ଅଶୋକ ପତି
Appearance
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ଅଶୋକ ପତି | |
---|---|
ଜନ୍ମ | |
ବୃତ୍ତି(ସମୂହ) | ନିର୍ଦ୍ଦେଶକ, କାହାଣୀକାର |
ସକ୍ରିୟ ବର୍ଷ | ୧୯୯୮-ଏବେଯାଏଁ |
ଅଶୋକ ପତି ଭାରତର ଓଡ଼ିଶାରେ ଥିବା ଜଣେ ଜଣାଶୁଣା ନିର୍ଦ୍ଦେଶକ, କାହାଣୀକାର । ଗୋଟିଏ ବଲିଉଡ ଚଳଚ୍ଚିତ୍ରରେ ସହକାରି ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲେଇଛନ୍ତି । [୧]
ଫିଲ୍ମରେ ଭୂମିକା
[ସମ୍ପାଦନା]ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]- ଇଡିଅଟ୍ (୨୦୧୨)
- ଦୋସ୍ତି (୨୦୧୧)
- ୧୪୩ ଆଇ ଲଭ ୟୁ (୨୦୧୧)
- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ପ୍ରେମରୋଗି (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ମତେ ତ ଲଭ ହେଲାରେ (୨୦୦୮)
- ମୁଁ ତତେ ଲଭ କରୁଛି (୨୦୦୭)
- ତୋ ପାଇଁ (୨୦୦୭)
- ବାଜି (୨୦୦୧)
ସହକାରି ନିର୍ଦ୍ଦେଶକ ଭାବରେ
[ସମ୍ପାଦନା]କାହାଣୀକାର
[ସମ୍ପାଦନା]- ଦୋସ୍ତି (୨୦୧୧)
- ୧୪୩ ଆଇ ଲଭ ୟୁ (୨୦୧୧)
- ଲୋଫର୍ (୨୦୧୧)
- ସଞ୍ଜୁ ଆଉ ସଞ୍ଜନା (୨୦୧୦)
- ପ୍ରେମରୋଗି (୨୦୦୯)
- ଡ୍ରିମ୍ ଗାର୍ଲ (୨୦୦୯)
- ନନ୍ଦିନୀ ଆଇ ଲଭ ୟୁ (୨୦୦୮)
- ମତେ ତ ଲଭ ହେଲାରେ (୨୦୦୮)
- ମୁଁ ତତେ ଲଭ କରୁଛି (୨୦୦୭)
- ବାଜି (୨୦୦୧)
ଆଧାର
[ସମ୍ପାଦନା]ବାହାର ଆଧାର
[ସମ୍ପାଦନା]- cinemasagar.comରେ ଅଶୋକ ପତି
- movies.fullorissa.comରେ ଅଶୋକ ପତି Archived 2011-11-08 at the Wayback Machine.
- ଇଣ୍ଟରନେଟ ମୁଭି ଡାଟାବେସରେ ଅଶୋକ ପତି