original on 13 June 2022. Retrieved 13 June 2022.
- ↑ "ପାଞ୍ଚ ବର୍ଷପରେ ଓଲିଉଡକୁ ଫେରିଲେ ଏହି ନାୟିକା | Sambad". ସମ୍ବାଦ. ମୁମ୍ବାଇ: sambad.in. 6 February 2018. Archived from the original on 13 June 2022. Retrieved 13 June 2022.
- ↑ "ଏହି ଦୁଇ ଲୋକପ୍ରିୟ ନାୟକଙ୍କ ମଧ୍ୟରୁ କାହାର ଅଧିକସଂଖ୍ୟକ ଓଡ଼ିଆ ସିନେମା ମୁକ୍ତିଲାଭ କରିବ ଏବର୍ଷ? | Sambad". ସମ୍ବାଦ. ଭୁବନେଶ୍ୱର: sambad.in. 5 January 2020. Archived from the original on 16 December 2021. Retrieved 16 December 2021.
{{cite news}}:|archive-date=/|archive-url=timestamp mismatch; 29 ଅକ୍ଟୋବର 2020 suggested (help) - ↑ "Audio release of new Odia film Biswanath -' Born to love'". Prameya News (in English). Bhubaneswar. 17 May 2022. Archived from the original on 13 June 2022. Retrieved 13 June 2022.
{{cite news}}: CS1 maint: unrecognized language (link)
ବାହାର ଆଧାର
[ସମ୍ପାଦନା]- ଇଣ୍ଟରନେଟ ମୁଭି ଡାଟାବେସରେ ବିଶ୍ୱନାଥ